Aryan ଜେଲ ଯିବା ପରେ ଏମିତି ଅଛନ୍ତି Shahrukh, ତାଙ୍କ ନିକଟତମ ବନ୍ଧୁମାନେ ଯାହା ଖୁଲାସା କଲେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

ପୁଅ ଆର୍ୟନ ଖାନ ଗି-ର-ଫ ହେବା ପରେ ଶାହରୁଖ ଖାନଙ୍କୁ ଏକ ବଡ ଝ-ଟ-କା ଲାଗିଛି । ପୁଅକୁ ନେଇ ସେ ଏବେ ଯାଏଁ ମୁହଁ ଖୋଲି ନାହାନ୍ତି କି ସାମନାକୁ ମଧ୍ୟ ଆସି ନାହାନ୍ତି । ଆର୍ୟନ ଡ୍ର-ଗ୍ସ ମା-ମ-ଲା-ରେ ଫ-ସି-ବା ପରେ ଶାହରୁଖ ଖୁବ ବି-ଷା-ଦ-ଗ୍ର-ସ୍ତ ଥିବା ଶୁଣିବାକୁ ମିଳୁଛି । ଶାହରୁଖ ବର୍ତ୍ତମାନ ନିଜ ଜୀବନର ସବୁଠୁ ଖ-ରା-ପ ସମୟ ଦେଇ କରୁଛନ୍ତି । ସେ ଠିକ ଭାବେ ଖିଆ ପିଆ କରୁ ନାହାନ୍ତି ଓ ତାଙ୍କ ନିଦ ମଧ୍ୟ ହଜି ଯାଇଛି ।

ରିପୋର୍ଟ ମୁତାବକ ଶାହରୁଖଙ୍କ କିଛି ନିକଟତମ ବନ୍ଧୁ ସୂଚନା ଦେଇଛନ୍ତି ସେ ଖୁବ ଶାନ୍ତ ଅଛନ୍ତି ବୋଲି ବାହାରକୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପ୍ରକୃତରେ ସେ ଭିତରୁ ଖୁବ ଦୁଃଖୀ ଏବଂ ବ୍ୟତିବ୍ୟସ୍ତ ଅଛନ୍ତି । ସେ ଠିକ ସେ ଶୋଇ ପାରୁ ନାହାନ୍ତି କି ଖାଇ ମଧ୍ୟ ପାରୁ ନାହାନ୍ତି । ଜଣେ ଅ-ସ-ହା-ୟ ପିତା ଭଳି ସେ ଭିତରୁ ଭା-ଙ୍ଗି ପ-ଡି-ଛନ୍ତି । ଖବର ମୁତାବକ ଶାହରୁଖ ଖାନ ସୋମବାର ଭିତରେ କାର୍ଯ୍ୟକୁ ଫେରି ଯିବାର ଥିଲା । କାରଣ ସେ ଭାବିଥିଲେ ସେତେ ପର୍ଯ୍ୟନ୍ତ ଆର୍ୟନ ଫେରି ଆସିବେ । କିନ୍ତୁ ଏପରି ସମ୍ଭବ ହୋଇ ପାରିନାହିଁ ।

ସେଥିପାଇଁ ସେ ଶୁ-ଟି-ଙ୍ଗ ଓ ବିଜ୍ଞାପନ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ପୋଷ୍ଟପନ କରି ଦେଇଛନ୍ତି । ସୂତ୍ରରୁ ଜଣାପଡିଛି କି ପଚରା ଉଚରା ସମୟରେ ଆର୍ୟନ କା-ନ୍ଦି ପକାଇଥିଲେ । ଯାହା ଫଳରେ କିଛି ସମୟ ପାଇଁ ଶାହରୁଖଙ୍କ ସହ ତାଙ୍କର କଥାବାର୍ତ୍ତା କରାଇ ଦିଆ ଯାଇଥିଲା । ଆର୍ୟନ ଗି-ର-ଫ ହେବା ପରେ ଶାହରୁଖଙ୍କ ବ୍ରାଣ୍ଡ ମୂଲ୍ୟ ମଧ୍ୟ ହ୍ରାସ ପାଇବାକୁ ଲାଗିଛି । ଶାହରୁଖ ବିଜ୍ଞାପନ କରୁଥିବା ପ୍ରଡ଼କ୍ଟ ଗୁଡିକୁ ବ-ୟ-କ-ଟ୍ କରିବା ପାଇଁ ଅନେକ ଲୋକ ଆହ୍ଵାନ ଦେଉଛନ୍ତି । ବଡ ବ୍ରାଣ୍ଡ ବାଇଜୁ ମଧ୍ୟ ତାଙ୍କୁ ବ୍ରାଣ୍ଡରୁ ହଟେଇ ଦେଇଛି ।

ଶୁଣିବାକୁ ମିଳୁଛି କି ଶାହରୁଖଙ୍କ ୩୭୮ ଟଙ୍କାର ବ୍ରାଣ୍ଡ ମୂଲ୍ୟରେ ଅନିଶ୍ଚିତତା ଦେଖାଦେଉଛି । ଆଗକୁ ତାଙ୍କ ଫିଲ୍ମ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ । ତେବେ ଏହି ମା-ମ-ଲା-ରେ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନ ଶାହରୁଖଙ୍କ ଘରକୁ ଯାଇଥିବା ନେଇ ଖବର ମଧ୍ୟ ସାମନାକୁ ଆସୁଛି । ତେବେ ପୁଅକୁ ବାହାର କରିବା ପାଇଁ ଏବେ ଶାହରୁଖ ନୂଆ ଓକିଲ ଅମିତ ଦେଶାଇ ମଧ୍ୟ ଠିକ କରି ସାରିଲେଣି ବୋଲି ଖବର ସାମନାକୁ ଆସୁଛି ।

ସଲମାନ ଖାନଙ୍କୁ ହି-ଟ୍ ଆ-ଣ୍ଡ ର-ନ୍ କେ-ସ୍ ରେ ଜା-ମି-ନ-ରେ ଆଣିଥିଲେ ଏହି ଓକିଲ । ତେବେ ଆସନ୍ତା ୧୩ ଅକ୍ଟୋବରରେ ଆଗାମୀ ଶୁ-ଣା-ଣି ଥିବା ବେଳେ ଆର୍ୟନଙ୍କ ଓକିଲ ତାଙ୍କୁ ଜା-ମି-ନ-ରେ ଆଣିବାକୁ ଫୁଲ୍ ଦମ୍ ରେ ଲାଗି ପଡିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।