ସୁନା ମୁଦି ଏହି 3ଟି ରାଶି ପାଇଁ ହେଇପାରେ ବହୁତ ଖରାପ, ଏବେହିଁ ଜାଣି ନିଅନ୍ତୁ

ଭାରତରେ ସୁନା ସବୁଠାରୁ ଅଧିକା କିଣାଯାଇଥାଏ । ସୁନା ଯେତେ ବି ମହଙ୍ଗା ହୋଇଥାଉ ଲୋକମାନେ ଏହାକୁ ଉତ୍ସାହ ସହ କିଣନ୍ତି । ମୁଦି କେବଳ ଆଭୁଷଣ ନୁହେଁ, ଏହା ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସୋଭାଗ୍ୟ ବଢେଇବାରେ ମଧ୍ୟ ଉପଯୁକ୍ତ ହୋଇଥାଏ । ଚାନ୍ଦି, ହିରା ସବୁ ମହିଳା ମାନଙ୍କର ଦୁର୍ବଳତା ଅଟେ । କାରଣ ସମସ୍ତ ମହିଳା ସୁନା କିଣିବାକୁ ଏବଂ ପିନ୍ଧିବାକୁ ଭଲପାଆନ୍ତି ।

ସୁନା କିଣି ଘରକୁ ଆଣିବା ଦ୍ଵାରା, ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲ ସମ୍ବନ୍ଧ ହୋଇଥାଏ । ନିସନ୍ତାନ ଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ଏମିତି କୁହାଯାଏ କି ସୁନା ମିଳବା ଏବଂ ସୁନା ହଜାଇବା ଦୁଇଟି ଯାକ ଖରାପ ଅଟେ । ଜ୍ଯୋତିଷ ବିଦ୍ୟା ଅନୁସାରେ ସୁନା ପିନ୍ଧିବା ସମସ୍ତଙ୍କ ପାଇଁ ଭଲ ନୁହେଁ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରେତ୍ୟକ ଧାତୁ ଅମ ଉପରେ ପ୍ରଭାବ ପକେଇଥାଏ । କାରଣ ନା ଏହା ସବୁ ସୌରମଂଡଳରେ ଥିବା ଗ୍ରହ ର ଖେଳ ଅଟେ । ସବୁ ଧାତୁ ନିଜର ଏକ ସୁତନ୍ତ୍ର ଗ୍ରହ ସହ ଜଡିତ ରୁହନ୍ତି । ତମ୍ଭା, ଚାନ୍ଦି, ସୁନା , ମହଙ୍ଗା ରତ୍ନ ହେଉ ବା ହୀରା ରେ ତିଆରି ଆଭୂଷଣ ….. ଏହି ସବୁ ବସ୍ତୁ ଆମର ଉନ୍ନତି କରିପାରେ କିମ୍ବା ଅବନତି ମଧ୍ୟ କରିପାରେ।

ସୁନା ମୁଦି ପିନ୍ଧିବା ଦ୍ଵାରା ମଧ୍ୟ ଲୋକମାନଙ୍କର ବହୁତ କ୍ଷତି ହୋଇ ଥାଏ । ଆଜି ଆମେ ଏହି ପୋଷ୍ଟରେ ସେହି ରାଶି ର ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କୁ ଭୁଲ୍ ରେ ବି ସୁନା ମୁଦି ପିନ୍ଧିବା ଉଚିତ ନୁହେଁ, କାରଣ ଯଦି ସେମାନେ ସୁନା ମୁଦି ପିନ୍ଧୁଛନ୍ତି ତାଙ୍କୁ ତାଙ୍କ ଜୀବନରେ ସବୁବେଳେ ଦରିଦ୍ରତା ର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ମେଷ, କନ୍ୟା ଏବଂ ଧନୁ ରାଶି ର ଲୋକମାନେ ଯଦି ସୁନା ମୁଦି ପିନ୍ଧୁଛନ୍ତି ତେବେ ତାଙ୍କୁ ଜୀବନରେ କେବେ ବି ସଫଳତା ମିଳିବ ନାହିଁ ।

ସେଥିପାଇଁ ସେମାନେ ପିନ୍ଧିଥିବା ସୁନା ମୁଦି କୁ ବିକ୍ରି କରିବାକୁ ପଡିବ । ଏହା ପରେ ଏମାନଙ୍କର ଜୀବନରେ ଉନ୍ନତି ଆସିବ। ଏହି ତିନି ରାଶି ଙ୍କ ସୁନାମୁଦି ପିନ୍ଧିବା ଦ୍ଵାରା ତାଙ୍କର ବ୍ୟବସାୟ କ୍ଷେତ୍ରରେ କ୍ଷତି ହବ । ଯଦି ଆପଣ ମେଷ, କନ୍ୟା ଏବଂ ଧନୁ ରାଶି ସହ ଜଡିତ ଅଛନ୍ତି ତେବେ ଆପଣ କେବେ ବି ସୁନା ମୁଦି ପିନ୍ଧନ୍ତୁ ନାହିଁ ନହେଲେ ସବୁବେଳ ଆପଣଙ୍କୁ କାମରେ ବାଧା ଉତ୍ପନ୍ନ ହବ ।