LICର ନୂଆ ପଲିସୀ : ସବୁ ମାସରେ ୧୩୦୨ ଟଙ୍କା ନିବେଶ କରନ୍ତୁ, ତେବେ ମିଳିବ ଆପଣଙ୍କୁ ୬୩ ଲକ୍ଷ ଟଙ୍କା – ଜାଣନ୍ତୁ କେମିତି

ସମସ୍ତେ ନିଜ ପରିବାରକୁ ଏକ ଭଲ ଭବିଷ୍ୟ ଦେବାକୁ ଚାହୁଁଛନ୍ତି ଏବଂ ଭବିଷ୍ୟ ପାଇଁ ନିବେଶ ବହୁତ ଅଧିକ ଜରୁରୀ ଅଟେ । ଏମିତିରେ ଆପଣ ବି ନିଜ ପରିବାର ଭବିଷ୍ୟରେ ଆର୍ଥିକ ରୂପରେ ସାହାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଲାଇଫ ଇଂଶ୍ଯୋରେଂସ ସବୁଠୁ ଭଲ ଉପାୟ ଅଟେ । ଏମିତିରେ ଆପଣଙ୍କ ପାଇଁ LIC ଏକ ଭଲ ଉପାୟ ଅଟେ । ଯାହା ସାହାର୍ଯ୍ୟରେ ଆପଣ ନିଜ ପରିବାରର ଭବିଷ୍ୟକୁ ମଜବୁତ କରିପାରିବେ ।

LIC ନିଜର ଗ୍ରାହକମାନଙ୍କ ପାଇଁ ଏକ ନୂଆ ପଲିସୀ ଆଣିଛି, ଯାହାର ନାମ ଜୀବନ ଉମଙ୍ଗ ଅଟେ । ଏହି ପଲିସୀରେ ଏହା ଖାସ କଥା ଅଟେ କି ଏହାର ଲାଭ ୩ ବର୍ଷରୁ ଆରମ୍ଭ କରି ୫୫ ବର୍ଷର ବ୍ୟକ୍ତି ନେଇ ପାରିବେ । ପଲିସୀ ନେଇଥିବା ବ୍ୟକ୍ତିର ମୁର୍ତ୍ୟୁ ପରେ ତାହାର ସବୁ ଟଙ୍କା ତାହାର ପରିବାରକୁ ମିଳିଯିବ । ଏଥିରେ ଆପଣ ନିଜ ପରିବାରକୁ ଏକ ଭଲ ଭବିଷ୍ୟ ଦେଇ ପାରିବେ । ଏହି ଜୀବନ ଉମଙ୍ଗକୁ ୧୦୦ ବର୍ଷ ପର୍ଯ୍ୟନ୍ତ କଭର ଦେଇଥାଏ ।

ଜୀବନ ଉମଙ୍ଗ ପଲିସୀ ଅନୁସାରେ ନିବେଶ କରନ୍ତୁ କେବଳ ୧୩୦୨ ଟଙ୍କା ମାସକୁ

ଜୀବନରେ ଉମଙ୍ଗ ପଲିସୀ ଅନୁସାରେ ଯଦି ଆପଣ ୩୦ ବର୍ଷ ପର୍ଯ୍ୟନ୍ତ ୧୩୦୨ ଟଙ୍କା ପ୍ରିମିୟମ ଦେଉଛନ୍ତି, ତେବେ ଆପଣଙ୍କର ନିବେଶ ଟଙ୍କା ୪,୫୮,୯୪୦ ଟଙ୍କା ହୋଇଯିବ । ଏମିତିରେ ୩୧ ବର୍ଷ ପରେ ଆପଣଙ୍କୁ ବର୍ଷକୁ ୪୦୦୦୦ ଟଙ୍କା ଫେରସ୍ତ ଆସିବ । ଏହି ହିସାବରେ ଯଦି ୧୦୦ ବର୍ଷ ପର୍ଯ୍ୟନ୍ତ ବୟସରେ ଫେରସ୍ତ ଟଙ୍କାକୁ ହିସାବ କଲେ, ଏହା ୨୮ ଲକ୍ଷ ଟଙ୍କା ହୋଇଯିବ ।

ଏହି ପଲିସୀରେ ଆପଣଙ୍କୁ ୨୩,୪୧,୦୬୦ ଟଙ୍କାର ଲାଭ ମିଳିବ ଯାହାକି ଆପଣଙ୍କର ପରିବାରକୁ ଆର୍ଥିକ ରୂପରେ ମଜବୁତ କରିବା ପାଇଁ ଭଲ ଉପାୟ ଅଟେ । ଏହା ସହିତ ଆପଣଙ୍କୁ କହିଦେଉଛୁ ଯେ ଯଦି ପଲିସୀ ଧାରକର ବୟସ ୧୦୧ ବର୍ଷ ହୋଇଯିବ ତେବେ ତାଙ୍କୁ ଅଲଗା ୬୨.୯୫ ଲକ୍ଷ ଟଙ୍କା ମିଳିବ ।

ଏହି ବିକଳ୍ପ ସହିତ ଉପଲବ୍ଧ

ଜୀବନ ଉମଙ୍ଗ ପଲିସୀ ଅନୁସାରେ ୧୫, ୨୦, ୨୫, ୩୦ ବର୍ଷର ବିକଳ୍ପ ଆପଣଙ୍କୁ ମିଳି ପାରିବ । ଏହି ପଲିସୀର ପ୍ରିମିୟମ ରାଶି ୨୫୦୦୦ କିମ୍ବା ସେହି ହିସାବରେ ଅଧିକ ହୋଇ ପାରେ । ଯାହାକି ପଲିସୀ ଧାରକର ଜୀବନକାଳ ପର୍ଯ୍ୟନ୍ତ ରହିବ ଏବଂ ତାହା ପରେ ନୋମିନୀକୁ ପୁରା ଟଙ୍କା ମିଳିଯିବ ।

ସନ୍ତୁଷ୍ଟ ନ ହେଲେ ଆପଣ କରି ପାରିବେ ପଲିସୀ କ୍ୟାନ୍ସଲ

ଆପଣ ଯଦି ଏହି ପଲିସୀରେ ସନ୍ତୁଷ୍ଟ ନୁହନ୍ତି ତେବେ ଏହାକୁ ଆପଣ ମଝିରେ ହିଁ ବନ୍ଦ କରି ପାରିବେ । ଏବଂ ଆପଣଙ୍କୁ ଆପଣଙ୍କର ନିବେଶ ରାଶି ମିଳିଯିବ । ଏମିତିରେ ଏହି LIC ପଲିସୀ ଗ୍ରାହକମାନଙ୍କ ପାଇଁ ସବୁଠୁ ଭଲ ଉପାୟ ଅଟେ ।

ଯଦି ଏବେ ଯାଏ ଆପଣ କୌଣସି ପଲିସି କରି ନାହାନ୍ତି କିମ୍ବା ନୂଆ ପଲିସି କରିବାକୁ ଭାବୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ଅଟେ । ଏହି ପୋଷ୍ଟ ଟିକୁ ସମସ୍ତଙ୍କ ସହିତ ଶେୟାର କରି ସେମାନଙ୍କୁ ମଧ୍ୟ ଏ ବିଷୟରେ ଜାଣିବାର ସୁଯୋଗ ଦିଅନ୍ତୁ । ଏମିତି ଅନେକ ଦରକାରୀ ଘଟଣା ଗୁଡିକ ବିଷୟରେ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।