ଦେଖନ୍ତୁ Shocking ଭାଇରାଲ Video: 50 ପଶୁ ପକ୍ଷୀଙ୍କର ଆବାଜ ବାହାର କରୁଛି ସରକାରୀ ସ୍କୁଲ ର ଏହି କୁନି ପିଲାଟି, ଥରେ ଦେଖନ୍ତୁ ଏହି ଭିଡିଓ ନହେଲେ ବିଶ୍ଵାସ ହେବନି

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋ-ସି-ଆ-ଲ ମି-ଡି-ଆରେ ଏମିତି ସବୁ ଘଟଣା ଭା-ଇ-ରା-ଲ ହେଉଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସୋ-ସି-ଆ-ଲ ମିଡିଆ ଦ୍ଵାରା ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ସୋ-ସି-ଆ-ଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକ ମାନେ ନିଜ ଟ୍ୟାଲେଣ୍ଟ ଦେଖାଇ ଫେମସ ହୋଇପାରିବେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଛୋଟ ପିଲାର ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ପିଲାଟି ୫୦ଟି ପଶୁ ପକ୍ଷୀଙ୍କ ଆବାଜ ବାହାର କରୁଥିବାର ଭି-ଡି-ଓରେ ନଜର ଆସୁଛି ।

ଏହି ଭି-ଡି-ଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ପିଲାର ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପିଲାଟିର ବୟସ ବହୁତ କମ ଅଛି ଓ ଏହି କମ ବୟସରେ ସେ ପଶୁ ପକ୍ଷୀଙ୍କ ଆବାଜ ବହୁତ ସୁନ୍ଦର ଭାବରେ ବାହାର କରୁଛି । ଭି-ଡି-ଓ-ରେ ସର୍ବ ପ୍ରଥାମେ ଛୁଆଟି ମୟୂର ଆବାଜ ବାହାର କରୁଛି ।

ମୟୂର ପରେ ଛୁଆଟି କୋଇଲିର ଆବାଜ ବାହାର କରୁଛି । କୋଇଲି ପରେ ଛୁଆଟି ବିଲେଇ, କୁକୁର ଛେଳି, ହାତୀ ଓ ଅନ୍ୟ କେତେକ ପଶୁ ପକ୍ଷୀଙ୍କ ଆବାଜ ବହୁତ ସହଜରେ ବାହାର କରୁଛି । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ଏହି ଭି-ଡି-ଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ଛୁଆଟିର ଏହି ଟ୍ଯାଲେଣ୍ଟକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏତେ କମ ବୟସରେ ଛୁଆଟିର ବହୁତ ଟ୍ୟାଲେଣ୍ଟ ଅଛି ବୋଲି ଲୋକ ମାନେ କହୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭି-ଡି-ଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।