ଆଶ୍ଚର୍ଯ୍ୟ! ଗଭୀର ନଦୀରେ ବାଇକ ଚଳାଇଲେ ‘ଯୁବକ’.. ଭାଇରାଲ ହେଉଛି Video

ଗଭୀର ନଦୀରେ ଗାଡି ଚଳାଇଲେ ଜଣେ ଯୁବକ । ଆଉ ତା ପରେ ଯାହା ହେଲା କେହି କେବେ କଳ୍ପନା ବି କରି ନ ଥିବେ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ସବୁଦିନ ସୋସିଆଲ ମିଡିଆରେ କିଛି ନା କିଛି ଅଜବ ଗଜବ ଭିଡିଓ ଭାଇରାଲ ହୋଇଥାଏ । ଆଜିର ସମୟରେ ଏମିତି ଘଟଣା ଦୁର୍ଘଟଣା ଘଟିଥାଏ ଯାହା କେହି ବି କଳ୍ପନା କରି ନ ଥିବେ । ଆପଣ ମାନେ ବାଇକ ନିଶ୍ଚୟ ଚଲାଇ ଥିବେ ।

କହିବାକୁ ଗଲେ ବାଇକ କି କାର ଆମେ ରାସ୍ତା ରେ ଚଲାଉ ଥାଉ । କିନ୍ତୁ କଣ କେବେ ଆପଣ ଦେଖିଛନ୍ତି କି ଶୁଣିଛନ୍ତି କି ନଦୀ ଭିତରେ ବା ପାଣି ଭିତରେ ଗାଡି ଚଳାଇବା କଥା ।  ହେଲେ ଏଭଳି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବକ ତାଙ୍କର ପଲସର କାର କୁ ଏଭଳି ଭାବେ ଚଲାଇଛି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ତେବେ ଏହି ଭାଇରାଲ ଭିଡିଓ ରେ ଜଣେ ଯୁବକ ଭାରି ଡ୍ରାଇଭର ଭାବେ କାର୍ଯ୍ୟ କରିଛି । ଭିଡିଓ ରେ ଏହା ଦେଖା ଯାଇଛି ଯେ ଗୋଟେ ପଟେ ସେତୁ ଅଛି । ସେଥିରୁ ଅନ୍ୟ ପ୍ରାନ୍ତ ବହୁତ ଦୂରରେ । ଆଉ ମଝିରେ ଏକ ନଦୀ ଅଛି । ଆଦି ରେ ଜଳ ପ୍ରଭାବିତ ହେଉଛି । ଯୁବକ ଜଣକ ବାଇକ ଧରି ପାଣି ଭିତରେ ପ୍ରବେଶ କରିଲା ।

ଏହା ପରେ ସେ ବାଇକ ସହ ନଦୀ ପାର ହେବା ପରେ ବ୍ରିଜ ର ଅନ୍ୟ ପାର୍ଶ୍ଵ କୁ ନେଇଗଲେ । ଏହି ଭିଡିଓ କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତଙ୍କର ନିଶ୍ଵାସ ବନ୍ଦ ହୋଇଗଲା । ଏହି ଭିଡିଓ କୁ ଦେଖିବା ପରେ ସମସ୍ତେ ନିଜ ନିଜର ମତ ଦେଇଛନ୍ତି । କେହି କହିଛନ୍ତି ଏହା ସାହସିକତା ତ ଆଉ କିଏ କହୁଛନ୍ତି ମୁର୍ଖାମି ।

ଆଉ କେହି କହିଥିଲେ ଯୁବକଙ୍କର ଏହା ହେଉଛି ଦୈନିକ କାମ । ସେଥିପାଇଁ ଏମିତି ବେପରୁଆ ଭାବେ ନଦୀରେ ବାଇକ ଚଳାଇଛନ୍ତି । ଆଉ କେହି ଲେଖିଛନ୍ତି ଏହି ଯୁବକ ପୁରା ରାସ୍ତା ଜାଣିଛି କିମ୍ବା ସେ ଜଣେ ନୂଆ ଖେଳାଳି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓଟି କୁ ନେଇ ଆପଣ ମାନଙ୍କର ମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।