ଏପ୍ରିଲରେ ଏହି ଗୋଟିଏ ରାଶି ଉପରେ ପ୍ରସନ୍ନ ରହିବେ ଭୋଲେନାଥ ମିଳବ ବଡ ଖୁସିଖବର

ଦେବଙ୍କ ଦେବ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନଟି ସବୁଠୁ ଅଧିକ ଶୁଭ ବୋଲି କୁହାଯାଏ । ସୋମବାର ଦିନ ମହାଦେବଙ୍କ ମନ୍ଦିରରେ ବହୁତ ମାତ୍ରାରେ  ଭକ୍ତଜନ ଶିବଙ୍କର ପୂଜା ଆରାଧନା କରିଥାନ୍ତି ଏବଂ ଭଗବାନ ଶିବ ନିଜର ଭକ୍ତମାନଙ୍କର ସବୁ ଇଚ୍ଛାକୁ ପୂରଣ କରିଥାନ୍ତି ।

ଶିବଙ୍କର ଭକ୍ତମାନଙ୍କୁ ନା ମୃତ୍ୟୁର ଭୟ ରହିଥାଏ, ନା ରୋଗର, ନା ଦୁଃଖର । ଶିବ ତତ୍ତ୍ଵ ତାଙ୍କ ମନକୁ ଭକ୍ତି ଏବଂ ଶକ୍ତିର ସାମର୍ଥ୍ୟ ପ୍ରଦାନ କରିଥାଏ । ଶିବ ତତ୍ତ୍ଵର ଧ୍ୟାନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜରିଆରେ କରାଯାଇଥାଏ । ଏହି ମନ୍ତ୍ରର ଜପ କରିବା ଦ୍ଵାରା ଭଗବାନ ଶିବଙ୍କର କୃପା ମିଳିଥାଏ । ଶାସ୍ତ୍ରରେ ଏହି ମନ୍ତ୍ରକୁ କେତେକ କଷ୍ଟର ନିବାରକ ବୋଲି କୁହାଯାଇଛି । ଶିବଙ୍କର ବାହନ ବୃଷଭ ଅର୍ଥାତ ଷଣ୍ଢ ଅଟେ । ମହାଦେବ ଏହି ଷଣ୍ଢଙ୍କର ସବାରି କରିଥାନ୍ତି, ଯାହା କହିଥାଏ କି ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ ତାଙ୍କ କୃପାରେ ହିଁ ମିଳିଥାଏ ।

ଶାସ୍ତ୍ର ଅନୁସାରେ କୁହାଯାଏ କି ଭଗବାନ ଶିବଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ହୋଇଯାଏ ତାହାର ଭାଗ୍ୟ ରାତା ରାତି ବଦଳିଯାଏ ଏବଂ ତା ଜୀବନର ସବୁ କଷ୍ଟ ଓ ସମସ୍ୟା ଦୂର ହୋଇଯାଏ । ଏଥର ୧ ଏପ୍ରିଲ ଏକ ବଡ ସୋମବାର ଅଟେ ଏବଂ ଏହା ସହିତ ଏହି ସୋମବାର ଏପ୍ରିଲର ପ୍ରଥମ ସୋମବାର ମଧ୍ୟ ଅଟେ । ଶାସ୍ତ୍ର ଅନୁସାରେ ୧ ଏପ୍ରିଲ ପରେ ଶିବଙ୍କର ବିଶେଷ କୃପା ମାତ୍ର ଗୋଟିଏ ରାଶି ଉପରେ ହିଁ ପଡିବାର ଅଛି, ଯାହାଙ୍କୁ ଅପାର ଖୁସି ମିଳିବାର ଯୋଗ ଅଛି ।

ଆଜି ଆମେ ଆପଣମାନଙ୍କୁ ଏକ ଭାଗ୍ୟଶାଳୀ ରାଶି ବିଷୟରେ କହିବାକୁ ଯାଉଛୁ, ଯିଏକି ଏପ୍ରିଲ ମାସରେ ସବୁ କିଛି ପାଇବେ । ଏହି ରାଶିର ଲୋକମାନେ ଅନ୍ୟ ବ୍ୟକ୍ତିମାନଙ୍କର ବିଶେଷ ଧ୍ୟାନ ରଖିବେ । ଏହି ରାଶିମାନଙ୍କୁ ନିଜ କର୍ମ ହିସାବରେ ଜଲ୍ଦି ହିଁ ଶୁଭ ଫଳ ପ୍ରାପ୍ତ ହେବାର ଅଛି ଏବଂ ଆପଣଙ୍କୁ ଜଲ୍ଦି କିଛି ଶୁଭ ଫଳ ମିଳିବାର ଅଛି ।

ଏହି ରାଶିର ଲୋକମାନଙ୍କୁ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ଏବଂ ସହଯୋଗ ପ୍ରାପ୍ତ ହେବ ଏବଂ ଏମାନଙ୍କର ଅଧିକାଂଶ ଆଶାଗୁଡିକ ପୂରଣ ହୋଇଯିବ । ମନ ପ୍ରସନ୍ନ ରହିବ । ଆପଣ ସମସ୍ତଙ୍କୁ କହି ଦେଉଛୁ ଯେ ଏହି ଏକ ମାତ୍ର ରାଶି ବିଚ୍ଛାରାଶି ଅଟେ ।