Arindam ଙ୍କ ନାଁରେ ଅପପ୍ରଚାର କୁ ନେଇ ଥାନାର ଦ୍ଵାରସ୍ଥ ହେଲେ ସାମ୍ବାଦିକ ସଙ୍ଘ, ସେ କଣ କହୁଛନ୍ତି ଥରେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃ-ତ୍ୟୁ-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶାବାସୀ । ଅରିନ୍ଦମଙ୍କ ମୃ-ତ୍ୟୁ-କୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା ସୋ-ସି-ଆ-ଲ ମି-ଡି-ଆ-ରେ ମନ୍ତବ୍ୟ ରଖୁଥିବା ଦେଖିବାକୁ ମିଳିଛି । କିଛି ଲୋକ ଅରିନ୍ଦମଙ୍କ ନାଁ ରେ ଅ-ପ-ପ୍ର-ଚା-ର କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ସବୁକୁ ବି-ରୋ-ଧ କରିଛନ୍ତି ସାମ୍ବାଦିକ ସଂଘ । ଏନେଇ ସାମ୍ବାଦିକ ସଂଘ ପକ୍ଷରୁ କ୍ୟାପିଟାଲ ଥା-ନା-ରେ ଏକ ଏ-ତ-ଲା ଦିଆଯାଇଛି ।

ଗତ ଶୁକ୍ରବାର ଦିନ ଓଡିଶା ପାଇଁ ଏକ ଅଶୁଭ ଶୁକ୍ରବାର ଥିଲା । ଅପରେସନ ଗଜରାଜ ବେଳେ ମହାନଦୀର ମୁଣ୍ଡଳୀ ବ୍ରିଜ ଠାରେ ପ୍ରା-ଣ ହ-ରା-ଇ-ଥି-ଲେ ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ତାଙ୍କ ମୃ-ତ୍ୟୁ-ରେ ରାଜ୍ୟବ୍ୟାପୀ ସମସ୍ତେ ମ-ର୍ମା-ହ-ତ ଥିବା ବେଳେ କିଛି ଅ-ସ-ମା-ଜି-କ ଏବଂ ଦୁ-ଷ୍ଟ ପ୍ରକୃତିର ବ୍ୟକ୍ତି ସୋ-ସି-ଆ-ଲ ମି-ଡି-ଆ-ରେ ଅରିନ୍ଦମଙ୍କୁ ନେଇ ଅ-ପ-ମା-ନ-ଜ-ନ-କ ମନ୍ତବ୍ୟ ରଖିଛନ୍ତି । ଯାହା କହିବା ପାଇଁ ଯେକେହି ମଧ୍ୟ କୁଣ୍ଠାବୋଧ କରିବ ।

ତେବେ ଉକ୍ତ ବ୍ୟକ୍ତି ଜଣକ ସୋ-ସି-ଆ-ଲ ମି-ଡି-ଆ ପ୍ଲା-ଟ-ଫ-ର୍ମ ଯଥା ଫେ-ସ-ବୁ-କ, ହ୍ଵା-ଟ୍ସ-ଆ-ପ୍ ଆଦିରେ ଅରିନ୍ଦମଙ୍କ ନାଁ ରେ ଅନେକ ଖରାପ ମନ୍ତବ୍ୟ ଦେଇଛନ୍ତି । ଅରିନ୍ଦମଙ୍କ କିଛି ସାମ୍ବାଦିକ ସାଥି ଏନେଇ ତାଙ୍କୁ ବିନମ୍ର ଭାବେ ପ୍ରଶ୍ନ ପଚାରିବା ପରେ ବ୍ୟକ୍ତିଜନକ ସେମାନଙ୍କୁ ମଧ୍ୟ ଖୁବ ମ-ନ୍ଦ ଆଚରଣ କରିଛନ୍ତି । ଯାହା ବିଲକୁଲ ମଧ୍ୟ ସ-ହ-ନୀ-ୟ ନୁହେଁ । ତେଣୁ ଏନେଇ ସାମ୍ବାଦିକ ଭାଇମାନେ ଏକଜୁଟ ହୋଇ ଏହି ମା-ମ-ଲା-ରେ କ୍ୟାପିଟାଲ ଥା-ନା-ରେ ଅ-ଭି-ଯୋ-ଗ ଦାଖଲ କରିଛନ୍ତି ।

ତେବେ ଅରିନ୍ଦମଙ୍କ ନାଁରେ ଲେଖା ଯାଇଥିବା ଏହି ଅ-ପ-ବା-କ୍ୟ ଗୁଡିକ ଅରିନ୍ଦମଙ୍କ ଆତ୍ମା ପ୍ରତି ଅସମ୍ମାନ ଏବଂ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନିହାତି ଭାବେ ଆ-ଘା-ତ ଦେଇଛି । ଅରିନ୍ଦମ ନିଜ ଜୀବନକୁ ବାଜି ଲଗାଇ ଖବର ପରିବେଷଣ କରିବା ସମୟରେ ମୃ-ତ୍ୟୁ-ବ-ର-ଣ କରିବା ପରେ ତାଙ୍କ ପ୍ରତି ଏହିଭଳି ଆଚରଣ ସାମ୍ବାଦିକ ଭାଇମାନଙ୍କୁ ଖୁବ ବ୍ୟଥିତ କରୁଛି ବୋଲି ସେମାନେ କହିଛନ୍ତି । ଏହା ବିଲକୁଲ ମଧ୍ୟ ଗ୍ରହଣୀୟ ନୁହେଁ । ଉକ୍ତ ବ୍ୟକ୍ତିଙ୍କ ବି-ରୁ-ଦ୍ଧ-ରେ ତୁରନ୍ତ କା-ର୍ଯ୍ୟା-ନୁ-ଷ୍ଠା-ନ ନିଆଯାଉ ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି ।

ଫେ-ସ-ବୁ-କ ଏବଂ ହ୍ଵା-ଟ୍ସ-ଆ-ପ୍ ରେ ବିଭିନ୍ନ ଗୃପ ମାଧ୍ୟମରେ ଉକ୍ତ ଯୁବକ ଅରିନ୍ଦମଙ୍କ ନାମରେ ଅ-ପ-ପ୍ର-ଚା-ର କରୁଛନ୍ତି । ତେବେ ତାଙ୍କ ସହ ଆହୁରି କେତେ ବ୍ୟକ୍ତି ମଧ୍ୟ ଅରିନ୍ଦମଙ୍କ ବି-ରୁ-ଦ୍ଧ-ରେ ଏହିଭଳି କାର୍ଯ୍ୟ ଚଳେଇଛନ୍ତି । ଦରକାର ପଡିଲେ ସେମାନଙ୍କ ନାମରେ ମଧ୍ୟ ଏ-ତ-ଲା ଦିଆଯିବ । କିନ୍ତୁ ଖୋଲାଖୋଲି ଅରିନ୍ଦମଙ୍କୁ ଅ-ପ-ମା-ନ କରୁଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବା ପରେ ସେ ଯେଉଁ ପ୍ରକାର ବ୍ୟବହାର କରିଛନ୍ତି ତାହା ସେମାନେ ସ-ହ୍ୟ କରିବେ ନାହିଁ ବୋଲି କହିଛନ୍ତି ।

ପୋ-ଲି-ସ ପ୍ରଶାସନ ନିଶ୍ଚୟ ଏହି ମା-ମ-ଲା-ରେ ତାଙ୍କ ଉପରେ କା-ର୍ଯ୍ୟା-ନୁ-ଷ୍ଠା-ନ ନେବେ ବୋଲି ସେମାନେ ବିଶ୍ବାସ ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପୋଷ୍ଟକୁ ଲାଇକ କରନ୍ତୁ ।