Vastu Shastra- Navratri ର ଯେ କୌଣସି ଦିନରେ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ ଏହି 1 ଜିନିଷ, ସବୁବେଳେ ଘରେ ଭରି ରହିବ ଧନ ସମ୍ପତି

ନବରାତ୍ରିରେ ମା ଦୂର୍ଗାଙ୍କର ନଅଟି ଭିନ୍ନ ସ୍ୱରୂପର ପୂଜା ଆରାଧନା କରାଯାଏ । ମା’ଙ୍କ ପ୍ରତ୍ଯେକ ରୂପ ତାଙ୍କ ଭକ୍ତଙ୍କୁ ସୁଖ ସମୃଦ୍ଧି ଆଣିଦିଏ । ନିଜ ଭକ୍ତଙ୍କ ଛୋଟ ଛୋଟ ପ୍ରୟାସରେ ମଧ୍ୟ ମା ପ୍ରସନ୍ନ ହୋଇ ସୁଖରେ ତାଙ୍କ ଝୋଲି ଭରି ଦିଅନ୍ତି । କିନ୍ତୁ ଛୋଟ ଛୋଟ ଭୁଲ ଯୋଗୁଁ ମଧ୍ୟ ମା ରୁଷ୍ଟ ହୋଇଯାନ୍ତି । ଆଜି ଆମେ ଆପଙ୍କୁ ନବରାତ୍ରିରେ ଗୋମାତାଙ୍କ ପୂଜାର ମହତ୍ଵ ଓ ତାଙ୍କୁ କେଉଁ ଜିନିଷ ଅର୍ପଣ କଲେ ମା ଦୂର୍ଗା ପ୍ରସନ୍ନ ହୋଇଥାନ୍ତି ସେହି ବିଷୟରେ କହିବୁ ।

ହିନ୍ଦୁଧର୍ମରେ ଗାଈର ଖୁବ ଧାର୍ମିକ ମହତ୍ଵ ରହିଛି । ଶାସ୍ତ୍ର ଅନୁସାରେ ଗାଈ ଦେହରେ ୩୩ କୋଟି ଦେବୀଦେବତାଙ୍କ ସହ ମା ଦୂର୍ଗା ମଧ୍ୟ ବାସ କରନ୍ତି ଓ ଯେଉଁ ବ୍ୟକ୍ତି ନବରାତ୍ରିରେ ଗାଈର ପୂଜା ଉପାସନା କରନ୍ତି ତାଙ୍କ ଉପରେ ମା ଦୂର୍ଗା ବିଶେଷ ଆଶୀର୍ବାଦ କରନ୍ତି । ଗୋମାତା କାମଧେନୁ ଅଟନ୍ତି । ତାଙ୍କ ପୂଜା କରିବା ଦ୍ଵାରା ସେ ସମସ୍ତ ପ୍ରକାର କଷ୍ଟ ହରଣ କରି ନିଅନ୍ତି ଓ ବ୍ୟକ୍ତିଙ୍କ ପ୍ରତ୍ଯେକ ମନୋସ୍କାମନା ପୂରଣ କରନ୍ତି ।

ଯଦି କୌଣସି ବ୍ୟକ୍ତି କ୍ରୋଧୀ, ପାଠପଢାରେ ଦୁର୍ବଳ ଏବଂ କହିବାରେ ଅସମର୍ଥ ହୋଇଥାଏ, ତେବେ ନବରାତ୍ରି ସମୟରେ ସେହି ବ୍ୟକ୍ତି ଗୋମାତାଙ୍କୁ ସବୁଜ ଘାସ ଖାଇବାକୁ ଦେବା ଦ୍ଵାରା ଭୂତଗ୍ରହଙ୍କ ଦଶା ଠିକ ହୋଇଯାଏ । ଶାସ୍ତରେ ଗୋଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ଫଳଦାୟକ ମାନାଯାଏ । ମଙ୍ଗଳ ଦଶା ଖରାପ ଥିଲେ ନବରାତ୍ରିରେ ଗୋଦାନ କରିବା ଦ୍ଵାରା ତାହା ଠିକ ହୋଇଯାଏ । ନବ ଗ୍ରହ ଓ ଶନି ଗ୍ରହ ଦଶା ଠିକ କରିବାକୁ ଚାହୁଁଥିଲେ ନବରାତ୍ରିରେ କାଳି ଗାଈର ଦାନ ଅବଶ୍ୟ କରନ୍ତୁ ।

ଯଦି କେଉଁ କାର୍ଯ୍ୟ ଯେତେ ଚେଷ୍ଟା ହେଲେ ମଧ୍ୟ ସମ୍ପନ୍ନ ହୋଇ ପାରୁନାହିଁ, ତେବେ ନବରାତ୍ରି ସମୟରେ ଦ୍ଵାର ପାଖକୁ ଆସିଥିବା ଗାଇକୁ ରୋଟି ଖାଇବାକୁ ଦେଇ ତାଙ୍କ କାନରେ ନିଜ ମନୋସ୍କାମନା ଅବଶ୍ୟ କୁହନ୍ତୁ । ଗୋମାତାଙ୍କ ନିୟମିତ ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଓ ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଯଦି ପିଲା ଆପଣଙ୍କ କଥା ମାନୁ ନାହିଁ ତେବେ ନବରାତ୍ରିରେ ପିଲା ହାତରେ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।

ନବରାତ୍ରିରେ ଗୋମାତାଙ୍କୁ ପାଣି ଅବଶ୍ୟ ପିଇବାକୁ ଦିଅନ୍ତୁ ଓ ତାଙ୍କୁ ଗୁଡ ଖାଇବାକୁ ଦେଲେ ମଧ୍ୟ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ । ପ୍ରତିଦିନ ଗୋମାତାଙ୍କ ପିଠିରେ ହାତ ଫେରିଲେ ରୋଗନାଶ ହୋଇଥାଏ । କେଉଁ କାର୍ଯ୍ୟ ଅନେକ ଦିନରୁ ଅଟକି ରହିଥିଲେ ଏହି ନବରାତ୍ରିରେ ଗୋମାତାଙ୍କୁ ରୋଟି ଓ ଗୁଡ ଖାଇବାକୁ ଦେଇ ତାଙ୍କ କାନରେ ଜୟ ମା ଦୂର୍ଗା ଅବଶ୍ୟ କୁହନ୍ତୁ ଓ ଏହାସହ ନିଜ ମନ କଥା ମା ଆଗରେ ପ୍ରକଟ କରନ୍ତୁ ।

ଯଦି ନବରାତ୍ରି ସମୟରେ ମା ଦୂର୍ଗା ଆପଣଙ୍କ ଘର ସାମନାରେ ଆରାମ କରନ୍ତି ତେବେ ବୁଝି ନିଅନ୍ତୁ କି ମା ଦୂର୍ଗା ଆପଣଙ୍କ ଉପରେ ଖୁବ ପ୍ରସନ୍ନ ଅଟନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।