8 ବର୍ଷର ଏହି ପିଲାଟି ସରକାରଙ୍କୁ ବି ନାକରେ ପାଣି ପିଏଇଦେଲା, ପୁରା Video ଦେଖିଲେ ଆପଣ ବି ହେଇଯିବେ ତାଜୁବ

ନମସ୍କାର ବନ୍ଧୁଗଣ ସୋ-ସି-ଆ-ଲ ମି-ଡ଼ି-ଆ ରେ ପ୍ରତିଦିନ ଛୋଟ ପିଲାଙ୍କ ର ମଜାଦାରିଆ ଭି-ଡି-ଓ ଭା-ଇ-ରା-ଲ ହୋଇଥାଏ । ତେବେ ସବୁ ଛୁଆ କୁ ଛୋଟ ଭାବିବା ଟା ମଧ୍ୟ ଭୁଲ ହୋଇଥାଏ । କାରଣ ଏହି ଛୋଟ ପିଲା ମାନେ ବେଳେ ବେଳେ ଏପରି କିଛି କଥା କହି ଦେଇଥାନ୍ତି କିମ୍ବା ତର୍କ କରିଥାନ୍ତି ଯାହା ବଡ଼ ବଡ଼ ଲୋକଙ୍କ ମୁହଁକୁ ବନ୍ଦ କରିଦେଇଥାଏ । ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଏକ ଛୋଟ ପିଲା ଯାହାର ନାମ ଅଙ୍ଗଦ ସିଂହ ଯିଏ କି ଜଣେ କୃଷକ ଙ୍କ ପୁଅ ସେ କୃଷକ ପାଇଁ କୃଷି କାନୁନ ଖିଲାପ ଦିଲ୍ଲୀ ର ବାର୍ଡରସ୍ ରେ ଆ-ନ୍ଦୋ-ଳ-ନ କରିଥିଲେ ଏବଂ ମିଡ଼ିଆ ବାଲାଙ୍କୁ ଏପରି ଉତ୍ତର ଦେଉଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ କି ଏତେ ଛୋଟ ପିଲାଟି କିପରି ଏତେ କଥା କହି ପାରୁଛି ।

ତେବେ ଆସନ୍ତୁ ସେହି ଆ-ନ୍ଦୋ-ଳ-ନ ଏବଂ ଇଣ୍ଟରଭିଉ ରେ କଣ ହୋଇଥିଲା ଜାଣିନେବା । କେନ୍ଦ୍ର ସରକାରଙ୍କ ଦ୍ବାରା ଲଗା ହୋଇଥିବା ତିନି କୃଷି କାନୁନ ର ବି-ରୋ-ଧ-ରେ ଦିଲ୍ଲୀ ର ବିଭିନ୍ନ ବାର୍ଡରସ ରେ କୃଷକମାନେ ଆ-ନ୍ଦୋ-ଳ-ନ କରୁଥିଲେ । ସେହି ଆ-ନ୍ଦୋ-ଳ-ନ ରେ ବୃଦ୍ଧ, ପୂର୍ବ ସୌନ୍ୟ, ମହିଳା, ସେଲିବ୍ରେଟି ଆଦି ଙ୍କ ସହିତ କୃଷକ ମାନଙ୍କ ର ପିଲାମାନେ ମଧ୍ୟ ଏହି ଆ-ନ୍ଦୋ-ଳ-ନ ରେ ଯୋଗଦାନ କରିଥିଲେ ।

ସେଥି ମଧ୍ୟରୁ ଜଣେ ପିଲା ଯାହାର ନାମ ଅଙ୍ଗଦ ସିଂହ ଯିଏ କି ରାଜସ୍ଥାନ ର ଭରତ ପୁର ରେ ରୁହନ୍ତି ଏବଂ ତୃତୀୟ ଶ୍ରେଣୀ ରେ ପାଠ ପଢ଼ନ୍ତି । ଆଠ ବର୍ଷର ଏହି ଅଙ୍ଗଦ ଙ୍କୁ ଯେତେବେଳେ ମିଡ଼ିଆ ଵାଲା ପ୍ରଶ୍ନ କରୁଥିଲେ ସେତେବେଳେ ସେ ଧଡାଧଡ଼ ସେହି ପ୍ରଶ୍ନ ର ଉତ୍ତର ବିନା ଡର ବିନା କୌଣସି କଥା ରେ ସଙ୍ଗେ ସଙ୍ଗେ ଉତ୍ତର ଦେଉଥିଲେ ।

ଅଙ୍ଗଦ ମି-ଡ଼ି-ଆ କୁ କହିଲେ କି ସେ ବଡ଼ ହେଲେ ପ୍ରଧାନମନ୍ତ୍ରୀ ହେବେ ଏବଂ ଦେଶର ଏବଂ କୃଷକ ମାନଙ୍କ ର ସେବା ମଧ୍ୟ କରିବେ । ଯେତେବେଳେ ପତ୍ରକାର ତାଙ୍କୁ ପ୍ରଶ୍ନ କଲେ କି କୃଷକ ଆ-ନ୍ଦୋ-ଳ-ନ ର ପ୍ରଭାବ ଉତ୍ତର ପ୍ରଦେଶ ନିର୍ବାଚନ ଉପରେ କି ପ୍ରଭାବ ପକେଇବ ସେତେବେଳେ ସେ ଉତ୍ତର ରେ କହି ଥିଲା କି ସେ ନିଜ ବାପାଙ୍କ ସହିତ ସୁଜାନ ଗାଢ଼ ଏବଂ ବଙ୍ଗାଳ ଯାଇଥିଲେ ଏବଂ ସେଠାରେ ତାଙ୍କର ଜିତ ମଧ୍ୟ ହୋଇଥିଲା ।

ସେହି ଭଳି ସେ ଉତ୍ତରପ୍ରଦେଶ ରେ ମଧ୍ୟ ସଫଳତା ପାଇବେ । ଏହା ଛଡା ସେ ଏହା ମଧ୍ୟ କହିଲେ କି ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନ ମିଳିବ ଆମେ ସେ ପର୍ଯ୍ୟନ୍ତ ଏହି ଆ-ନ୍ଦୋ-ଳ-ନ ଜାରି ରଖିବୁ । ଏହା ଛଡା ସେ ଏହା ମଧ୍ୟ କହିଛନ୍ତି କି ଯିଏ ୫୦୦ କୃଷକ ଙ୍କ ମ-ରି-ବା ପରେ ମଧ୍ୟ ସାଂସଦ ରେ ଦୁଇ ମିନିଟ ପାଇଁ ମୌନ କିମ୍ବା ଶୋକ ପାଳନ କରିଲେ ନାହିଁ ସେହି ବିଜେପି କୁ ଭୋଟ ତ ବିଲକୁଲ ଦେବା କଥା ନୁହେଁ ।

ଏହା ଛଡା ଯଦି ସେ ପ୍ରଧାନମନ୍ତ୍ରୀ ହୋଇଲେ ତେବେ ସେ କୃଷକ ମାନଙ୍କ ର ଅଧିକାର ଦେବେ ଏବଂ ତାଙ୍କର ଏବଂ ସାଧାରଣ ଜନତା ଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରାଯିବ ଏବଂ ସମସ୍ତ ସମସ୍ୟା ର ସମାଧାନ କରାଯିବ । ତେବେ ଏହି ଛୋଟ ଛୁଆର ଏଭଳି ଇଣ୍ଟରଭିଉ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।