ବାହାଘର ମଝିରେ ବରର ସାଙ୍ଗକୁ ବିବାହ କରିବାକୁ କହିଲା କନ୍ୟା, କାରଣ ଜାଣିଲେ ଆଚମ୍ବିତ ହୋଇଯିବେ

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଗୋଟିଏ ବାହାଘର ଚାଲୁଥିବା ସମୟରେ ଅଚାନକ କନ୍ୟା ବରର ସାଙ୍ଗକୁ ବିବାହ କରିବ ବୋଲି କହିଲା ଓ ଏହାର କାରଣ ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ । କହିବାକୁ ଗଲେ ଆପଣ ସମସ୍ତେ ଜାଣିଛନ୍ତି କି ବାହାଘର ଏକ ପିଳାଖେଳ ନୁହେଁ । ଯାହାକୁ ଯିଏ ଯେତେବେଳେ ଚାହିଁବ ସେତେବେଳେ ପରିବର୍ତ୍ତନ କରି ଦେବ ।

ବିବାହ ଦୁଇଟି ମନ ଓ ଦୁଇଟି ହୃଦୟକୁ ଚିର ଦିନ ପାଇଁ ଏକାଠି କରିଥାଏ । ବିବାହ ପରେ ସ୍ଵାମୀ ସ୍ତ୍ରୀ ଏକାଠି ଜୀବନ ଯାପନ କରିଥାନ୍ତି ।

ତାଙ୍କର ବୈବାହିକ ଜୀବନ ଏକାଠି ଖୁସିରେ କଟିଥାଏ । ତେଣୁ ବାହାଘର ପୂର୍ବରୁ ସବୁ କଥାକୁ ଧ୍ୟାନରେ ରଖି ବିବାହ ଠିକ କରାଯାଇଥାଏ । କନ୍ୟା ପକ୍ଷ୍ୟ ଲୋକ ଓ ବର ପକ୍ଷ୍ୟ ଲୋକ ବୁଝାମଣା କରି ସବୁ କଥା ଧାର୍ଯ୍ୟ କରିଥାନ୍ତି । କିନ୍ତୁ ବେଳେ ବେଳେ ଏମିତି ସମସ୍ୟା ସାମ୍ନାକୁ ଆସିଯାଏ କି ତାକୁ ସମାଧାନ କରିବାକୁ ବହୁତ କଷ୍ଟ ହୋଇଯାଏ ।

କିନ୍ତୁ କହିବାକୁ ଗଲେ ଏହିଭଳି କିଛି ଘଟଣା ଉତ୍ତର ପ୍ରଦେଶର ସନ୍ତ କବି ନଗରର ଧ୍ୟାନକଣ୍ଟା ଅଞ୍ଛଳରେ ଘଟିଛି । ସୂଚନା ଅନୁଯାୟୀ ସେହି ଅଞ୍ଚଳର ଏକ ଯୁବତୀଙ୍କ ସହ ତାଙ୍କ ଅଞ୍ଚଳର ଏକ ଯୁବକର ବିବାହ ଠିକ ହୋଇଥିଲା । ସେହି ଯୁବକ ସହ କନ୍ୟା ଆଗରୁ ମଧ୍ୟ ପରିଚିତ ଥିଲା ଏବଂ ସେମାନେ ପ୍ରାୟତଃ କଥାବାର୍ତ୍ତା ବି ହୋଇଛନ୍ତି । କିନ୍ତୁ କିଛି ଦିନ ପରେ ସେହି ଅଞ୍ଚଳରେ ଅନ୍ୟ ଏକ ଯୁବକ ସହ କନ୍ୟାର ବିବାହ ଠିକ କରାଗଲା ।

ଏହା ବିଷୟରେ କନ୍ୟାକୁ କିଛି ବି ଜଣା ନ ଥିଲା । କନ୍ୟାର ବାପା ଓ ମା କନ୍ୟାକୁ ଏହି କଥା ଜଣାଇ ନ ଥିଲେ । କନ୍ୟା ଜାଣିଥିଲା କି ଯେଉଁ ବ୍ୟକ୍ତି ସହ ସେ ଫୋନରେ କଥା ହେଉଛି ତାହା ସହିତ ହିଁ ସେ ବିବାହ କରିବ । କିନ୍ତୁ ସେହି ବର ଅଲଗା ଥିଲେ । ଯେତେବେଳେ ବର ବିବାହ ପାଇଁ କନ୍ୟା ଘରକୁ ଆସିଲା ତ ସେତେବେଳେ ଦ୍ଵାର ପୂଜା ପାଇଁ ପ୍ରସ୍ତୁତି ଚାଲୁଥିଲା ଏବଂ ଠିକ ସେହି ସମୟରେ କନ୍ୟା ଜଣକ ଘର ଭିତରେ ରହି ବରକୁ ଦେଖିଲା ତେବେ କନ୍ୟା ସଙ୍ଗେ ସଙ୍ଗେ ବିବାହ କରିବାକୁ ମନା କରି ଦେଇ ଥିଲା । ଯାହାକି ସମ୍ଭବ ନୁହେଁ ।

କାରଣ କନ୍ୟା ଯେଉଁ ଯୁବକ ସହ କଥାବାର୍ତ୍ତା କରୁଥିଲା ସେ ଏହି ଯୁବକ ନୁହେଁ ଅଥବା କନ୍ୟାର ପିତା ମାତା କନ୍ଯାର ବିବାହ ଯେଉଁ ଯୁବକ ସହ ଠିକ କରିଥିଲେ ସେହି ଯୁବକ ବର ହୋଇ କନ୍ୟା ଘରକୁ ଆସିଥିଲା । ଏହା ପରେ ଅଦ୍ଭୁତ ଘଟଣା ଘଟିଲା । କହିବାକୁ ଗଲେ କନ୍ୟା ବରର ପାଖରେ ଥିବା ଜଣେ ଯୁବକକୁ ଇସାରା କରି ତାକୁ ବାହା ହେବେ ବୋଲି କହିଲା । ଏହା ଶୁଣି ସମସ୍ତେ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହା ପରେ ବରର ଦ୍ଵାର ପୂଜା ବନ୍ଦ ହୋଇଗଲା । କିନ୍ତୁ ସବୁ ପରିବାର ଲୋକମାନେ କନ୍ୟାକୁ ବୁଝାଇବା ପରେ କନ୍ୟା ବରକୁ ବିବାହ କରିବା ପାଇଁ ରାଜି ହୋଇଗଲା । ଏହା ଥିଲା ଏହି କାହାଣୀର ସମ୍ପୂର୍ଣ ଘଟଣା ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।