୯୯ % ଲୋକମାନେ ଜାଣନ୍ତି ନାହିଁ ARMYର ଫୁଲ ଫର୍ମ, କଣ ଆପଣ ଜାଣିଛନ୍ତି ?

ଭାରତୀୟ ସେନା ଆଜି ଦୁନିଆର ସବୁଠୁ ଅଗ୍ରଣୀ ସେନା ମଧ୍ୟରୁ ଗୋଟିଏ ଅଟେ । ଭାରତୀୟ ସେନା ଦିନ ରାତି ବର୍ଡରରେ ଛିଡା ହୋଇ ଦେଶର ଜନତାଙ୍କର ରକ୍ଷା କରୁଛନ୍ତି । ARMY ଶବ୍ଦ କହିଲେ ମନରେ ଆତ୍ମବିଶ୍ଵାସ ବଢିଯାଏ ଏବଂ ମନରେ ଦେଶଭକ୍ତିର ଭାବନା ଜାଗିଉଠେ । ତେବେ ଚାଲନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ।

ଦୁନିଆର ଦ୍ଵିତୀୟ ସବୁଠୁ ବଡ ସେନା ଅଟେ ଭାରତୀୟ ARMY

Image courtesy: Google

ସବୁ ଦେଶର ନିଜର ସୈନିକ ଅଛନ୍ତି ଏବଂ ସେମାନେ ନିଜ ଦେଶର ରକ୍ଷା କରିଥାନ୍ତି । ସମସ୍ତ ଦେଶର ନାଗରିକମାନେ ନିଜ ଦେଶର ସୈନିକମାନଙ୍କୁ ସବୁଠୁ ବେଶି ଭଲ ପାଆନ୍ତି । କହି ଦେଉଛୁ ଯେ ଭାରତ ଆଜି ଦୁନିଆର ଦ୍ଵିତୀୟ ସବୁଠୁ ବଡ ARMY ଅଟେ । ପ୍ରଥମ ସ୍ଥାନରେ ଚୀନ ଅଛି । ଏମିତିରେ ଆଜି ଆମେ ଆପଣଙ୍କୁ ARMY ର ଫୁଲ ଫର୍ମ ବିଷୟରେ କହିବୁ । ଯାହାକୁ ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି ।

କେମିତି ହେଲା ARMY ଶବ୍ଦ ?

Image courtesy: Google

କହିଦେଉଛୁ ଯେ ଆର୍ମୀ ଶବ୍ଦ ଲାଟିନ ଭାଷାର ଅର୍ମାଟା ଶବ୍ଦରୁ ନିଆ ଯାଇଛି । ଏହାର ଅର୍ଥ ଆର୍ମ୍ଦ ଫୋର୍ସ । ଆର୍ମୀ ଗୋଟିଏ ଆର୍ଗନାଇସ୍ଡ ଫୋର୍ସ ହୋଇଥାଏ, ଯିଏକି ମାଟି ଉପରେ ଛିଡା ହୋଇ ଲଢିଥାଏ । ଆର୍ମୀ ପାଖରେ ସବୁଠୁ ବେଶି ଶକ୍ତି ଅଛି । ଆର୍ମୀ ସେନା ଶତ୍ରୁ ସହିତ ଲଢିବା ପାଇଁ ସବୁବେଳେ ସଜାଗ ରୁହନ୍ତି ।

କଣ ଅଟେ ARMYର ଫୁଲ ଫର୍ମ

Image courtesy: Google

ଆର୍ମୀର ନାମ ନେବା ମାତ୍ରେ ହିଁ ସବୁ ଭାରତୀୟମାନେ ଗର୍ବ କରନ୍ତି । କିନ୍ତୁ ଏହାର ଫୁଲ ଫର୍ମ ବହୁତ କମ ଲୋକମାନଙ୍କୁ ଜଣା ଅଛି । କହିଦେଉଛୁ ଯେ ARMYର ଫୁଲ ଫର୍ମ Alert Regular Mobility Young ଅଟେ । ଏତଦ ବ୍ୟତିତ କହିଦେଉଛୁ ଯେ ବର୍ତ୍ତମାନ ସମୟରେ ଭାରତ ପାଖରେ ପାଖାପାଖି ୧,୧୨୯,୦୦୦ ସକ୍ରିୟ ସେନା ଅଛନ୍ତି । ଏବଂ ୯,୬୦,୦୦୦ ରିଜର୍ବ କର୍ମୀ ଦ୍ଵିତୀୟ ସବୁଠୁ ବଡ ସେନା ଅଟନ୍ତି ।

I.A.S. ପରୀକ୍ଷାରେ ପ୍ରାୟତଃ ପଚରାଯାଏ ARMY

Image courtesy: Google

ଯେଉଁ ଲୋକମାନେ I.A.S.ର ତିଆରି କରୁଛନ୍ତି, ତେବେ ARMYର ଫୁଲ ଫର୍ମ ନିଶ୍ଚିତ ଜାଣିବା ଉଚିତ । ଆର୍ମୀର ଫୁଲ ଫର୍ମ ପ୍ରାୟତଃ I.A.S.ରେ ପ୍ରଶ୍ନ ପଚରାଯାଏ, ଯାହାର ଉତ୍ତର ପ୍ରାୟତଃ କେହି ଦେଇ ପାରନ୍ତି ନାହିଁ । ସେଥିପାଇଁ ଆପଣଙ୍କୁ ସବୁବେଳେ ଆର୍ମୀର ଫୁଲ ଫର୍ମ ମନେ ରଖିବା ଉଚିତ । Alert Regular Mobility Young । ଆଶା କରୁଛୁ ଆମର ଏହି ଶିକ୍ଷଣୀୟ ପୋଷ୍ଟଟି ପସନ୍ଦ ଆସିଥିବ । ଆମ ଭାରତୀୟ ସେନା ପାଇଁ ଗର୍ବରେ ଗୋଟେ ଶେୟାର କରିବେ । ଯଦି ଆମ ପେଜକୁ ଏବେ ଯାଏ ଲାଇକ କରି ନାହାନ୍ତି ତେବେ ଲାଇକ ନିଶ୍ଚୟ କରନ୍ତୁ ।