Noora Fatehi ଙ୍କୁ କିଏ ଉପହାର ଦେଲେ BMW ? ଏବେ ED ର କବଜାରେ ଫସିଲେ ଅଭିନେତ୍ରୀ, ଦେଖନ୍ତୁ କଣ ରହିଛି ପୁରା ମାମଲା

ଆଜିକାଲି ଫିଲ୍ମ ବ୍ଯତୀତ ଆହୁରି ଅନେକ ମା-ମ-ଲା-କୁ ନେଇ ବଲିଉଡ କଳାକାର ମାନେ ଚର୍ଚ୍ଚାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଲୋକପ୍ରିୟ ଅଭିନେତ୍ରୀ ଓ ଡାନ୍ସର ହେଉଛନ୍ତି ନୁରା ଫତେହୀ । ଖବର ଆସିଛି କି ନୁରାଙ୍କୁ ଜଣେ ବ୍ୟକ୍ତି BMW ଗିଫ୍ଟ ଦେଇଛନ୍ତି ଯିଏ ନିଜେ ଜଣେ ବହୁତ ବଡ ଠ-କ । ତାଙ୍କ ନାମ ହେଉଛି ସୁକେଶ ଚନ୍ଦ୍ରଶେଖର । ଟଙ୍କା ହେ-ର-ଫେ-ର ମା-ମ-ଲା-ରେ ଗି-ର-ଫ ହୋଇଥିବା ସୁକେଶଙ୍କ ବଲିଉଡ କନେକ୍ସନ ଲଗାତାର ସାମନାକୁ ଆସିବାରେ ଲାଗିଛି ।

ଇଡ଼ି ଏହି ମା-ମ-ଲା-ରେ ଯା-ଞ୍ଚ କରୁଥିବା ବେଳେ ପ୍ରତ୍ଯେକ ଦିନ ନୂଆ ଖୁ-ଲା-ସା ହେଉଛି । ୧୪ ଅକ୍ଟୋବର ଦିନ ଇଡି ନୁରାଙ୍କୁ ପ-ଚ-ରା-ଉ-ଚ-ରା କରିବା ପରେ ଏହି ଗିଫ୍ଟ ବିଷୟରେ ଜଣା ପଡିଥିଲା । ନୁରା ନିଜ ବ-ୟା-ନ-ରେ କହିଥିଲେ କି ୨୦୨୦ ରେ ଗୋଟିଏ ଇଭେଣ୍ଟରେ ସୁକେଶଙ୍କ ପତ୍ନୀ ଅଭିନେତ୍ରୀ ଲୀନା ପଲ୍ ତାଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ଇଭେଣ୍ଟ ଚେନ୍ନାଇରେ ହୋଇଥିଲା । ତେବେ ନୁରାଙ୍କୁ ମିଳିଥିବା BMW ପାଇଁ ପଇସା ଅ-ସୁ-ଲି ରା-କେ-ଟ ମାଧ୍ୟମରେ ସଂଗ୍ରହ ହୋଇଥିଲା ବୋଲି ଇଡି ସ-ନ୍ଦେ-ହ କରୁଛି ।

କୌଣସି ବିଜନେସ ମ୍ୟାନଙ୍କ ପତ୍ନୀଙ୍କୁ ବ୍ଲା-କ-ମେ-ଲ କରି ସୁକେଶ ଟଙ୍କା ହ-ଡ-ପ କରିଥିଲା । ତେବେ ନୁରାଙ୍କ ସହ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ନାମ ମଧ୍ୟ ସାମନାକୁ ଆସିଛି । ଜ୍ୟାକଲିନ ମଧ୍ୟ ଏହି ଅ-ସୁ-ଲି ରା-କେ-ଟ ସମ୍ବନ୍ଧରେ କିଛି ଜାଣି ନଥିବା କହିଛନ୍ତି । ସୁକେଶ ଜ୍ୟାକଲିନଙ୍କୁ ମଧ୍ୟ ଅନେକ ଗିଫ୍ଟ ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ଜ୍ୟାକଲିନଙ୍କ ସହ ସୁକେଶ ଅନେକ ଥର ଫୋନରେ କଥା ହୋଇଥିବା ପ୍ର-ମା-ଣ ମଧ୍ୟ ଇଡି ପାଖରେ ରହିଛି । ତେବେ ଏହି ମା-ମ-ଲା-ରେ ଜ୍ୟାକଲିନ ଓ ନୁରା ଦୁହେଁ ନିଜକୁ ପୀ-ଡି-ତ ବୋଲି କହୁଛନ୍ତି ।

ଜେ-ଲ-ରେ ବସି ଠ-କ ସୁକେଶ ଚନ୍ଦ୍ରଶେଖର ଜଣେ ବିଜନେସ ମ୍ୟାନଙ୍କ ପତ୍ନୀଙ୍କ ଠାରୁ ୨୦୦ କୋଟି ଟଙ୍କା ଅ-ସୁ-ଲ କରିଥିଲା । ପରେ ଏହି ମା-ମ-ଲା-ରେ ପତ୍ନୀ ଲୀନା ପଲ୍ ର ହାତ ଥିବା ମଧ୍ୟ ସାମନାକୁ ଆସିଥିଲା । ଲୀନା ମଧ୍ୟ ଏହି ମା-ମ-ଲା-ରେ ସଂପୂର୍ଣ୍ଣ ଭାବେ ଦୋ-ଷୀ ଅଟନ୍ତି ବୋଲି ଇଡି ଦା-ବି କରୁଛି । ଏହି ମାମଲାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।