ମୁମ୍ବାଇ ଆର୍ଥର ଜେଲରେ ପହଞ୍ଚିଲେ Aryan ଓ ସହଯୋଗୀ, ଓକିଲ ସତୀଶ ଏବେ ବି ବେଲ୍ ପାଇଁ କରୁଛନ୍ତି ଚେଷ୍ଟା, କାନ୍ଦି କାନ୍ଦି Shahrukh ଙ୍କ ଅବସ୍ଥା ଖରାପ, ଦେଖନ୍ତୁ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଆଜି ଆର୍ୟନ ଖାନ ଓ ତାଙ୍କର ବନ୍ଧୁମାନଙ୍କ କୋ-ର୍ଟରେ ଶୁଣାଣୀ ଥିଲା । କୋ-ର୍ଟ ଆର୍ୟନ ଖାନଙ୍କ ଓକିଲଙ୍କ ଦାବି ପତ୍ରକୁ ଖାରଜ କରି ଆର୍ୟନ ଖାନ ଓ ତାଙ୍କର ସାଥିମାନଙ୍କୁ ଜେ-ଲ ପଠାଇ ଦେଇଛନ୍ତି । ଆର୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ସହ ଧରା ପଡିଥିବା ଅନ୍ୟ ସମସ୍ତେ ବର୍ତ୍ତମାନ ଆର୍ଥର ଜେ-ଲ-କୁ ଯିବେ । କିନ୍ତୁ ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ଉଠୁଛି କି କାହିଁକି ଆର୍ୟନ ଖାନଙ୍କୁ ବେ-ଲ ମିଳିଲା ନାହିଁ । ବେ-ଲ ନ ମିଳିବାର ମୁଖ୍ୟ କାରଣ ହେଉଛି ଏହି କ୍ରା-ଇ-ମ-ରେ ସମସ୍ତେ ମିଶି ଥିଲେ ।

ଆର୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ତିନି ଜଣ ଏହି କ୍ରୁଜରେ ଥିଲେ ଓ ତିନି ଜଣଙ୍କ ଠାରୁ ଡ୍ର-ଗ୍ସ ମିଳିଥିଲା । ଆର୍ୟନ ଖାନଙ୍କ ପାଖରେ ଯଦି ଡ୍ର-ଗ୍ସ ମିଳି ନ ଥିଲା ଓ ତାଙ୍କ ପାଖରେ ଟିକେଟ ନ ଥିଲା ତଥାପି ସେ ସେହି କ୍ରା-ଇ-ମ ସ୍ଥାନରେ ଉପସ୍ଥିତ ଥିଲେ । ଏହି କାରଣରୁ କୋ-ର୍ଟ ଆର୍ୟନ ଖାନଙ୍କ ବେ-ଲ-କୁ ନା ମଞ୍ଜୁର କରିଦେଲେ । ଯଦି ଆର୍ୟନ ଖାନଙ୍କୁ କେବଳ ବେ-ଲ ମିଳୁଛି ତେବେ ଅନ୍ୟ ମାନଙ୍କ ପାଇଁ ଏହା ନିରପକ୍ଷ ନିଷ୍ପତି ହେବ ନାହିଁ ।

ସେଥିପାଇଁ କୋ-ର୍ଟ ସମସ୍ତଙ୍କ ପ୍ରତି ନ୍ୟାୟ କରିବା ପାଇଁ ଏହିଭଳି ଶୁଣାଣୀ କରିଛନ୍ତି । ଆର୍ୟନ ଖାନଙ୍କ ଓକିଲ ସତୀଶ ହାରି ଯାଇଛନ୍ତି ଓ ସେ କୋ-ର୍ଟରୁ ଆର୍ୟନ ଖାନଙ୍କୁ ବେ-ଲ-ରେ ଆଣି ପାରି ନାହାନ୍ତି । ଏହି ଖବର ଶୁଣିବା ପରେ ଶାହାରୁଖ ଖାନ ଓ ଗୌରୀ ଖାନ ଦୁଃଖରେ ଭାଙ୍ଗି ପଡିଛନ୍ତି । ଦୁଇ ଜଣଙ୍କ ଆଖିରେ ବର୍ତ୍ତମାନ କେବଳ ଲୁହ । ଅନ୍ୟ ପଟେ ଆଜି ହେଉଛି ଗୌରୀ ଖାନଙ୍କ ଜନ୍ମଦିନ ଓ ସେ ଆଶା କରୁଥିଲେ କି ଆଜି ତାଙ୍କର ପୁଅ ଘରକୁ ଫେରି ଆସିବ ।

କିନ୍ତୁ ତାହା ଆଜି ସମ୍ଭବ ହୋଇ ପାରିବ ନାହିଁ । ସୂଚନା ଅନୁସାରେ ଆର୍ୟନ ଓ ତାଙ୍କର ସାଥିମାନଙ୍କୁ ଜେ ଜେ ହସ୍ପିଟାଲ ନିଆଯିବ ଓ ସେଠି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯା-ଞ୍ଚ ପରେ ତାଙ୍କୁ ଜେ-ଲ-ରେ ରଖାଯିବ । ଜୁଡିସିୟାଲ କ-ଷ୍ଟ-ଡି ଅର୍ଥାତ ବିଚାର ବିଭାଗୀୟ ଜେ-ଲ-ରେ ରହିବେ ଆର୍ୟନ ଖାନ ଓ ତାଙ୍କର ବନ୍ଧୁମାନେ । ଜେ-ଲ-ରେ ଯେଉଁ ପ୍ରକାରର ସୁବିଧା ଦିଆ ଯାଉଛି ସେହି ସମସ୍ତ ସୁବିଧା ମଧ୍ୟରେ ଏମାନଙ୍କୁ ରହିବାକୁ ପଡିବ । ଅନ୍ୟ ପଟେ ଆର୍ୟନ ଖାନଙ୍କ ଜେ-ଲ ଯିବାକୁ ନେଇ ଆର୍ଥର ଜେ-ଲ ପାଖରେ ବହୁତ ଭି-ଡ ଦେଖିବାକୁ ମିଳୁଛି ।

କେବଳ ମି-ଡି-ଆ ନୁହେଁ ଶାହରୁଖ ଖାନଙ୍କ ଫ୍ୟାନ ଓ ସାଧାରଣ ଲୋକମାନେ ବି ଏହି ଜେ-ଲ ପାଖରେ ଛିଡା ଆର୍ୟନ ଖାନଙ୍କୁ ଅପେକ୍ଷା କରି ଛିଡା ହୋଇଛନ୍ତି । ଆଜିର ଦିନ ବହୁତ ବଡ କାରଣ ଭାରତରେ ପ୍ରଥମ ଥର କୌଣସି ଷ୍ଟାର କିଡ୍ସକୁ ଜେ-ଲ ହୋଇଛି । ଶାହାରୁଖ ଖାନଙ୍କ ଷ୍ଟାରଡମ, ଟଙ୍କା ଓ ଓକିଲ କୌଣସି ବି ଆର୍ୟନ ଖାନକୁ ଜେ-ଲ ଯିବାରେ ଅଟକାଇ ପାରି ନାହାନ୍ତି ।