ମୁଁ ଭଲପିଲା ହୋଇଯାଇଛି, ଆଉ ଭାଷା ଅଭାଷା କହୁନି, ଦୟାକରି ମୋ ନାଁରେ ଅପପ୍ରଚାର କରନି- Rani Panda

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଯାତ୍ରୀ ତଥା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ରାନୀ ପଣ୍ଡା ନିଜର ଭାଷଣ ପାଇଁ ସବୁବେଳେ ପ୍ରାୟତଃ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜି ସକାଳୁ ସେ ଲାଇଭ ଆସି କିଛି ଏମିତି ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ରାନୀ ପଣ୍ଡା କହିଛନ୍ତି ଯେ ” ମୁଁ ଆଜି ସକାଳୁ ସକାଳୁ ଲାଇଭ ଆସିଲି ଯେଉଁ ମାନେ ମୋର ପ୍ରଶଂସକ ଅଛନ୍ତି ମୋତେ ହୃଦୟରୁ ଭଲ ପାଆନ୍ତି । ମୁଁ ସେମାନଙ୍କୁ ଗୋଟେ କଥା କହି ରଖୁଛି ରାନୀ ପଣ୍ଡା ଯଦି ଖରାପ ଭାଷା କହୁଛି ବା ଗାଳି ଦେଉଛି ।

ତେବେ କାହିଁକି ଏମିତି ହେଉଛି ତାହା ଜାଣିବାକୁ ଆପଣ ଚାହାଁନ୍ତି କି ? ଏମିତି କହିବାର କାରଣ ଉତପାତିଆ କାମ କରିଲେ ମୁଁ ଭାଷା କହେ ଗାଳି ଦିଏ । କିନ ତୁ ଏବେ ମୁଁ ଭାଷା କହୁନି । ଏବେ ମୁଁ ବହୁତ ଭଲ ହେବାକୁ ଚେଷ୍ଟା କରୁଛି । ଆଗରୁ ମୁଁ ଖଣ୍ଡଗିରୀ ଯାତ୍ରାରେ ଆଇଟମ ଡ୍ୟାନ୍ସ କରୁଥିଲି । ଏବେ ମୁଁ ଖଣ୍ଡଗିରୀ ପର ଠାରୁ ମୁଁ ଆଇଟମ ଛାଡି ଦେଇଛି ।

ଭଲ ଡ୍ରେସ ପିନ୍ଧି ମୁଁ କମ କରୁଛି । ଯାତ୍ରା ରେ କେବଳ ଅଭିନେତ୍ରୀ ହିସାବରେ କାମ କରୁଛି । ନିଜକୁ ବହୁତ ଚେଞ୍ଜ କରି ଦେଇଛନ୍ତି ଓଡିଶା ବାସୀଙ୍କ ପାଇଁ । ଯାତ୍ରା ରେ ମୋତେ ବହୁତ କଥା ଶୁଣିବାକୁ ପଡିଲା ଅନେକ ନିନ୍ଦା ସହିବାକୁ ପଡିଲା । ମୁଁ ଦେଖିଲି ମୋ ପାଇଁ ସବୁବେଳେ ସମସ୍ଯା ସୃଷ୍ଟି ହେଉଛି ସେଥିପାଇଁ ମୁଁ ମୋ ନିଜକୁ ସୁଧାରୀ ଦେଉଛି ।

ସେଥିପାଇଁ ମୁଁ ନିଜକୁ ଚେଞ୍ଜ କରି ଦେଇଛି ଆଜ୍ଞା । ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲା ରେ ରାନୀ ପଣ୍ଡା କୁ ଦେଖିବା ପାଇଁ ଦର୍ଶକ ମାନେ ଆସିଥାନ୍ତି । ସେଥିପାଇଁ ମୁଁ ଖୁସି ଯେ ଗଞ୍ଜାମ ମାଟିର ଭାଇ ଭଉଣୀ ମାନଙ୍କ ପାଇଁ ମୁଁ ଆଜି ଏଠାରେ ପହଞ୍ଚି ପାରିଛି । ଦର୍ଶକ ମାନଙ୍କୁ ଦେଖିଲେ ମୋ ଆଖି ରୁ ଲୁହ ଝଋ ଆସେ ।

ଖଣ୍ଡଗିରୀ ରେ ଅପପ୍ରଚାର କରିଲେ ରାନୀ ପଣ୍ଡା ଅ-ଶ୍ଳୀ-ଳ ନୃତ୍ୟୁ କରିଲେ ମନ୍ତବ୍ୟ ଦେଲେ ଭାଷା କହିଲେ । ନାଟକ ପ୍ଲଫ ହେଲା । ଲୋକ ଆସିଲେ ନାହି । ବେପାର ମାଡ ଖାଇଲା । ପାର୍ଟି ଭାସିଗଲା । ସରକାରଙ୍କ କଥାକୁ ରାନୀ ପଣ୍ଡା ଫୁ କରି ଦେଲା । ମିଛ ଅପପ୍ରଚାର କାହିଁକି କରୁଛ ? ମୋତେ କଣ ଶାନ୍ତିରେ ବଞ୍ଚିବାକୁ ଦେବ ନାହି । ମୁଁ ଆଉ ଭାଷା ଅଭାଷା କହୁନି । ଦୟା କରି ମୋ ନାଁ ରେ ଅପପ୍ରଚାର କରନି । ଆଉ ସେମିତି କରନି । ମୋତେ ଆଉ ଅପମାନ କରନ୍ତୁ ନାହି । ଏମିତି କରି କଣ ମିଳୁଛି ସମସ୍ତଙ୍କୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାନୀ ପଣ୍ଡା ଦେଇଥିବା ମନ୍ତବ୍ୟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।