ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ଆପଣ ମାନେ ବହୁତ ଭଲରେ ଥିବେ । ଆଜିର ଆମର ବିଷୟ ବସ୍ତୁ ରହିଛି ଆପଣଙ୍କ ଭାଗ୍ୟ ଆପଣଙ୍କୁ କେଉଁଠି କି ନେଇକି ଯିବ । ଏଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୨ ପ୍ରକାରର ମାଛର ଚିତ୍ର । ଗୋଟେ ସିଲଭର ଓ ଅନ୍ୟ ଗୋଟେ ଗୋଲ୍ଡେନ ମାଛର ଚିତ୍ର ରହିଛି । ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ କେଉଁଠି କି ନେଇକି ଯିବ । ତେବେ ସାଙ୍ଗ ମାନେ ଆପଣ ଆମେ ରେଡି ଅଛନ୍ତି ଜବାବ ଜାଣିବା ପାଇଁ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ବିଷୟ ବସ୍ତୁ ।
୧- ପ୍ରଥମ ମାଛ : ଆପଣ ସିଲଭର ରଙ୍ଗର ମାଛ ଚୟନ କରିଥିଲେ ନୂଆ ଉଶ୍ଚାହର ସହ କାମ କରିବେ । କୌଣସି ବ୍ୟକ୍ତି ଆପଣଙ୍କୁ ପ୍ରେରଣା ଦେବେ ଆଉ ଲଗନ ସହକାରେ କାମ କରିବେ । ଯାହା ପାଇଁ ଆପଣ ସଫଳ ହେବେ । ପୁରା ବିଶ୍ଵାସ ସହକାରେ କାମ କରନ୍ତୁ । ଲୋକଙ୍କ ଦ୍ଵାରା ଆପଣଙ୍କ କାମରେ ବାଧା ଆସିପାରେ । କାହା ଉପରେ ନ ବୁଝି ବିଶ୍ଵାସ କରନ୍ତୁ ନାହି ନଚେତ ସମସ୍ଯା ହୋଇପାରେ । ଯେଉଁ ମାନଙ୍କର ପ୍ରଭାବ ଆପଣଙ୍କ ଉପରେ ରହିଛି ତାଙ୍କ ପାଇଁ ଆପଣ ଚିନ୍ତାରେ ରହିବେ ।
ଆପଣ ସ୍ଵାଧୀନ ହୁଅନ୍ତୁ କାହା ଉପରେ ଦେପେଣ୍ଡ ହୁଅନ୍ତୁ ନାହି । ସଂଯମ ସହ ବଡ ଲକ୍ଷ୍ୟ ସ୍ଥଳକୁ ନିଶ୍ଚୟ ହାସଲ କରିବେ । ଆପଣଙ୍କ ଭାଗ୍ୟ ଉଜ୍ଵଳ ଅଟେ । ଆପଣଙ୍କୁ ଜୀବନରେ ସବୁ ପାଇବେ ଯାହା ପାଇଁ ଆପଣ ହକଦାର ଅଟନ୍ତି । ଆପଣ ସେହି ସ୍ତରକୁ ଯିବାକୁ ଯାଉଛନ୍ତି ଯେଉଁଠି ଲୋକେ ପହଞ୍ଚିବାକୁ ସଂଘର୍ଷ କରିଥାନ୍ତି । ପରିବାରର ସହଯୋଗ ପାଇବେ । ଆପଣଙ୍କର ଫାଇନାନ୍ସ ସ୍ଥିତି ଦୂର ହେବ । ପଇସାର ଉପୋଯୋଗ ଠିକ ଭାବେ କରନ୍ତୁ ।
୨- ଗୋଲ୍ଡେନ ରଙ୍ଗର ମାଛ : ଯଦି ଆପଣ ଏହି ମାଛ କୁ ଚୟନ କରିଛନ୍ତି ତେବେ ଆପଣଙ୍କ ମନରେ ବହୁତ ଅଧିକ ବିଚାର ଆସୁଛି ଏମିତି କାହିଁକି ହୋଇଥାଏ ତାହା ଆପଣ ମାନେ ଜଣାଇ ନାହାନ୍ତି । ଆପଣ ମାନସିକ ସ୍ତରରେ ବହୁତ ବ୍ୟସ୍ତ ବିବ୍ରତ ରହୁଛନ୍ତି । ଆପଣଙ୍କ ଗୋଟେ ଜାଗାରେ ବସିଥିବେ କିନ୍ତୁ ଆଉ କଣ ଭାବୁ ଥିବେ । ଆପଣ ନିଜର ଏନର୍ଜି ନେଗେଟିଭ କରୁଥିଲେ ତାର ମୁଖ୍ୟ କାରଣ ହେଉଛି ଚିନ୍ତାଧାରା ଆଉ ବିଚାର । ତେଣୁ ଏହାକୁ ପରିବର୍ତ୍ତନ କରନ୍ତୁ । କିଛି ବି ଚିନ୍ତା କରନ୍ତୁ ନାହି ।
ବର୍ତ୍ତମାନରେ ବଞ୍ଚାନ୍ତୁ । ପଇସାର ଚିନ୍ତା କରନ୍ତୁ ନାହି । ରିଲେଶନସିପରେ ବିବାଦ ଚାଲିଛି କାରଣ ଆପଣଙ୍କର ନେଗେଟିଭ ଚିନ୍ତାଧାରା ପାଇବ । ଫ୍ରୀ ରୁହନ୍ତୁ ଏଞ୍ଜୋଏ କରନ୍ତୁ । ଆପଣଙ୍କୁ ଯିଏ ଯାହା କହୁଛି ତାହା ବୁଝିବାକୁ ଚେଷ୍ଟା କରନ୍ତୁ ସେ କଥା ରାଗରେ ହେଉ ବା ସମାଲୋଚକ କରି ହେଉ ।
ନେଗେଟିଭ ଚିନ୍ତାଧାରା କାରଣରୁ ଆପଣ ପରିସ୍ଥିତିର ସାମ୍ନା କରିପାରୁ ନାହନ୍ତି । ନିଜର ଲକ୍ଷ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି କାରଣରୁ ଲୋକଙ୍କୁ ଦୁଖ ଦିଅନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।