ଅର୍ଶ ଭଲ କରିବାର ଚମତ୍କାରୀ ଘରୋଇ ଉପାୟ (Home Remedy), ଏହି ଉପାୟକୁ ଥରେ କରି ଦେଖନ୍ତୁ ଆପଣଙ୍କ ଅର୍ଶ ସବୁ ଦିନ ପାଇଁ ଭଲ ହୋଇଯିବ

ଭୁଲ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ଆମକୁ ଅର୍ଶ ଭଳି ସମସ୍ଯା ଭୋଗ କରିବାକୁ ପଡିଥାଏ । ଏହି ସମସ୍ଯା ଥରେ ଉତ୍ପନ ହେଲେ ବହୁତ ଅସହଜ ଅନୁଭବ ହୋଇଥାଏ ଓ ବସିବା ଏବଂ ପାଇଖାନା ଯିବା ସମୟରେ ଅ-ସ-ହ୍ୟ ଯ-ନ୍ତ୍ର-ଣା ଅନୁଭବ ହୋଇଥାଏ । ଅ-ସ୍ତ୍ରୋ-ପ-ଚା-ର ନକଲେ ଏହା ସହଜରେ ଭଲ ହୋଇ ନଥାଏ । ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଚମତ୍କାର ଘରୋଇ ଉପାୟ ନେଇ ଆସିଛୁ ଯାହା ଆପଣଙ୍କ ଅର୍ଶ ସମସ୍ଯା ଭଲ କରିବା ସହ ଆପଣଙ୍କୁ ଯ-ନ୍ତ୍ର-ଣା-ରୁ ମଧ୍ୟ ମୁକ୍ତି ଦେବ ।

ଅର୍ଶ ଭଲ କରିବା ପାଇଁ ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ପ୍ରସ୍ତୁତ କରିବା ଶିଖାଇବୁ ସେଥିପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ଗନ୍ଧ କର୍ପୁର । ଦୁଇ ଖଣ୍ଡ ଗନ୍ଧ କର୍ପୁର ନେଇ ତାକୁ ହାତରେ କିମ୍ବା କୌଣସି ଏକ ଚାମୁଚ ସାହାଯ୍ୟରେ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ସାମାନ୍ଯ ଲେମ୍ବୁ ରସ । ଅଧ ଚାମୁଚରୁ ମଧ୍ୟ କମ୍ ଲେମ୍ବୁ ରସକୁ ଗୁଣ୍ଡ କରିଥିବା କର୍ପୁର ଉପରେ ଚି-ପୁ-ଡି ଦିଅନ୍ତୁ ବା ମିଶାଇ ଦିଅନ୍ତୁ ।

ଯେଉଁ ତୃତୀୟ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ହଳଦୀ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଶୁଦ୍ଧ ହଳଦୀ ଗୁଣ୍ଡ ନେବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ ବଜାରରୁ କଞ୍ଚା ହଳଦୀ ଖଣ୍ଡ ଆଣି ତାକୁ ଗୁଣ୍ଡ କରନ୍ତୁ । ଏହି ହଳଦୀରୁ ଅଧ ଚାମୁଚ ରୁ ମଧ୍ୟ କମ୍ କର୍ପୁର ଓ ଲେମ୍ବୁ ମିଶ୍ରଣରେ ମିଶାଇ ଦିଅନ୍ତୁ । ହଳଦୀର ଉପକାରିତା ବିଷୟରେ ଆମେ ସମସ୍ତେ ଜାଣିଛୁ । ଏହା ଆଣ୍ଟି ବ୍ୟାକ୍ଟେରିଆଲ ହୋଇଥିବାରୁ ଚର୍ମ ଜନିତ ସମସ୍ତ ସମସ୍ଯା ଦୂର କରିବାରେ ଏହା ସହାୟକ ହୋଇଥାଏ ।

ହଳଦୀ ଆପଣଙ୍କ ଅର୍ଶର ଯ-ନ୍ତ୍ର-ଣା-କୁ କମ୍ କରିବାରେ ମଧ୍ୟ ଖୁବ ସହାୟକ ହେବ । ଶେଷ ସାମଗ୍ରୀ ଯାହା ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି କାଷ୍ଟର ଅଏଲ ବା ଜଡା ତେଲ । ଏହା ଆପଣଙ୍କୁ ଯେକୌଣସି ଗ୍ରୋସରୀ ଷ୍ଟୋରରେ ସହଜରେ ଉପଲବ୍ଧ ହୋଇଯିବ । ସର୍ବଦା ଅସଲି ଜଡା ତେଲ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ । ଅର୍ଶରେ ବାହାରିଥିବା ମାଂସପେଶୀକୁ ଦୂର କରିବା ପାଇଁ ଏହି ଜଡା ତେଲ ଖୁବ ଚମତ୍କାରୀ ହୋଇଥାଏ ।

ଆପଣଙ୍କ ଏକ ଚାମୁଚ ଜଡା ତେଲ ପ୍ରସ୍ତୁତ ମିଶ୍ରଣରେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଅର୍ଶ ଭଲ କରିବା ପାଇଁ ଚମତ୍କାରୀ ଘରୋଇ ଉପଚାର । ଏହି ମିଶ୍ରଣକୁ ଅର୍ଶ ହୋଇଥିବା ସ୍ଥାନରେ ଏକ ସପ୍ତାହ ପର୍ଯ୍ୟନ୍ତ ଲେପ ଦେଲେ ଦେଖିବେ ଆପଣଙ୍କ ଅର୍ଶ ସବୁଦିନ ପାଇଁ ବଳ ହୋଇଯିବ । ଏହି ମିଶ୍ରଣକୁ ଲଗାଇବା ପୂର୍ବରୁ ଆପଣ ପ୍ରଥମେ ଉଷୁମ ପାଣିରେ ଆରଷକୁ ଭଲ ଭାବେ ସଫା କରି ଦିଅନ୍ତୁ ଓ ତା’ପରେ ଆଙ୍ଗୁଳି ସାହାଯ୍ୟରେ କିମ୍ବା ତୁଳା ସାହାଯ୍ୟରେ ଏହି ଘରୋଇ ଔଷଧୀକୁ ଆପଣଙ୍କ ଅର୍ଶରେ ଭଲ ଭାବେ ଲଗାଇ ଦିଅନ୍ତୁ ।

ଏହାକୁ ସୁଖିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ତା’ପରେ ଅର୍ଶକୁ ଆପଣଙ୍କ ପୁଣି ଥରେ ଧୋଇ ଦେଇ ପାରିବେ । ଏହିପରି ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଆପଣଙ୍କ ଅର୍ଶ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।