କିଏ ପୁରା କରିବ ୪୦ଟି ଶତକ, ଏହି ୩ ଜଣ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଜୋରଦାର ଟକ୍କର, ରୋହିତଙ୍କୁ ଦରକାର କେବଳ ଏତିକି ଟି ଶତକ, ଦେଖନ୍ତୁ

ଯଦି କଥା ହେବା ବର୍ତ୍ତମାନ ସମୟର ଖେଳରେ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ସବୁଠୁ ଅଧିକ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନମାନଙ୍କ ବିଷୟରେ ତ ବିରାଟ କୋହଲି ସବୁଠୁ ଅଧିକ ୭୦ଟି ଶତକ ଲଗାଇଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ୩ଟି ବ୍ୟାଟ୍ସମ୍ୟାନମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୪୦ଟି ଶତକ ଲଗାଇବାର ବହୁତ ପାଖାପାଖି ଅଛନ୍ତି । ତେବେ ଚାଲନ୍ତୁ ଦେଖିବା କି ରୋହିତ ଶର୍ମାଙ୍କୁ ୪୦ ଟି ଶତକ ପୁରା କରିବା ପାଇଁ କେତୋଟି ଶତକ ଆଉ ଦରକାର ଅଟେ ।

ରସ ଟେଲର

ନ୍ୟୁଜିଲ୍ୟାଣ୍ଡ ଟିମର ଦମଦାର ବ୍ୟାଟ୍ସମ୍ୟାନ ରସ ଟେଲର ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟରେ ୪୧୯ଟି ମ୍ୟାଚରେ ୪୬୮ ପାରି ଖେଳି ୧୭୧୪୧ ରନ କରିଛନ୍ତି । ଏହି ସମୟରେ ରସ ଟେଲର ୩୯ ଟି ଶତକ ଓ ୮୭ ଟି ଅର୍ଦ୍ଧଶତକ ବି ଲଗାଇଛନ୍ତି । କହିବାକୁ ଗଲେ ରସ ଟେଲରଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୪୦ ଟି ଶତକ ପୁରା କରିବାପାଇଁ କେବଳ ଗୋଟିଏ ଶତକ ଦରକାର ଅଟେ ।

ରୋହିତ ଶର୍ମା

ଭାରତୀୟ କ୍ରିକେଟ ଟିମର ବିସ୍ପୋଟକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫୪ଟି ମ୍ୟାଚରେ ୩୬୦ ପାରି ଖେଳି ୧୩୪୬୦ ରନ କରିଛନ୍ତି । ଏହି ସମୟରେ ରୋହିତ ଶର୍ମା ୩୭ଟି ଶତକ ଓ ୭୧ ଟି ଅର୍ଦ୍ଧଶତକ ବି ଯୋଡିଛନ୍ତି । କହିବାକୁ ଗଲେ ରୋହିତ ଶର୍ମାଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୪୦ଟି ଶତକ ପୁରା କରିବା ପାଇଁ ଆହୁରି ୩ ଟି ଶତକ ଦରକାର ଅଟେ ।

ସ୍ଟୀବ ସ୍ମିଥ

ଅଷ୍ଟ୍ରେଲିୟା ଟିମର ଦମସାର ବ୍ୟାଟ୍ସମ୍ୟାନ ସ୍ଟୀବ ସ୍ମିଥ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୪ଟି ମ୍ୟାଚର ୨୫୮ ପାରିରେ ୧୧୪୦୦ ରନ କରିଛନ୍ତି । ଏହି ସମୟରେ ସ୍ଟୀବ ସ୍ମିଥ ୩୪ ଟି ଶତକ ଓ ୫୧ଟି ଅର୍ଦ୍ଧଶତକ ବି ଲଗାଇଛନ୍ତି । କହିବାକୁ ଗଲେ ସ୍ଟୀବ ସ୍ମିଥଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୪୦ଟି ଶତକ ପୁରା କରିବା ପାଇଁ ଆଉ ୬ଟି ଶତକର ଆବଶ୍ୟକତା ଅଟେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।