ଅନୁଭବ ଯାହା କହିଥିଲେ ତାହା କରି ଦେଖାଇ ଦେଲେ, ବର୍ଷାଙ୍କୁ ଟାଣି ନେଲେ ହାଇକୋର୍ଟ କୁ Anubhav Mohanty

ମ୍ୟାଡମ ଏଥର ଦେଖା ଦେଖି ହେବା । ସବୁ ମିଛ ଏବେ ତୁମର ଧରା ପଡିବ । ଯେତେ ଖୁସି ବ କଥା ହୋଇଯାଅ । ହାଇକୋର୍ଟ ରେ ସବୁ ସତ କଥା ତମେ କହିବ । ହଁ ଦର୍ଶକ ବନ୍ଧୁ ବୋଧ ହୁଏ ମନେ ମନେ ଖୁସି ହେଉଥିବା ବର୍ଷା ଏତେ ଆଶଙ୍କା ମଝିରେ ରହିଛନ୍ତି । ଇଛି ବି ଚିନ୍ତା କରିପାରୁ ନାହାନ୍ତି । ବୋଧ ହୁଏ ସତ ଧାରା ପଡିଯିବା ଭୟରେ ଏବେ ବର୍ଷା ରହିଛନ୍ତି । କାରଣ ଅନୁଭବ ମହାନ୍ତିଙ୍କ ଠାରୁ ତାଙ୍କୁ ମିଳିଛି ବଡ ଝଟକା ।

ଯାହା କହୁଥିଲେ ତାହା କରି ଦେଖାଇ ଦେଲେ ଅନୁଭବ ମହାନ୍ତି । ଅନୁଭବ କହିଥିଲେ ହାଇ କୋର୍ଟ ରେ ଦେଖା ଦେଖି ହେବା ବୋଲି ଯାହା ଏବେ ସତ ପ୍ରମାଣିତ ହୋଇଛି । ପ୍ରଥମ ଥର ପାଇଁ ଏହା ଏମିତି ଏକ ପାରିବାରିକ ମାମଲା ଯାହାର ସମାଧାନ ହେବାର ନାଁ ନେଉ ନାହିଁ । ଖାଲି କୋର୍ଟ ରେ ତାରିଖ ପରେ ତାରିଖ ପଡିବାରେ ଲାଗିଛି । ଯେଉଁ ଫ୍ୟାମିଲି କୋର୍ଟ ରେ ପାରିବାରିକ ମାମଲା ଥିବା ତାହା ଏବେ ହାଇ କୋର୍ଟ ରେ ପହଞ୍ଚିଛି ।

ଅନୁଭବ କହିଥିଲେ ବର୍ଷା ତୁମେ ଭାରି ମିଛେଇ । ତୁମ ମିଛ ଆଗରେ ଆଜି ସତ ବଳି ପଡିଛି । ଫ୍ୟାମିଲି କୋର୍ଟ ରେ ତୁମର ଖରାପ ରାଜନୀତି ଆଗରେ ନ୍ୟାୟର ହାର ହୋଇଛି । ତଥାପି ମୁଁ ହାର ମାନି ନାହିଁ ବର୍ଷା । ଅନ୍ୟାୟ ଆଗରେ ନ୍ୟାର ଜିତ ନିଶ୍ଚୟ ହେବ । ଆମେ ଦୁହେଁ ହାଇ କୋର୍ଟ ରେ ଦେଖା ଦେଖି ହେବା । ତୁମର ସାମନାରେ ମୁଁ ଛିଡା ହୋଇଥିବୀ ଆଉ ମୋ ଆଗରେ ତୁମେ ଛିଡା ହୋଇଥିବ ।

ଆଉ ଏବେ ଠିକ ସେୟା ହୋଇଛି । ଏବେ ହାଇ କୋର୍ଟ ରେ ପିଟିସନ ଅନୁଭବ ଦାଖଲ କରିବା ପରେ ବର୍ଷା ଙ୍କ ପାଖକୁ ଆସିଛି ନୋଟିସ । ଏବେ ହାଇ କୋର୍ଟ ରେ ଯାଇ ହାଜର ହେବେ ଅନୁଭବ ଓ ବର୍ଷା । ହାଇ କୋର୍ଟ ରେ ପୁଣି ଠାରେ ଦୁହିଙ୍କର ଜେରା ଆରମ୍ଭ ରୁ ହେବ । ବିଭିନ୍ନ ଦିଗକୁ ନେଇ ଜେରା ଏବେ ଅନୁଭବ ଓ ବର୍ଷା ।

ଶାରୀରିକ ସମ୍ପର୍କ କୁ ନେଇ ମଧ୍ୟ ହାଇ କୋର୍ଟ ଙ୍କ ପ୍ରଶ୍ନର ଶିକାର ହେବେ ବର୍ଷା । ଯଦି ଦେଖିବା ବର୍ଷା ହାଇ କୋର୍ଟ ରୁ ନୋଟିସ ପାଇବା ପରେ ଏବେ ଚିନ୍ତାରେ ପଡି ଯାଇଛନ୍ତି । କାରଣ ହାଇ କୋର୍ଟ ରେ ଆଜି ଯାଏଁ କାହାର ବି ମିଛ ଲୁଚି ରୁହେ ନାହିଁ । ଫ୍ୟାମିଲି କୋର୍ଟ ରେ ଅନୁଭବ ଓ ବର୍ଷା ଙ୍କ ଛାଡପତ୍ର କୁ ଖାରଚ କରା ଯାଇଛି ଯାହା ପରେ ହାଇ କୋର୍ଟ ରେ ପିଟିସନ କୁ ଚ୍ୟାଲେଞ୍ଜ କରିଥିଲେ ଅନୁଭବ ମହାନ୍ତି । ଆଉ ସେ ଚ୍ୟାଲେଞ୍ଜ ଆଜି ପୁରା କରି ଦେଖାଇଛନ୍ତି ଅନୁଭବ ମହାନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।