ଚଳନ୍ତା ଟ୍ରେନରେ ସ୍ଵାମିକୁ ବାନ୍ଧି ସ୍ତ୍ରୀ ସହ ଦୁଷ୍କର୍ମ କଲେ ଦୁର୍ବୁତ୍ତ, ପୁରା ଘଟଣା ଜାଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ

ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଗ-ଣ-ଦୁ-ଷ୍କ-ର୍ମ ଭଳି ନି-ନ୍ଦ-ନୀ-ୟ ଘ-ଟ-ଣା ଘଟିଛି । ଗତ ଶୁକ୍ରବାର ଦିନ ରାତି ପ୍ରାୟ ୮ଟା ସମୟରେ ଏହି ଘ-ଟ-ଣା-ଟି ଘ-ଟି-ଥି-ବା ଜଣାପଡିଛି । ଖବର ଅନୁଯାୟୀ ଆଠ ଜଣ ଦୁ-ର୍ବୁ-ତ୍ତ ଇଗତପୁରୀ କସାରା ଷ୍ଟେସନ ମଧ୍ୟରେ ଯାତ୍ରୀଙ୍କ ଠାରୁ ଲୁ-ଟ କରିଥିଲେ । ଏହାପରେ ସ୍ଳିପର ବଗୀରେ ଏହି ଦୁ-ର୍ବୁ-ତ୍ତ ମାନେ ଚଢିବା ସହ ଲୁ-ଟ-ପା-ଟ ଆରମ୍ଭ କରି ଦେଇଥିଲେ ।

ଏହି ସମୟରେ ସ୍ବାମୀଙ୍କ ସହ ଯାତ୍ରା କରୁଥିବା ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଗ-ଣ-ଦୁ-ଷ୍କ-ର୍ମ ମଧ୍ୟ କରିଥିଲେ । କସାରାରେ ପହଞ୍ଚିବା ପରେ ଯାତ୍ରୀମାନେ ରେଳବାଇକୁ ଅ-ଭି-ଯୋ-ଗ କରିଥିଲେ ଓ ଏହା ପରେ ଜିଆରପି ତୁରନ୍ତ ସେମାନଙ୍କୁ ଧରିବାକୁ କା-ର୍ଯ୍ୟା-ନୁ-ଷ୍ଠା-ନ ଗ୍ରହଣ କରିଥିଲା । କଲ୍ୟାଣୀ ଥା-ନା-ରେ ଏନେଇ ଏକ ମା-ମ-ଲା ରୁ-ଜୁ କରାଯାଇଥିବା କଥା ସୂଚନା ଦେଇ ମୁମ୍ବାଇ ଜିଆରପି । ଆଇପିସି ଧାରା ୩୯୫ ଓ ଭାରତୀୟ ରେଳ ଆକ୍ଟ ୩୭ ଓ ୧୫୩ ଅଧୀନରେ ଏକ ମା-ମ-ଲା ରୁ-ଜୁ କରାଯାଇଛି ।

ଜିଆରପି କମିଶନର କେଶବ ଖାଲିଦ କହିଛନ୍ତି ଯେ, ଆଠ ଜଣ ବ-ଦ-ମା-ସ ଟ୍ରେନକୁ ପଶି ଆସିବା ସହ ଯାତ୍ରୀଙ୍କୁ ଲୁ-ଟି-ଥି-ଲେ । ଏହାପରେ ସମ୍ପୃକ୍ତ ଯୁ-ବ-ତୀ-ଙ୍କୁ ମଧ୍ୟ ଦୁ-ଷ୍କ-ର୍ମ କରିଥିଲେ ଦୁ-ର୍ବୁ-ତ୍ତ ମାନେ । କିଛି ଯାତ୍ରୀଙ୍କ ବ-ୟା-ନ ଅନୁସାରେ ଦୁ-ର୍ବୁ-ତ୍ତ ମାନେ ଚଳନ୍ତା ଟ୍ରେନରେ ଉକ୍ତ ଯୁବତୀଙ୍କ ସ୍ଵାମୀଙ୍କୁ ବା-ନ୍ଧି ଦେଇଥିଲେ ଓ ତାଙ୍କ ସାମନାରେ ତାଙ୍କ ପତ୍ନୀଙ୍କ ସହ ଦୁ-ଷ୍କ-ର୍ମ କରିଥିଲେ । ଏହି ଘ-ଟ-ଣା ସମ୍ବନ୍ଧରେ ସୂଚନା ପାଇବା ମାତ୍ରେ ଜିଆରପି ପୋ-ଲି-ସ ଅ-ପ-ରା-ଧୀ-ଙ୍କୁ ଧ-ରି-ବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ।

ତେବେ ଏହି ମା-ମ-ଲା-ରେ ଏବେ ପର୍ଯ୍ୟନ୍ତ ପୋ-ଲି-ସ ୪ ଜଣ ଅ-ପ-ରା-ଧୀ-ଙ୍କୁ ଗି-ର-ଫ କରି ସାରିଥିବା ବେଳେ ଆଉ ଏବେ ମଧ୍ୟ ଆହୁରି ୪ ଜଣ ଫେ-ରା-ର ଅଛନ୍ତି । ତେବେ ସେମାନଙ୍କୁ ଯଥା ଶୀଘ୍ର ଗି-ର-ଫ କରିବାକୁ କା-ର୍ଯ୍ୟା-ନୁ-ଷ୍ଠା-ନ ଜାରି ରଖିଛି ପୋ-ଲି-ସ । ସର୍ବ ସାଧାରଣରେ ଜନ ସାଧାରଣଙ୍କୁ ଟ୍ରେନ ଭିତରେ ଏହିପରି ଲୁ-ଟି-ବା ଏବଂ ଯୁବତୀଙ୍କ ସହ ଦୁ-ଷ୍କ-ର୍ମ କରିବା ଅତ୍ୟନ୍ତ ନି-ନ୍ଦ-ନୀ-ୟ କାର୍ଯ୍ୟ ଅଟେ ।

ଦୋ-ଷୀ-ଙ୍କୁ ଯଥା ଶୀଘ୍ର ଦ-ଣ୍ଡ ଦିଆଯାଉ ବୋଲି ଜନ ସାଧାରଣ ଦା-ବି କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।