ବହୁତ ଚମତ୍କାରୀ ଅଟେ ଏହି ପତ୍ର, ଯଦି କେଉଁଠି ନଜର ଆସିଯାଏ ତେବେ ସଙ୍ଗେ ସଙ୍ଗେ ତୋଳି ଆଣନ୍ତୁ

କହିବାକୁ ଗଲେ ଦୁନିଆର ସବୁ ବ୍ୟକ୍ତି ଫଳ ପ୍ରଚୁର ପରିମାଣରେ ସେବନ କରିଥାନ୍ତି । ଏହା ଏଥିପାଇଁ କାରଣ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ଲାଭଦାୟକ ହୋଇଥାଏ । କହିବାକୁ ଗଲେ ଫଳ ମଧ୍ୟରେ ଆପଣ ଅମୃତଭଣ୍ଡାର ସେବନ ବି ନିଶ୍ଚିତ କରିଥିବେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅମୃତଭଣ୍ଡାରୁ ଅମୃତଭଣ୍ଡାର ପତ୍ର ଅଧିକ ଲାଭକାରୀ ହୋଇଥାଏ ।

ଡେଙ୍ଗୁ, କ୍ୟାନ୍ସର ଭଳି ରୋଗ ପାଇଁ ଅମୃତଭଣ୍ଡାର ପତ୍ର ବହୁତ ଲାଭଦାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଆର୍ଟକିଲ ମାଧ୍ୟମରେ ଅମୃତଭଣ୍ଡାର ପତ୍ର ଦ୍ଵାରା ଆପଣ କେଉଁ କେଉଁ ରୋଗକୁ ଠିକ କରି ପାରିବେ ଓ ଏହାର ଲାଭକାରୀ ଗୁଣ ବିଷୟରେ ବି କହିବାକୁ ଯାଉଛୁ ଓ ଏହା ଆମ ଶରୀର ପାଇଁ କେତେ ଭଲ ଅଟେ ଏହା ଆମେ ଆଜି ଜାଣିବା ।

ଡେଙ୍ଗୁ, ଚିକନଗୁନିଆ, ମ୍ୟାଲେରିଆ, କ୍ୟାନ୍ସର ଭଳି ରୋଗ ପାଇଁ ଅମୃତଭଣ୍ଡାର ପତ୍ର ବହୁତ ଭଲ ହୋଇଥାଏ । ଯଦି ଆପଣଙ୍କ ଆଖପାଖରେ କୌଣସି ବ୍ୟକ୍ତି ଡେଙ୍ଗୁ, ଚିକନଗୁନିଆ, ମ୍ୟାଲେରିଆ, କ୍ୟାନ୍ସର ଭଳି ରୋଗରେ ପୀଡିତ ଅଛନ୍ତି ତେବେ ଆପଣ ଦେଖିବେ କି ଡେଙ୍ଗୁ ରୋଗୀର ପେଟଲେଟ୍ସ ଅଚାନକ ଡାଉନ ହୋଇଯାଏ । ତେବେ ଏହି ସମୟରେ ଆପଣଙ୍କୁ ଦରକାର ହୋଇଥାଏ ପେଟଲେଟ୍ସକୁ ବଢାଇବା ।

ଏମିତିରେ ଯଦି ୧ ରୁ ୨ ଘଣ୍ଟା ମଧ୍ୟରେ ଆପଣଙ୍କ ପେଟଲେଟ୍ସ ଅଚାନକ ହାଇ ହୋଇଯିବ ତେବେ ଏହା ରୋଗକୁ ଭଲ କରିବାରେ ସହାୟକ ହୋଇଥାଏ । ଏମିତିରେ ଏହି ରୋଗୀ ପାଇଁ ଆପଣଙ୍କୁ ୩ଟି ଜିନିଷ ଦରକାର ହୋଇଥାଏ । ୧. ଅମୃତଭଣ୍ଡା, ୨. ନଡିଆ ପାଣି, ୩. ଛେଳିର କଞ୍ଚା କ୍ଷୀର । ଯଦି ଆପଣଙ୍କୁ ଅମୃତଭଣ୍ଡାର ପତ୍ର ମିଳୁ ନାହିଁ ତେବେ ଆପଣଙ୍କୁ ରୋଗୀର ପେଟଲେଟ୍ସକୁ ବଢାଇବା ପାଇଁ ଛେଳିର କ୍ଷୀର ଦେଇ ପାରିବେ, କିମ୍ବା ଆପଣ ନଡିଆ ପାଣି ଦେଇ ପାରିବେ ।

ଯାହା ଦ୍ଵାରା ଆପଣଙ୍କୁ ବହୁତ ଜଲ୍ଦି ରେଜଲ୍ଟ ଦେଖିବାକୁ ମିଳିବ । କିନ୍ତୁ ଯଦି ଆପଣ ରୋଗୀକୁ ଅମୃତଭଣ୍ଡାର ପତ୍ରର ଜୁସ ଦେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଅମୃତଭଣ୍ଡାର କେବଳ ଗୋଟିଏ ପତ୍ର ତୋଳି ଆଣି ତାକୁ ଭଲ ଭାବରେ ପାଣିରେ ସଫା କରି ପତ୍ରକୁ ହେମଦସ୍ତାରେ ବାଟି ଏହାର ରସ ବାହାର କରି ଦିଅନ୍ତୁ । ଏହା ପରେ ଏକ ପାତ୍ରରେ ଗୋଟିଏ ଗ୍ଳାସ ପାଣି ଗରମ କରନ୍ତୁ ଓ ସେଥିରେ ଏହି ଅମୃତଭଣ୍ଡା ପତ୍ରର ରସକୁ ପକାଇ ଦିଅନ୍ତୁ ଓ ଯେତେବେଳେ ଏହି ରସ ଅଧା ହୋଇଯିବ ତେବେ ଆପଣ ଏହାକୁ ରୋଗୀକୁ ସେବନ କରିବା ପାଇଁ ଦିଅନ୍ତୁ ।

ଏହାକୁ ଆପଣ ଦିନକୁ ଦୁଇ ଥର, ପ୍ରଥମ ଥର ସକାଳେ ଖାଲି ପେଟରେ ଓ ଦ୍ଵିତୀୟ ଥର ରାତିରେ ଖାଇବା ପୂର୍ବରୁ । ଏହାକୁ କରିବା ପରେ ଦୁଇ ରୁ ତିନି ଦିନ ମଧ୍ୟରେ ଡେଙ୍ଗୁ ଭଳି ରୋଗ ବି ଠିକ ହୋଇଯିବ ।

ଅମୃତଭଣ୍ଡାର ପତ୍ର ଡାୟବେଟିଜ ଲୋକମାନଙ୍କ ପାଇଁ ବି ଲାଭଦାୟକ ହୋଇଥାଏ । କହିବାକୁ ଗଲେ ଡାଇବେଟିସ ରୋଗୀକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏମିତିରେ ଯଦି ଆପଣ ନିଜର ଡାଇବେଟିସକୁ କନ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ଓ ନିଜ ବ୍ଲଡରେ ସୁଗାର ଲେବୁଲକୁ କନ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ଓ ଏହା ସହିତ କୋଲେଷ୍ଟ୍ରୋଲର ଲେବୁଲକୁ ବି କମ କରିବାକୁ ଚାହୁଁଛନ୍ତି ତେବେ ଏମିତିରେ ଅମୃତଭଣ୍ଡା ପତ୍ର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆପଣ ଏହି ରୋଗ ପାଇଁ ସେହିଭଳି ଅମୃତଭଣ୍ଡାର ରସର ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ ।