ଅଡି ଆକ୍ସିଡେଣ୍ଟ ରେ MLA ଙ୍କ ପୁଅ-ବୋହୂ ସମେତ 7 ଜଣଙ୍କ ମୃତ୍ୟୁ, ସିସିଟିଭିରେ କଏଦ ହେଲା Live ଆକ୍ସିଡେଣ୍ଟ, ଦେଖନ୍ତୁ ଭାଇରାଲ video

ଆମ ଦେଶରେ ପ୍ରତିଦିନ ସଡକ ଦୁ-ର୍ଘ-ଟ-ଣା-ରେ ଅନେକ ଲୋକ ମୃ-ତ୍ୟୁ-ବ-ର-ଣ କରନ୍ତି । ଟ୍ରାଫିକ ନିୟମ ନ ମାନିବା, ଦ୍ରୁତଗତିରେ ଗାଡି ଚଳାଇବା, ସିଟ ବେଲ୍ଟ ନ ପିନ୍ଧିବା ଓ ଅନ୍ଯମନସ୍କ ହେବା ଆଦି କାରଣରୁ ଛୋଟ ବଡ ସଡକ ଦୁ-ର୍ଘ-ଟ-ଣା ପ୍ରତ୍ଯେକ ଦିନ ଘ-ଟି-ଥା-ଏ ଓ ଅନେକ ଲୋକ ପ୍ରା-ଣ ହ-ରା-ଇ-ଥା-ନ୍ତି । ଆଗରେ ଦୁ-ର୍ଘ-ଟ-ଣା କେମିତି ଘ-ଟି-ଲା ସଠିକ ଭାବେ ଜାଣି ହେଉ ନଥିଲା । କିନ୍ତୁ ବର୍ତ୍ତମାନ ସିସିଟିଭି ଯୁଗରେ ସାଙ୍ଗେ ସାଙ୍ଗେ ଜଣାପଡି ଯାଉଛି ଦୁ-ର୍ଘ-ଟ-ଣା-ର କାରଣ ।

ଗୋଟିଏ ଗୋଟିଏ ସଡକ ଦୁ-ର୍ଘ-ଟ-ଣା ଏତେ ଭୟଙ୍କର ହୋଇଥାଏ ଯେ ଦେଖିବା ଲୋକର ମଧ୍ୟ ହୋସ ଉଡିଯାଏ । ଆଜି ଆମେ ଆପଣଙ୍କୁ ସିସିଟିଭିରେ କଏଦ ହୋଇଥିବା ଏପରି ଏକ ଭୟଙ୍କର ସଡକ ଦୁ-ର୍ଘ-ଟ-ଣା ଦେଖାଇବୁ ଯାହା ଦେଖିଲେ ଆପଣ ମଧ୍ୟ ଭୟରେ ଥରିବାକୁ ଲାଗିବେ । ଘଟଣାଟି ହେଉଛି ବେଙ୍ଗାଲୁରର । ସେଠାରେ ମଧ୍ୟ ରାତ୍ରିରେ ଭିଆଇପି ନମ୍ବର ପ୍ଳେଟ ଥିବା ଏକ ଅଡି କାର ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇ ଯାଇଥିଲା ।

ସେହି ଅଡି କାର ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଓ ତାଙ୍କ ପତ୍ନୀଙ୍କ ସମେତ ୭ ଜଣ ଲୋକ ଥିଲେ । ସତ ଜଣଙ୍କ ମଧ୍ୟରୁ ଜଣେ ମଧ୍ୟ ସେହି ସମୟରେ ସିଟ ବେଲ୍ଟ ପିନ୍ଧି ନଥିଲେ । ଏହି ଭୟଙ୍କର ଦୁ-ର୍ଘ-ଟ-ଣା-ରେ ଘଟଣାସ୍ଥଳରେ ହିଁ ଛଅ ଜଣଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ଜଣଙ୍କୁ ହସ୍ପିଟାଲ ନେବା ବାଟରେ ହିଁ ସେ ପ୍ରା-ଣ ତ୍ୟା-ଗ କରି ଦେଇଥିଲେ ।

ଦୁ-ର୍ଘ-ଟ-ଣା ଟି ରାତି ପ୍ରାୟ ୨:୩୦ ସମୟରେ ଘଟିହିବା ସୂଚନା ମିଳିଛି । ବିଧାୟକଙ୍କ ପୁଅ ଓ ତାଙ୍କ ସ୍ତ୍ରୀ ବସିଥିବା ଏହି ଅଡି କ୍ୟୁ ୩ ଟି ହଠାତ ଏକ ଫୁଟପାଥ ଉପରେ ଚ-ଢି ଯାଇଥିଲା ଓ ତା ପରେ ଯାଇ ପାଖରେ ଥିବା ଏକ ପୋଲରେ ଖୁବ ଜୋରରେ ଧ-କ୍କା ହୋଇଥିଲା । ପୋଲିସ ସୂଚନା ଅନୁଯାୟୀ ଗାଡି ଚାଳକ ଦ୍ରୁତଗତିରେ ଯାଉଥିବା କାର ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ, ଯାହାଫଳରେ ଏହି ଦୁ-ର୍ଘ-ଟ-ଣା-ଟି ଘଟିଥିଲା।

ଏହି ଅଡି ଦୁ-ର୍ଘ-ଟ-ଣା-ର ସଂପୂର୍ଣ୍ଣ ଦୃଶ୍ୟ ରାସ୍ତାରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇ ଯାଇଥିଲା । ଏଥିରେ ଆପଣ ମାନଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ, ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।