ଆସନ୍ତା କାଲି ଠାରୁ ସାବଧାନ ରୁହନ୍ତୁ ଏହି 4 ଟି ରାଶି, ଆସିଲା ଖରାପ ସମୟ

ଆପଣ ମାନେ ଜିଣିଛନ୍ତି ରାଶି ଚକ୍ରରେ ବାରଗୋଟି ରାଶି ରହିଛି ଓ ବାରଗୋଟି ରାଶିର ରାଶିଫଳ ଗ୍ରହମାନଙ୍କ ପରିଚାଳନାରୁ ନିର୍ଦ୍ଧାରିତ ହୋଇଥାଏ । ଗ୍ରହମାନଙ୍କ ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତିର କୁଣ୍ଡଳୀ ବା ଜାତକ ଏହି ରାଶି ମାନଙ୍କ ସହିତ ଜଡିତ ରହିଥାଏ । ଏହି ଗ୍ରହମାନଙ୍କ ଚଳନା କିଛି ରାଶିମାନଙ୍କ ଉପରେ ଶୁଭ ପ୍ରଭାବ ପକାଇଥାଏ ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ପ୍ରତ୍ୟେକ ଦିନ ଗ୍ରହରେ କିଛି ନା କିଛି ପରିବର୍ତ୍ତନ ଘଟୁଛି ।

ସେହିପରି ଚାରୋଟି ରାଶି ଉପରେ ଗ୍ରହମାନଙ୍କର କୁ ପ୍ରଭାବ ପଡ଼ିବାକୁ ଯାଉଛି । ଏହି ଚାରୋଟି ରାଶିର ବ୍ୟକ୍ତି ମାନଙ୍କୁ ସାବଧାନ ରହିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

୧- ମିଥୁନ ରାଶି : ଲୋକପ୍ରିୟତା ଏବଂ ନିଜର ଆସ୍ଥା ହରାଇବେ । ଅର୍ଥ ଅଭାବ ଅନୁଭବ କରି ପାରନ୍ତି । ଆକସ୍ମିକ କୈାଣସି କଳସରେ ପଡ଼ିବେ ଏବଂ ଆର୍ଥିକ କ୍ଷତି ସହିବେ । ପାଇଥିବା ଦ୍ରବ୍ୟ ହରାଇ ବସିବେ । କୈାଣସି ଏକ ବଡ଼ ଯୋଜନାରେ ପରିବର୍ତ୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । କୈାଣସି ଆତ୍ମୀୟ ମାନଙ୍କ ଦ୍ବାରା ଅସୁବିଧାରେ ପଡ଼ି ପାରନ୍ତି । ଆପଣଙ୍କର ପ୍ରତିକାର ହେଉଛି ଗାଈକୁ ସବୁଜ ଘାସ କିମ୍ବା ଅନ୍ୟ କିଛି ଖାଇବାକୁ ଦିଅନ୍ତୁ ।

୨- କର୍କଟ ରାଶି : ଆପଣ ମାନଙ୍କର ମାନସିକ ଅସାନ୍ତି ବଢିପାରେ । ଦୂର ବନ୍ଧୁଙ୍କ ଦ୍ବାରା ଅପମାନିତ ହୋଇ ପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । କୈାଣସି ଜାଗାରୁ ଅପମାନିତ ହୋଇ ପାରନ୍ତି ! ଅବାଞ୍ଛିତ ପରିସ୍ଥିତିରେ ପଡ଼ିଯିବ । ଶାରୀରିକ କଷ୍ଟ ଭୋଗିବେ । ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ କିଛି ଅନ୍ନ କିମ୍ବା ସାହାଯ୍ୟ କରନ୍ତୁ ।

୩- ମୀନ ରାଶି : ଅର୍ଥ ଅଭାବର ଆଭାସ ହେବ । ମାନସମ୍ମାନ ର ହାନୀ ଘଟିବ । ପରିବେଶର ପ୍ରତ୍ୟାବର୍ତ୍ତନ ହେବ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ପରିବାରରେ ବିଶୃଙ୍ଖଳା ଦେଖାଦେଇ ପାରେ । ଉପରିସ୍ଥ କତୃପକ୍ଷଙ୍କ ଚାପ ବଢିଯିବ । ଆଳସ୍ୟ ଅନୁଭବ ଖରିବେ । ହଠାତ୍ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି । ତେଣୁ ସର୍ବଦା ସାବଧାନ ରୁହନ୍ତୁ । ମାନସିକ ଉଦବେଗ ବଢିଯିବ । ଆପଣଙ୍କର ପ୍ରତିକାର ହେଉଛି ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ।

୪- ବିଛା ରାଶି : ଭୟଭୀତ ମଧ୍ୟରେ ସମୟ କଟିବ । ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ । ମାନସିକ ଚାପ ପଡ଼ିପାରେ ବ୍ୟସ୍ତତା ଭିତରେ ରହି ପାରନ୍ତି । ଗୃହରେ ଅଶାନ୍ତି ଦେଖାଦେଇ ପାରେ । ଅଭାବ ଅନାଟନରେ ସମୟ କରିପାରେ । ବିଶ୍ୱାସ ଘାତକତାର ଶିକାର ହୋଇପାରନ୍ତି । ନିଜ ଦେହ ଉପରେ କଷ୍ଟ ରହିଛି ସତର୍କ ରୁହନ୍ତୁ । ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି । ଆପଣଙ୍କର ପ୍ରତିକାର ହେଲା ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ