ଅନୁଷ୍କା ଙ୍କ ପୂର୍ବରୁ ଏହି ହିରୋଇନ ଙ୍କ ପ୍ରେମରେ ପାଗଳ ଥିଲେ ବିରାଟ, କହିଲେ – ଥରେ ତାଙ୍କୁ ଏମିତି କରୁଥିବାର ଦେଖିବାକୁ ଚାହୁଁଚି

ଅନୁଷ୍କା ଶର୍ମାଙ୍କ ପୂର୍ବରୁ ଆଉ ଜଣେ ଅଭିନେତ୍ରୀ ଥିଲେ ଯିଏକି ବିରାଟ ଙ୍କର ହୃଦୟ ଚୋରୀ କରିନେଇଥିଲେ । ଏହି ଅଭିନେତ୍ରୀଙ୍କୁ ସେ ଏତେ ଭଲ ପାଉଥିଲେ କି ତାଙ୍କୁ କ୍ରିକେଟ ର ପଡିଆରେ କ୍ରିକେଟ ଖେଳିଥୁବା ର ଦେଖିବା କୁ ଚାହୁଁଥିଲେ । ଏହି ଅଭିନେତ୍ରୀ ତାଙ୍କୁ ଅନୁଷ୍କା ଶର୍ମାଙ୍କ ଠାରୁ ମଧ୍ୟ ଅଧିକ କ୍ୟୁଟ ଲାଗୁ ଥିଲେ । ତାଙ୍କୁ ଯେବେ ପଚାରାଗଲା କି ସେ ପଡିଆରେ କେଉଁ ଅଭିନେତ୍ରୀ ଙ୍କୁ ଖେଳିବାକୁ ଦେଖିବା ପାଇଁ ଚାହୁଁଛନ୍ତି ସେଠୁ ବିରାଟ ସଙ୍ଗେ ସଙ୍ଗେ କିଛି ନ ଭାବି ଅଭିନେତ୍ରୀ ଜେନେଲିୟା ଡିସୂଜା ଙ୍କର ନାଁ ନେଇଥିଲେ ।

ସେ କହିଲେ କି ତାଙ୍କୁ ଜେନେଲିୟା ବହୁତ ଭଲ ଲାଗନ୍ତି । ଆଇପିଏଲ ର ପରେ ଏକ ରୈପିଡ ଫାୟର ରାଉଣ୍ଡ ହେଇଥିଲା ସେଠାରେ ତାଙ୍କୁ କିଛି ପ୍ରଶ୍ନ ପଚରାଯାଇଥିଲା ।

ବିରାଟ କୁ ପଚାରାଗଲା ଯେ ଯଦି ଆପଣଙ୍କୁ ଜଲ୍ଦି ଗାଧେଇବାକୁ କୁହାଯିବ ତେବେ କେତେ ଜଲ୍ଦି ଗାଧେଇବେ । ବିରାଟ କହିଲେ ମୋତେ ୧ ରୁ ୧.୫ ମିନିଟ ଟାଇମ ଲାଗିବ । ତାଙ୍କୁ ଡେଟ ବିଷୟରେ ପଚାରାଗଲା ଯେ ସେ କହିଲେ ତାଙ୍କୁ ଟାଇମ ମିଲିଲେ ସେ ୫ ମିନିଟ ଏକ ବ୍ଲାଇଂଡ ଡେଟ ରେ ଯିବେ । କହି ଦେଉଛୁ ଯେ କିଛି ସମୟ ପୂର୍ବରୁ ବିରାଟ ବହୁତ ସାରା ରେକର୍ଡ ନିଜ ନାଁ ରେ କରିଛନ୍ତି । କିନ୍ତୁ ସେ ଶ୍ରୀଲଙ୍କା ଟିମ କୁ ହରେଇବା ପରେ ଏବେ ସେ ନିଜ ପତ୍ନୀ ସହ ଟାଇମ ବିତଉଛନ୍ତି ।

୧୧ ସେପ୍ଟେମ୍ବର ଦିନ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଏକ ଲମ୍ବା ସମୟ ପରେ ଦୁଇ ଜଣ ବାହା ହୋଇ ଥିଲେ । କିନ୍ତୁ ମଝିରେ ବ୍ରେକପ ର ଖବର ମଧ୍ୟ ଆସିଥିଲା । ଦୁଇଜଣ ଏହି ବାହାଘରକୁ ଇଟଲୀ ର ଟସ୍କନୀ ରେ ଥିବା ଏକ ଆଲିଶାନ ହୋଟଲ ବୋର୍ଗୋ ଫିନୋଶୀଏଟୋ ରେ ସମ୍ପନ୍ନ କରିଥିଲେ । ବିରାଟ ଏବଂ ଅନୁଷ୍କାଙ୍କ ବାହା ଘର ବହୁତ ରହସ୍ୟମୟ ଥିଲା । ସମସ୍ତେ ଭାବିଲେ ସେମାନେ ସତରେ ବାହା ହେଉଛନ୍ତି ନାଁ ଏହା ଏକ ଥଟା ଅଟେ । ଏହା ପରେ ବିରାଟ ଏବଂ ଅନୁଷ୍କା ନିଜ ବାହାଘର ର ଏକ ଫୋଟୋ ରାତି ୯ ଟା ରେ ସୋସିୟାଲ ମିଡିୟା ରେ ସେୟାର କରିଥିଲେ ।