କଣରୁ କଣ ହେଇଗଲେ ମାସୁମ ଦେଖା ଯାଉଥିବା ଏହି ହିରୋଇନ, ଦେଖନ୍ତୁ ତାଙ୍କର ବୋଲ୍ଡ ଫଟୋସୁଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ସମୟ ର ଏକ ଦାସ ପରି ହୋଇଥାଏ । ସମୟ ଯେତେବେଳେ ଯେମିତି ଚାଲିଥାଏ ସେହି ପରି ମନୁଷ୍ୟ ତା ସହିତ ତାଳ ଦେଇକରି ଚାଲିଥାଏ । ଯଦି ସମୟ ସହିତ ମନୁଷ୍ୟ ତାଳ ଦେଇ ଚାଲି ନ ପାରେ ତେବେ ସେ କୌଣସି କାର୍ଯ୍ୟ ରେ ସଫଳତା ହାସଲ କରି ପାରି ନ ଥାଏ । ଠିକ ସେହିପରି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ସମୟ ର ସ୍ରୋତ ରେ ପାଣି ଭଳି ବହି ଯାଇଛନ୍ତି । ଅର୍ଥାତ ସମୟ ସହିତ ସେମାନେ ମଧ୍ୟ ବଦଳି ଯାଇଛନ୍ତି । ଯେଉଁ ମାନେ ପୂର୍ବ ରୁ ବହୁତ ସରଳ ଓ ଶାନ୍ତ ନଜର ଆସୁଥିଲେ ସେମାନେ ବର୍ତ୍ତମାନ ସମୟ ରେ ବହୁତ ବଦଳି ଯାଇଛନ୍ତି । ବର୍ତ୍ତମାନ ସମୟ ରେ ସେମାନେ ବହୁତ ଷ୍ଟାଇଲିଶ ଓ ଗ୍ଲାମରସ ହୋଇ ଯାଇଛନ୍ତି ।

ତେବେ ବନ୍ଧୁଗଣ ଏହି ଲିଷ୍ଟ ରେ ସାମିଲ ଅଛନ୍ତି ଛୋଟ ପରଦା ର ଅଭିନେତ୍ରୀ ରୁବିନା ଦିଲକ । ଟ୍ରବେ ବନ୍ଧୁଗଣ ସେ ସମୟ ସହିତ କିପରି ପରିବର୍ତ୍ତନ ହୋଇଯାଇଛନ୍ତି ସେ ବିଷୟରେ ଆଜି ଆମେ ଆପଣଙ୍କୁ ସମସ୍ତ କଥା ଜଣେଇବୁ । ତେବେ ବନ୍ଧୁଗଣ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି ଜାଣିବା । ବନ୍ଧୁଗଣ ରୁବିନା ଦିଲକ ନିଜର ଚମତ୍କାର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ନିଜର ଉଚ୍ଚକୋଟୀର ଅଭିନୟ ଦ୍ୱାରା ସେ ଆଜି ସମଗ୍ର ଭାରତ ବର୍ଷରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ କି ବର୍ତ୍ତମାନ ସମୟ ରେ ରୁବିନା ଦିଲକ ବିଗବସ ସିଜନ ୧୪ ରେ ନଜର ଆସୁଛନ୍ତି । ୩ ମାସ ପୂର୍ବ ରୁ ବିଗବସ ର ସିଜନ ୧୪ ଆରମ୍ଭ ହୋଇ ଗଲାଣି । ଆଉ ମାତ୍ର କିଛି ଦିନ ପରେ ଏହାର ବିଜେତା ଙ୍କ ସମ୍ପର୍କରେ ମଧ୍ୟ ଜାଣିବାକୁ ମିଳିଯିବ । ଏହି ବିଗବସ ରେ ରୁବିନା ଦର୍ଶକ ମାନଙ୍କୁ ବହୁତ ମନୋରଞ୍ଜନ କରାଉଛନ୍ତି । ରୁବିନା ନିଜ କ୍ୟାରିଅର ରେ ଅନେକ ଧାରାବାହିକ ମାନଙ୍କରେ ଅଭିନୟ କରିଛନ୍ତି ।

ସେ ଧାରାବାହିକ ମାନଙ୍କରେ ଏକ ସରଳ ଓ ଶୁଶୀଳ ବୋହୁ ଭାବରେ ନଜର ଆସିଥାନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ବହୁତ ହଟ ଓ ଷ୍ଟାଇଲିଶ ନଜର ଆସୁଛନ୍ତି । ବିଗବସ ରେ ଲୋକ ମାନେ ତାଙ୍କୁ ଦେଖିବା ପରେ ସୋସିଆଲ ମିଡିଆ ରେ ତାଙ୍କର ଅନେକ ଫୋଟୋ ପୋଷ୍ଟ କରୁଛନ୍ତି । ତାଙ୍କର ବହୁତ ଫ୍ୟାନ ରହିଛନ୍ତି । ବର୍ତ୍ତମାନ ସମୟ ରେ ରୁବିନା ଙ୍କ ର କିଛି ପୁରୁଣା ଫୋଟୋ ସୋସିଆଲ ରେ ଦେଖିବାକୁ ମିଳୁଛି । ଏଥିରେ ସେ ମିସ ମାଡ୍ରାସ ର ଟାଇଟଲ ଜିତିବା ସେ ର ଫୋଟୋ ସହିତ ବର୍ତ୍ତମାନ ର କିଛି ଫୋଟୋ କୁ ଯୋଡ଼ା ଯାଇ ପୋଷ୍ଟ କରାଯାଇଛି ।

ଏଥିରେ ସେ ପୂର୍ବରୁ କିପରି ଥିଲେ ଓ ବର୍ତ୍ତମାନ ସମୟ ରେ କିପରି ହୋଇଗଲେଣି ତାହା ଦେଖା ଯାଉଛି । ତାଙ୍କର ଏପରି ପରିବର୍ତ୍ତନ ଦେଖି ଲୋକ ମାନେ ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ଲୁକ ରେ ଦର୍ଶକ ମାନେ ରୁବିନା ଙ୍କୁ ବହୁତ ପସନ୍ଦ କରୁଛନ୍ତି । ଦର୍ଶକ ମାନେ ଏପରି ଲୁକ ଦେଖି ବହୁତ ପ୍ରଶଂସା କରୁଛନ୍ତି । କେବଳ ଦର୍ଶକ ନୁହଁନ୍ତି ଅନେକ ଅଭିନେତ୍ରୀ ମଧ୍ୟ ଏହା ଦେଖି ବହୁତ ପ୍ରଶଂସା କରୁଛନ୍ତି । ରୁବିନା ବର୍ତ୍ତମାନ ସମୟ ରେ ବିବାହ କରି ସାରିଛନ୍ତି । ସେ ନିଜତ ପ୍ରେମିକ ଅଭିନାଶ ଶୁକ୍ଳା ଙ୍କୁ ବିବାହ କରିଛନ୍ତି ଓ ଦୁହେଁ ଏକାଠି ଏ ବର୍ଷ ବିଗବସ ରେ ନଜର ଆସୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।