Personality Test- ବାଛନ୍ତୁ ନିଜ ପସନ୍ଦର କୌଣସି 1 ନମ୍ବର ଓ ଜାଣନ୍ତୁ ଆପଣଙ୍କ ଲଭ ପାର୍ଟନର ଆପଣଙ୍କୁ କେଉଁଠି ମିଳିବ ?

ଆସନ୍ତୁ ଜାଣିବା ନିଜର ଲଭ ପାଟନର ଆପଣଙ୍କୁ କେଉଁଠାକୁ ନେଉଛନ୍ତି । ଆଜି ଆମେ ଆପଣଙ୍କୁ କିଛି ନୂଆ ମଜାଦାର ଖେଳ ନେଇ ଆସିଛୁ । ଆପଣଙ୍କର ଲଭର ଆପଣଙ୍କୁ କେତେ ଭଲପାନ୍ତି । ବହୁତ ପିଲା ଅଛନ୍ତି ମଜା କରିବା ପାଇଁ ବହୁତ ପସନ୍ଦ କରନ୍ତି । ଆପଣ ଏମିତି କିଛି କରି ତାଙ୍କ ସହିତ ମଜା କରିପାରିବେ ।

ଆପଣ ମାନେ ଜାଣିଥିବେ ଯେଉଁ ମାନେ ପରସ୍ପର ମଧ୍ୟରେ ବହୁତ ଭଲ ପାନ୍ତି ସେମାନେ ବହୁତ ସମୟ ଧରି କଥା ହୋଇଥାନ୍ତି । ସେମାନେ ସମସ୍ଥେଙ୍କ ମଧ୍ୟରେ ଆରମରେ କଥା ହୁଅନ୍ତି କେହି ତାଙ୍କୁ ଧରି ପାରନ୍ତି ନାହିଁ କି ସେ କାହା ସାଙ୍ଗରେ କଥା ହେଉଛନ୍ତି ।

ଝିଅ ପିଲା ମାନେ ଏତେ ଧୀରେ କଥା ହୁଅନ୍ତି ଯାହାକି ଆପଣ ତାଙ୍କ ପାଖରେ ଥିଲେ ବି ଆପଣ ଜାଣି ପାରିବା କଷ୍ଟ ହୋଇଯିବ । ଯାହାର ଯାହା ହେଇଯାଉ ପଛେ ସେ କାହାକୁ କିଛି ଖାତିର କରନ୍ତି ନାହିଁ ସେ ତାଙ୍କର କଥାରେ ବ୍ୟସ୍ତ ଥାନ୍ତି । କିନ୍ତୁ  ସେ ଜାଣିପାରୁ ନାହାନ୍ତି ସେମାନେ ଠିକ କରୁଛନ୍ତି ନା ଭୁଲ । ଏମିତି କିଛି ସମୟ ଥାଏ ଯାହା ହୁଏ ସେମାନେ କେବେ ହେଲେ ବିଶ୍ଵାସ କରିପାରି ନଥାନ୍ତି ।

ବେଳେ ବେଳେ ଝିଅ ଧୋକା ଦେଇଥାନ୍ତି ଓ ଆଉ ବେଳେ ବେଳେ ପୁଅ ମଧ୍ୟ ଧୋକା ଦେଇଥାନ୍ତି । ଏହାପରେ ସବୁ ସମ୍ପର୍କ ଭାଙ୍ଗି ଦେଇ ନିଜେ ନିଜର ବାଟରେ ଚାଲିଯାନ୍ତି । ତାଙ୍କ ସହ ମିଶି ଭଲରେ କଥା ହୁଅନ୍ତୁ ଯେପରି ତାଙ୍କ ମନ ଦୁଖ ନହେବ । ସେ ଯଦି ରାଗିଥିବେ ତେବେ ସେ ଏହି କଥା ଶୁଣି ହସି ମଧ୍ୟ ପାରନ୍ତି । ୧ ରୁ ୧୩ ନମ୍ବର ବାଛନ୍ତୁ ଆପଣ ଜାଣିବେ କି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ।

# ଯଦି ସେ ୧ ଭାବୁଛନ୍ତି କୌଣସି ଏକ ପାର୍କରେ ହେବ ।

# ଯଦି ସେ ୨ ଭାବୁଛନ୍ତି କଲେଜରେ ହେବ ।

# ଯଦି ସେ ୩ ଭାବୁଛନ୍ତି ସିନେମା ଘରେ ହେବ ।

# ଯଦି ସେ ୪ ଭାବୁଛନ୍ତି ସାଙ୍ଗ ଘରେ ହେବ ।

# ଯଦି ସେ ୫ ଭାବୁଛନ୍ତି ଯାହା ଦେବ ପାର୍ଟି ରେ ହେବ ।

# ଯଦି ସେ ୬ ଭାବୁଛନ୍ତି ଯଦି ହେବ ବାହାଘରରେ ହେବ ।

# ଯଦି ସେ ୭ ଭାବୁଛନ୍ତି ଯାହା ହେବ କୁଆଡେ ଗଲାବେଳେ ।

# ଯଦି ସେ ୮ ଭାବୁଛନ୍ତି ଯାହା ହେବ ରେଷ୍ଟୁରାଣ୍ଟରେ ହେବ ।

# ଯଦି ସେ ୯ ଭାବୁଛନ୍ତି ଯାହା ହେବ ପରୀକ୍ଷା ଗୃହରେ ହେବ ।

# ଯଦି ସେ ୧୦ ଭାବୁଛନ୍ତି ଯାହା ହେବ ସମୁଦ୍ର କୂଳରେ ହେବ ।

# ଯଦି ସେ ୧୧ ଭାବୁଛନ୍ତି ଯାହା ହେବ ଟିଉସନ ଶ୍ରେଣୀ ଗୃହରେ ହେବ ।

# ଯଦି ସେ ୧୨ ଭାବୁଛନ୍ତି ଯାହା ହେବ ଟୁରରେ ଗଲା ବେଳେ ହେବ ।

# ଯଦି ସେ ୧୩ ଭାବୁଛନ୍ତି ଯାହା ହେବ ଅଫିସରେ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।