“ବ୍ରହ୍ମପୁର ପିଲା ସେଥିପାଇଁ ଖଟା ଖାଇବାକୁ ବହୁତ ଭଲ ଲାଗେ, ଥରେ ବହୁତ ଖଟା ଖାଇ ଦେଇଥିଲି, ପେଟ କାମୁଡିଲା”… Actor Sanoj

ନମସ୍କାର ବନ୍ଧୁଗଣ । ଆପଣ ମନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ନିଶ୍ଚୟ ଦେଖୁଥିବେ । ସେଥିମଧ୍ୟରୁ “ସିନ୍ଦୁର ର ଅଧିକାର” ସିରିଏଲ ରେ ଏବେ ଖୁବ ଲୋକପ୍ରିୟ ହୋଇ ପାରିଛି । ଏହି ସିରିଏଲ ରେ ଅଭିନୟ କରୁଥିବା ମୁଖ୍ୟ ନାୟକ ସନୋଜ ବା ଆରବ ଙ୍କୁ ଆପଣ ମନେ ବେସ ଭଲ ଭାବେ ଜାଣିଥିବେ । ଟିଭି ପରଦାରେ ତାଙ୍କୁ ଆରବ ନାଁ ରେ ଜାଣିଛନ୍ତି । ଆଉ ଦର୍ଶକ ମାନେ ଏହି ସିରିଏଲ କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ଅଭିନେତା ସନୋଜ ଗଣମାଧ୍ୟମ ରେ ନିଜର ଅଭିନୟ ଲାଇଫକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଅଭିନେତା ସନୋଜ କହିଛନ୍ତି ଯେ” ମୋତେ କଳାକାର କହିଲେ ମୁଁ ବେସୀ ଖୁସି ହୁଏ ।  ଆକ୍ଟ ହେଉଛି ଗୋଟେ କ୍ରିଏଟିଭିଟି ଥିଙ୍ଗ । ମୁଁ ବରମପୁର ପିଲା ତେଣୁ ମୋତେ ଖଟା, ଆଚାର, ପାମ୍ପଡ ବହୁତ ପସନ୍ଦ ।

ଖାଲିରେ ତ ଖାଏ ନାହିଁ ବିଶେଷ କରି ଭାତ ସହ ଖାଏ । ବେଳେବେଳେ ବହୁତ ଖାଇ ଦିଏ ସେଥିପାଇଁ ହଇରାଣ ବୁ ହୁଏ । ଏତେ ଖଟା ମୁଁ ଖାଏନି । ମୋତେ ବହୁତ ଭଲ ଲାଗେ ଏହି ସବୁ ଜିନିଷ ଖାଇବାକୁ । ଏତେ ଖାଇ ପାରେନି । ବେସୀ ଖାଇଲେ ଦେହ ବି ଖରାପ ହୁଏ । ଥରେ ଖଟା ଖାଇ ଦେଇଥିଲି ମୋ ପେଟ କାଟିଥିଲା । ଶୁଟିଙ୍ଗ ସେଟ କୁ ମୁଁ ବେଳେବେଳେ ନେଇକି ଯାଏ ।

ଅନ୍ୟ କେହି ନେଇକି ଆସିଥିଲେ ମଧ୍ୟ ଆମେ ସେୟାରିଙ୍ଗ କରି ଖାଇଥାଉ । ପିଲାଦିନୁ ମୋତେ ଡ୍ୟାନ୍ସ କରିବାକୁ ବହୁତ ପସନ୍ଦ ଥିଲା । ଡ୍ୟାନ୍ସ ରୁ ମୁଁ ମୋ କ୍ୟାରିୟରର ଆରମ୍ଭ କରିଥିଲି । ଏହା ପରେ ମୋର ଆକଟିଙ୍ଗ ରେ ଆଗ୍ରହ ବଢିଲା । ଟ୍ରାଏ କରିବା ପରେ ସବୁ ଜିନିଷ ଠିକରେ ହୋଇଗଲା । ଲକ ଡାଉନ ସମୟରେ ଆଟିଙ୍ଗରେ ଆଗ୍ରହୀ ଥିଲେ କିନ୍ତୁ ସିରିଏଲ ହୋଇ ନ ଥିଲି ।

ସେତେବେଳେ ମୁଁ ଡ୍ୟାନ୍ସ ଶିଖାଉ ଥିଲି । ମୋତେ ଲକ ଡାଉନ ସମୟରେ ଘରେ ବସିକି ଭାବିବାକୁ ସମୟ ମିଳିଲା । ମୁଁ ଏ ଫିଲ୍ଡ କୁ ଏଥିପାଇଁ ଚୁଜ କରିଛି କାରଣ ଗୋଟେ କଳାକାର ଦରକାର ଦର୍ଶକ ମାନଙ୍କର ଭଲ ପାଇବା । ପଇସା ମଧ୍ୟ ଜରୁରୀ ଅଟେ । ମୋତେ ମୋ ପରିବାର ଲୋକେ ମଧ୍ୟ ବହୁତ ସହଯୋଗ କରନ୍ତି । ପୂର୍ବରୁ କରୁ ନ ଥିଲେ କିନ୍ତୁ ଏବେ କରୁଛନ୍ତି । ମୁଁ ଆଜି ଏଠି ପହଞ୍ଚି ଯାଇଛି ମୋ ପରିବାର ଓ ବନ୍ଧୁଙ୍କ ପାଇଁ । ସେମାନଙ୍କର ସହଯୋଗ ମୋ ଜୀବନରେ ବେସ ଗୁରୁତ୍ଵ ପୂର୍ଣ୍ଣ ରହିଛି । ସେମାନେ ମୋତେ ଯେମିତି ବଡ କରିଛନ୍ତି ସେଥିପାଇଁ ମୁଁ ଆଜି ଏଠାରେ ବସିଛି” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।