TV ସିରିଏଲ ‘ୟେ ହୈ ମୋହବତେ’ ରୁ ଫେମସ ହୋଇଥିବା ଏହି ଅଭିନେତ୍ରୀଙ୍କର ଏହା ହେଉଛି ରିଅଲ ଲାଇଫ ଫାମିଲି

ବର୍ଷ ୨୦୧୨ରେ ପ୍ରସାରିତ କରାଯାଇଥିବା ସିରିୟଲ ‘ୟେ ହୈ ମୋହବ୍ବତେ’ ଆପଣ ସମସ୍ତେ ନିଶ୍ଚିତ ଦେଖିଥିବେ । ଯାହାର କାହାଣୀ ଏକ ଛୋଟ ଝିଅ ଉପରେ ଥିଲା । ଏହି କାହାଣୀକୁ ଏହି ସିରିୟଲରେ ନଜର ଆସୁଥିବା କଳାକାରମାନେ ବହୁତ ଭଲ ଭାବରେ ଛୋଟ ପରଦାରେ ପରିଦର୍ଶନ ମଧ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଅଭିନେତ୍ରୀ ମିହିକା ବର୍ମା । ଯିଏ ସିରିୟଲରେ ମିହିକାର ଭୂମିକାରେ ନଜର ଆସିଥିଲେ ଓ ସେ ନିଜର ଏହି କିରଦାର ଦ୍ଵାରା ବହୁତ ପ୍ରଶଂସିତ ମଧ୍ୟ ହୋଇଥିଲେ ।

ଆପଣ ଅଭିନେତ୍ରୀ ମିହିକା ବର୍ମା ବିଷୟରେ ସବୁକିଛି ଜାଣିଛନ୍ତି । କିନ୍ତୁ କଣ ଆପଣ ତାଙ୍କର ରିୟଲ ଲାଇଫ ସାଥି ଓ ତାଙ୍କର ସନ୍ତାନଙ୍କ ବିଷୟରେ ଜାଣିଛନ୍ତି କି ସେମାନ କିଏ, କଣ କରନ୍ତି ଓ କେମିତି ଦେଖାଯାଆନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ ।

ସିରିୟଲ ‘ୟେ ହୈ ମୋହବ୍ବତେ’ରେ ସହାୟକ ଅଭିନେତ୍ରୀ  ରୂପରେ ମିହିକାର ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ମିହିକା ବର୍ମା ଗୋଟିଏ ସମୟରେ ବହୁତ ପପୁଲାର ଅଭିନେତ୍ରୀ ଥିଲେ । ଯାହାଙ୍କର ଜନ୍ମ ୩ ଜାନୁୟାରୀ ୧୯୮୫ରେ ମୁମ୍ବାଇରେ ହୋଇଥିଲା । ଏହି କାରଣରୁ ସେ ନିଜର ପୁରା ଶିକ୍ଷା ଏହି ସ୍ଥାନରେ ହିଁ ପୁରା କରିଛନ୍ତି । ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତେବେ ସେ ୨୦୦୭ରେ ଆସିଥିବା ସିରିୟଲ ‘ବିରୁଦ୍ଧ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଯେଉଁଥିରେ ସେ ନିଜର ଭଲ ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକମାନଙ୍କର ପ୍ରଶଂସାର ପାତ୍ର ହୋଇଥିଲେ । ତାଙ୍କର ଏହି ଅଭିନୟକୁ ଦେଖି ଟିଭି ଜଗତର ଅନ୍ୟ କିଛି ନିର୍ମାତାମାନେ ବି ତାଙ୍କୁ ନିଜର ସିରିୟଲରେ କାମ କରିବା ପାଇଁ ଚାନ୍ସ ଦେଲେ । ଯେଉଁଥିରେ ‘କିସ ଦେଶ ମେ ହୈ ମେରା ଦିଲ’ ଓ ‘କିତନୀ ମୋହବ୍ବତ ହୈ’ ଭଳି ଅନ୍ୟ କେତେକ ସୁପରହିଟ ସିରିୟଲ ସାମିଲ ଅଛି । ଆପଣଙ୍କୁ କହିଦେଉଛୁ କି ମିହିକା ବର୍ମା ବର୍ତ୍ତମାନ ସମୟରେ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି ।

ତାଙ୍କୁ ଶେଷ ଥର ସିରିୟଲ ‘ଇତନା ନ କରୋ ମୁଝସେ ପ୍ୟାର’ରେ ରୂପାଳିର କିରଦାରରେ ଦେଖାଯାଇଥିଲା । କିନ୍ତୁ ଯଦି ତାଙ୍କର ଜୀବନସାଥିଙ୍କ ବିଷୟରେ କହିବା ତେବେ ତାଙ୍କ ସ୍ଵାମୀଙ୍କ ନାଁ ହେଉଛି ଆନନ୍ଦ କପାଇ ।

କହିଦେଉଛୁ କି ଆନନ୍ଦ କପାଇ ଜଣେ ଏନଆଇଆର ଅଟନ୍ତି ଓ ଏମାନେ ଦୁଇ ଜଣ ୨୦୦୨ରେ ବିବାହ କରି ନେଇଥିଲେ । ମିହିକା ବର୍ମାଙ୍କ ସ୍ଵାମୀ ଆନନ୍ଦ କପାଇ ଜଣେ ବିଜନେସମ୍ୟାନ ଅଟନ୍ତି । ଯିଏ ନିଜ କ୍ୟାରିୟରରେ ବହୁତ ସଫଳତା ହାସଲ କରିସାରିଛନ୍ତି ।

ଯଦି ମିହିକା ବର୍ମା ଓ ଆନନ୍ଦ କପାଇଙ୍କ ସମ୍ପର୍କ ବିଷୟରେ କହିବା ତେବେ ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଆନ୍ତି ଓ ସୁଖ ଦୁଃଖରେ ପରସ୍ପରର ପାଖରେ ଛିଡା ହୋଇଥାନ୍ତି । ଯେମିତି କି ଆପଣ ଫଟୋରେ ଦେଖି ପାରିବେ । ମିହିକା ବର୍ମାଙ୍କ ଗୋଟିଏ ପୁଅ ଅଛି । ଯିଏକି ବହୁତ ଛୋଟ ଅଟନ୍ତି । ମିହିକା ନିଜ ପୁଅକୁ ବହୁତ ଭଲ ପାଆନ୍ତି ଓ ନିଜ ପୁଅର ବହୁତ ଅଧିକ ଧ୍ୟାନ ରଖନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।