ବାଛନ୍ତୁ ନିଜ ମନ ପସନ୍ଦ ଗୋଟିଏ ଠାକୁର ଓ ଜାଣନ୍ତୁ ନିଜ ଭବିଷ୍ୟତ !

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କ ପାଇଁ ନେଇଆସିଛୁ ତିନିଭଗବାନଙ୍କ ଚିତ୍ର । ଏଥିମଧ୍ୟରୁ ଆପଣଙ୍କ ଇଷ୍ଟ ଭଗବାନକୁ ସ୍ମରଣ କରି ଗୋଟାଏ ଭଗବାନକୁ ଚୟନ କରନ୍ତୁ । ପ୍ରାୟତ ଲୋକମାନେ ଭବିଷ୍ୟତକୁ ନେଇ ଚିନ୍ତା କରିଥାନ୍ତି ଯେ ଆଗାମୀ ଦିନରେ ତାଙ୍କ ପାଇଁ କିପରି ରହିବ ସମୟ । ଏପର୍ଯ୍ୟନ୍ତ ଯେଉଁ ସମସ୍ଯା ମଧ୍ୟ ଦେଇ ସେ ଗମନ କରୁଛନ୍ତି ତାହା କଣ ଆଗାମୀ  ଭବିଷ୍ୟତରେ ବି ରହିବ । ଆପଣଙ୍କ ଆଗରେ ଗଣେଶ , ମହାଦେବ ଓ ଶ୍ରୀକୃଷ୍ଣ ଭଗବାନ ଅଛନ୍ତି ।

ତେବେ ଭବିଷ୍ୟତ ସହ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆପଣ କୋଣସି ଏକ ଭଗବାନକୁ ଚୟନ କରନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ନିଶ୍ଚିତ ମିଳିବ । ମନେ ରଖିବେ ଆପଣ ଯେକୋଣସି ଗୋଟାଏ ଠାକୁରଙ୍କର ଶୁଣନ୍ତି କାରଣ ତିନୋଟି ଭଗବାନଙ୍କ ଉତ୍ତର ଶୁଣିବା ଦ୍ଵାରା ଆପଣ ଧ୍ଵାନ୍ଦାରେ ପଡ଼ିପାରିବେ । ତେବେ ଆସନ୍ତୁ ଜାଣିବା ।

ଗଣେଶ ଭଗବାନ : ଭଗବାନ ଗଣେଶଙ୍କୁ ଚୟନ କରୁଥିବା ବ୍ୟକ୍ତିମାନଙ୍କ ବର୍ତ୍ତମାନର ସମୟ ବହୁତ ହିଁ ଶୁଭ ହେବାକୁ ଯାଉଛି । ପୁରୁଣା ମିତ୍ରଙ୍କ ସହ ଖରାପ ହୋଇଥିବା ସମ୍ପର୍କ ପୁନର୍ବାର ଯୋଡିତ ହେବ । ଆପଣ ଆଗାମୀ ଦିନରେ ଯେଉଁ ବି କାର୍ଯ୍ୟ କରିବାକୁ ଯାଉଛନ୍ତି ତେବେ ସେଥିରେ ଚିନ୍ତା ଓ ବୁଦ୍ଧିକୁ ବ୍ଯବହାର କରନ୍ତୁ । ଆପଣ କରିବାକୁ ଯାଉଥିବା କାର୍ଯ୍ୟ ନିଶ୍ଚୟ ସଫଳ ହେବ । ଗଣେଶଙ୍କ କୃପାରୁ ଆପଣଙ୍କୁ ସନ୍ତାନର ଯୋଗ ବନିବାକୁ ଯାଉଛି ।

ଆପଣଙ୍କ ଗ୍ରହ ସ୍ଥିତି ଭଲ ଚାଲୁଅଛି ତେଣୁ ଆପଣ ପଣ୍ଡିତ ପାଖକୁ ଯାଇ ଯଦି ଆପଣଙ୍କ ଜାତକରେ ଗ୍ରହ ଦୋଷ ଥାଏ ତୁରନ୍ତ ଶୁଦ୍ଧିକାରଣ କରେଇ ନିଅନ୍ତୁ । ମହାଦେବ ଶିବଭଗବାନ : ଭଗବାନ ଶିବଙ୍କୁ ବାଛିଥିବା ବ୍ୟକ୍ତିମାନେ ବହୁ କଷ୍ଟସମୟର ସମ୍ମୁଖୀନ ହୋଇଛନ୍ତି କିନ୍ତୁ ଆପଣଙ୍କ ସ୍ଥିତି ଭଗବନ ଶଙ୍କରଙ୍କ ଦୟାରୁ ଭଲ ହେବାକୁ ଯାଉଛି ।

ଆପଣଙ୍କ ସମସ୍ତ ବାଧା ବିଗ୍ନ ଦୂର ହେବାକୁ ଲାଗୁଛି । ଆପଣ ପୂର୍ବରୁ ଯାହା ପ୍ରତି ଆଶକ୍ତ ହୋଇଛନ୍ତି ତାହାକୁ ଶୀଘ୍ର ମନରୁ କାଡି ଦିଅନ୍ତୁ । କାରଣ  ଆପଣଙ୍କ ଅବନତର ତାହା ହିଁ ମୂଳ କାରଣ ଅଟେ । ଆପଣଙ୍କ ମନରେ ଥିବା ଦୁଃଖକଷ୍ଟକୁ ଭଗବାନଙ୍କ ସାମ୍ନାରେ ଖୋଲି କୁହନ୍ତି । ଯାହା ଫଳରେ ଆପଣ ଶୀଘ୍ର ହିଁ ସେହିସବୁ ସମସ୍ଯାରୁ ଦୂରେଇ ଯିବେ ।

ଶ୍ରୀକୃଷ୍ଣ ଭଗବାନ : ଭଗବାନ ଶ୍ରୀକୃଷ୍ଣକୁ ଚୟନ କରିଥିବା ଆପଣଙ୍କ ସ୍ଵାଭାବ ବହୁତ ହିଁ ସ୍ଵଚ୍ଛ ଓ ଶାନ୍ତ ଅଟେ । ମାତ୍ର ବର୍ତ୍ତମାନ ଆପଣଙ୍କ ଗ୍ରହରେ ମନ୍ଦଦୋଷ ଥିବାରୁ ମନ୍ଦଫଳ ଓ ଦୁଃଖକଷ୍ଟକୁ ଭୋଗ କରୁଛନ୍ତି । ମାତ୍ର ଆପଣଙ୍କ ଦୁଃଖର ସମୟ ସମାପ୍ତ ହୋଇଅଛି । ଆପଣ ଇଶ୍ଵରକି ବିଶ୍ଵାସ କରୁଥିବା ବ୍ୟକ୍ତି ହୋଇଥିବାରୁ ଆପଣଙ୍କର ଏତେ ବି ଅସୁବିଧା ହୋଇନି । ତେବେ ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରିବାକୁ ଭୁଲିବେ ନାହିଁ ।