3 ଗୁଣ ଅଧିକ ସ୍ପୀଡ ବଢାନ୍ତୁ ନିଜ JIO ର ଇଣ୍ଟରନେଟର, ବାସ୍ ଗୋଟିଏ ସେଟିଙ୍ଗ ଚେଞ୍ଜ କରିବାର ଅଛି, ବୁଲେଟ୍ ଭଳି ହେବ ସ୍ପୀଡ

ଜିୟୋ ର ଆସିବା ପରେ ଇନ୍ଟରନେଟ ୟୁଜର୍ସ ନିଜର ଫୋନ ରେ ଇନ୍ଟରନେଟ ରିଚାର୍ଜ କରିଥିଲେ । ଜିୟୋ ଇଂଟରନେଟ ସହିତ ସମସ୍ତ ଅନ୍ୟ ସୁବିଧା ଗୁଡିକୁ ଫ୍ରୀ ରେ ଆରମ୍ଭ କରିଦେଲେ । ଏହି ସବୁଥିରେ ସବୁଠାରୁ ଭଲ କଥା ଥିଲା କି ଜିୟୋ କେବଳ ଇଂଟରନେଟ ର ନୁହେଁ ଭଲ ସ୍ପୀଡ ର ସହିତ ଇଂଟରନେଟ ସେବା ଦେଉ ଥିଲା ।

ଦୁଇଗୁଣ କରନ୍ତୁ ରିଲାୟ୍ଯାନ୍ସ ଜିୟୋ ଇଂଟରନେଟ ସ୍ପୀଡ : ବର୍ତ୍ତମାନ ରିଲାୟ୍ଯାନ୍ସ ଜିୟୋ ର ସେବା ପେଡ ହୋଇଛି । ଏବେ ୟୁଜର୍ସଙ୍କୁ ଜିୟୋ ର କୌଣସି ସେବା ପାଇବାର ଅଛି ତେବେ ତାହା ପାଇଁ ପଇସା ଦବାର ଅଛି । ଜିୟୋ ଦେଇଥିବା ଇଂଟରନେଟ ପ୍ଳାନ୍ସ ଅନ୍ୟ ମାନଙ୍କ ଅପେକ୍ଷା ବହୁତ କମ ଅଛି । ଏହି ପ୍ଳାନ ପଇସା ରେ ବି କମ ଅଛି ଏଥିରେ ଡାଟା ର ସୁବିଧା ବି ଅଧିକ ଦିଆ ଯାଇଛି ।

ବର୍ତ୍ତମାନ ବହୁତ ୟୁଜର୍ସ ର ଅଭିଯୋଗ ଅଛି କି ରିଲୟାଂସ ଜିୟୋ ର ଇନ୍ଟରନେଟ ର ସ୍ପୀଡ କମ ହୋଇଯାଇଛି । ଏହା ସହିତ ସବୁବେଳେ ନେଟୱର୍କ ପ୍ରୋବ୍ଲେମ ର ମଧ୍ୟ ସାମ୍ନା କରିବାକୁ ପଡୁଛି । ସେଇଠି ଊକଲା ସ୍ପୀଡ ଟେଷ୍ଟ ର ରେଜଲ୍ଟ ରେ ମଧ୍ୟ ରିଲୟାଂସ ଜିୟୋ 4ଜି ସ୍ପୀଡ କମ ହେବାର କହିଛି । ଯଦି ଆପଣ ଜିୟୋ ର ସ୍ପୀଡ କୁ ନେଇ ଅସୁବିଧାରେ ଅଛନ୍ତି ତେବେ ବହୁତ ଉପାୟ ଅଛି ଯାହା ଇନ୍ଟରନେଟ ସ୍ପୀଡ କୁ ବଢେଇ ପାରିବେ ।

ଏପୀଏନ ସେଟିଂଗ୍ସ କରନ୍ତୁ : ଏକ୍ସେସ ପଇଂଟ ନା କୁ ବଦଳି ଆମେ ଜିୟୋ ର ସ୍ପୀଡ କୁ ବଢେଇ ପାରିବା । କିନ୍ତୁ ଏହା କରିବା ପୂର୍ବରୁ ଧ୍ୟାନ ରଖନ୍ତୁ ଆପଣ ଏପିନ ର ଆପଣଙ୍କ ସ୍ମାର୍ଟଫୋନରେ ଭଲ ଭାବରେ ବୈକଅପ ନେଇଯାଆନ୍ତୁ ।

# 1 : ସର୍ବେ ପ୍ରଥମେ ଆପଣଙ୍କୁ ଫୋନ ର ଏଂଡ୍ରାୟଡ ‘ସେଟିଂଗ୍ସ’ ରେ ଯିବାକୁ ପଡିବ, ଏହା ପରେ ‘ସେଲୁଲର ନେଟୱର୍କ୍ସ’ କିମ୍ବା ‘ସିମ କାର୍ଡ୍ସ ଏବଂ ମୋବାଇଲ ନେଟୱର୍କ’ ରେ ଯାଅନ୍ତୁ ।

# 2 : ଏବେ ଆପଣଙ୍କୁ ଏକ୍ସେସ ପଇଂଟ ନେମ ରେ ଯିବାକୁ ପଡିବ , ଏଠାରେ ଜିୟୋ 4ଜି ଉପରେ କ୍ଲିକ କରନ୍ତୁ ଏଠାରେ ଆପଣଙ୍କୁ ଏଂଟ୍ରୀଜ ଏଡିଟ କରିବା କୁ ପଡିବ ।

# 3 : ତଳେ ଥିବା ଡିଟେଲ୍ସ ଏଡିଟ କରନ୍ତୁ । ସର୍ୱର : www.google.com
Authentic Type: None APN type: Default Bearer: LTE

#4 ଏବେ ଏଠି ସବୁ ଜିନିଷ ସେବ କରନ୍ତୁ ଏବଂ ପ୍ରୋଫାଇଲ ପୁଣିଥରେ ସିଲେକ୍ଟ କରନ୍ତୁ । ଧ୍ୟାନ ରଖନ୍ତୁ ଏହି ସବୁ ଚେଞ୍ଜେସ ଆପଣ ଏପିନ ର ବୈକଅପ ନେବା ପରେ କରୁଛନ୍ତି ।

# 5 : ସବୁ ଚେଞ୍ଜେସ ହେବା ପରେ ଆପଣ ନିଜ ଫୋନ କୁ ରୀସ୍ଟାର୍ଟ କରନ୍ତୁ ଏବଂ ଜିୟୋ ର ସ୍ପୀଡ ର ଲାଭ ଉଠାନ୍ତୁ ।