ଆସନ୍ତା 13 ତାରିଖରୁ ଘୁର୍ଣ୍ଣିବଳୟ ଆରମ୍ଭ ହୋଇ 15 ରେ ନେବ ଲଘୁଚାପର ରୂପ, ରହିଛି ବାତ୍ୟାର ଆଶଙ୍କା

ବନ୍ଧୁଗଣ ନମସ୍କାର । ବନ୍ଧୁଗଣ ସୂଚନା ଅନୁସାରେ ଏହା ଖବର ମିଳିଛି ଯେ ଦକ୍ଷିଣ ଆରବ ସାଗରରେ ଏକ ଘୁର୍ନିବଳୟ ସୃଷ୍ଟି ହେବାକୁ ଯାଉଛୁ । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି ଯେ ଏହି ଘୁର୍ନିବାଳୟ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବ ଅନେକ ଜିଲା ମାନଙ୍କରେ ପଡିବ । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଅନୁମାନ କରି କହିଛନ୍ତି ଯେ ଆସନ୍ତା ୧୫ ତାରିଖ ପର୍ଯ୍ଯନ୍ତ ରାଜ୍ଯରେ ସ୍ଵାଭାବିକ ତାପମାତ୍ରା କମ ରହିବ ।

ଆସନ୍ତା ୧୩ ତାରିଖରେ ଦକ୍ଷିଣ ଆରବ ସାଗରେ ଏକ ଘୁର୍ନିବାଳୟ ସୃଷ୍ଟି ହେବାକୁ ଯାଉଛି ଯାହା ଆସନ୍ତା ୧୫ ତାରିଖ ସୁଧା ଲଘୁଚାପରେ ପରିଣୀତ ହେବ । ଏହି ଲଘୁଚାପ ଯୋଗୁ ଓଡିଶା ବ୍ଯତୀତ ଅନେକ ଦେଶ ମାନଙ୍କରେ ପାଣିପାଗର ପରିବର୍ତ୍ତନ ଦେଖା ଯିବ । ଓଡିଶାରେ ବଙ୍ଗୋପସାଗଋୟ ପବନ ଅତିବାହିତ ହେବ ଯାହା ଆସନ୍ତା ୨୦ ତାରିଖ ପର୍ଯ୍ଯନ୍ତ ଏହାର ପ୍ରଭାବ ରହିବ ।

ଉପକୂଳ ଓଡିଶାରେ ଆସନ୍ତା ୫ ଦିନ ପର୍ଯ୍ଯନ୍ତ କଳା ବୈଶାଖୀ ହେବାର ସମ୍ଭାବନା ରହିଛି । ଭୁବନେଶ୍ବର ବ୍ଯତୀତ ଓଡିଶା ଓ ଆଭ୍ୟନ୍ତରଣୀୟ ଓଡିଶାରେ ୧୦ରୁ ୧୫ ତାରିଖ ପର୍ଯ୍ଯନ୍ତ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖ ପରେ ଆଭ୍ୟନ୍ତରଣୀୟ ଓଡିଶାରେ ତାପମାତ୍ରା ବଢିବା ସୂଚନା ମିଳିଛି । ବାୟୁର ପ୍ରଭାବ ଅଧିକ ରହିବାରୁ ତାପମାତ୍ରା ଅଧିକ ରହିବ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ଅନୁମାନ କରି କହିଛନ୍ତି ।

ପାଣିପାଗ କେନ୍ଦ୍ରର ନିର୍ଦେଶକ ଡାକ୍ତର ସରୋଜଚନ୍ଦ୍ର ସାହୁ ପୂର୍ବ ଅନୁମାନ କରି କହିଛନ୍ତି ଯେ ୧୨ଟି ରାଜ୍ଯରେ କଳା ବୈଶାଖୀର ପ୍ରଭାବ ଅଧିକ ମାତ୍ରାରେ ରହିବ । ଏହା ପରେ ଏହି ରାଜ୍ୟ ମାନଙ୍କରେ ତାପମାତ୍ରା ପୁଣି ଥରେ ବଢିପାରେ ବୋଲି ସେ ସୂଚନା ଦେଇଛନ୍ତି । ଆଜି ୫ଟି ରାଜ୍ୟରେ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମୟରେ ପବନର ବେଗ ୩୦ରୁ ୪୦ କିଲୋ ମିଟର ପର୍ଯ୍ୟନ୍ତ ରହିବ । ଏହି ଜିଲା ମାନଙ୍କରେ ବଜ୍ରପାତ ଓ ଘୁର୍ନିବଳୟ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ କର୍ତ୍ତୁ ପକ୍ଷରୁ ସୂଚନା ମିଳିଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ