ଭାରତକୁ 100 ରନ ରେ ଅଲଆଉଟ କରିବାକୁ ବାଙ୍ଗାଲାଦେଶ ର ଟାର୍ଗେଟ ରହିଛି…

ଭାରତକୁ ବାଙ୍ଗାଲଦେଶ ର କଡା ଟକ୍କର । ଭାରତକୁ 100 ରେ ଅଲଆଉଟ କରିବାକୁ ମନସ୍ଥ କରିଛି । ଭାରତକୁ ତଳୁଆ କରି ହରାଇବାକୁ ଇଚ୍ଛା ରଖିଛି ବାଙ୍ଗାଲଦେଶ । ହଁ ଦର୍ଶକ ବନ୍ଧୁ 2023 କ୍ରିକେଟ ବିଶ୍ଵକପରେ ପଛୁଆ ଦଳ ସବୁ କମାଲ କରି ଆଗୁଆ ଦଳ ଙ୍କୁ ହରାଇ ଦେଉଛନ୍ତି । ବହୁତ ବ୍ଯବଧାନରେ ହରାଉଛନ୍ତି ପଛୁଆ ଦଳ । ବର୍ତ୍ତମାନ ଚାଲିଛି ବିଶ୍ଵକପର ମହା ମୁକାବିଲା । ଜୋରଦାର ପ୍ରୟାସ କରୁଛନ୍ତି ସବୁ ଦଳ ।

ଆଉ ଏହାରି ମଧ୍ୟରେ ବାଙ୍ଗଲାଦେଶ ର ଟାର୍ଗେଟ ରେ ରହିଛି ଭାରତ । ବାଙ୍ଗାଲାଦେଶ ଟାର୍ଗେଟ ରଖିଛି ଭାରତକୁ 100 ରନ ରେ ଅଲଆଉଟ କରିବାକୁ । ଡୋମିନେଟ କରି ଭାରତକୁ ହରାଇବା ପାଇଁ ଇଚ୍ଛା ରଖିଛି । ବିଶ୍ଵକପରେ ଆମ ଠାରୁ ଭାରତ ବିଜୟ ହାସଲ କରି ପାରିବନି ବୋଲି ବାଙ୍ଗଲାଦେଶ କହିଛି । ତେବେ ସେ ଏମିତି ଏଥିପାଇଁ ଭାବୁଛି କି କାରଣ ପୂର୍ବରୁ 3 ଥର ବିଶ୍ଵକପରେ ଭାରତକୁ ହରାଇଛି ବାଙ୍ଗାଲାଦେଶ ।

ଭାରତ ଓ ବାଙ୍ଗାଲଦେଶ ମଧ୍ୟରେ ହେବାକୁ ଯାଉଛି ଜୋରଦାର ମ୍ଯାଚ । ଉଭୟ ମଇଦାନ ରେ ମୁହାଁ ମୁହିଁ ହେବେ । ଗୁନେ ଷ୍ଟାଡିୟମ ରେ ଉଭୟ ଦଳର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ଦଳ ହେଉଛି ଏସିୟ ଦଳ । ଉଭୟ ଦଳ ପୁରା ଶକ୍ତ ରହିଛି । ଉଭୟଙ୍କ ଦଳରେ ସ୍ପିନର ମାନେ କମାଲ କରିବା ଶିଖିଛନ୍ତି । କିନ୍ତୁ ବାଙ୍ଗାଲାଦେଶ ଚିନ୍ତା କରିଛି କି ଭାରତକୁ 100 ରନ ରେ ଅଲଆଉଟ କରି ଡୋମିନେଟ କରି ହରାଇବ ବୋଲି ।

ବାଙ୍ଗାଲଦେଶ ଏହା ଏଥିପାଇଁ ଭାବୁଛି କାରଣ ପଛୁଆ ଦଳ ଭଲ ପ୍ରଦର୍ଶନ କରୁଥିବା ବେଳେ ବାଙ୍ଗାଲଦେଶ ମଧ୍ୟ ଆଶା ରଖିଛି ବିଶ୍ଵକପରେ ଭଲ ପ୍ରଦର୍ଶନ କରିବ । ତେବେ ବାଂଲାଦେଶ ପାଇଁ ଏହି ମ୍ଯାଚ ବହୁତ ଜରୁରୀ ରହିଛି । କାରଣ ପୂର୍ବରୁ ବାଙ୍ଗାଲଦେଶ 2 ଟି ମ୍ଯାଚ ରେ ପରାସ୍ତ ହୋଇଥିବା ବେଳେ ଗୋଟିଏ ରେ ବିଜୟ ହୋଇଛି । ସେହିପରି ଭାରତ 3ଟି ମ୍ଯାଚରେ ବିଜୟ ହାସଲ କରିଛି ।

ଯଦି ଦେଖିବା ବିଶ୍ଵକପରେ ପୂର୍ବରୁ ଭାରତ ଓ ବାଙ୍ଗାଲଦେଶ 4 ଥର ମୁହାଁ ମୁହିଁ ହୋଇଛନ୍ତି । ଏହି 4ଟି ମ୍ଯାଚ ରୁ ବାଙ୍ଗାଲଦେଶ 3ଟି ରେ ବିଜୟୀ ହୋଇଥିବା ବେଳେ ଭାରତ ମାତ୍ର ଗୋଟିଏରେ ବିଜୟୀ ହୋଇ ସାରିଛି । ଆଉ ସେଥିପାଇଁ ବୋଧ ହୁଏ ଭାରତକୁ ହରାଇବା ପାଇଁ ବାଙ୍ଗାଲଦେଶ ଲକ୍ଷ୍ୟ ରଖିଥିବ । ହେଲେ ବାଙ୍ଗାଲଦେଶ ଏତେ ସହଜରେ ଭାରତକୁ ନେବା ଉଚିତ ନୁହେଁ । କାରଣ ଭାରତୀୟ ଦଳ ଏବେ ସଂପୂର୍ଣ୍ଣ ନୂଆ । ଏହି ଦଳରେ ବ୍ୟାଟ୍ସମ୍ୟାନ ଠାରୁ ବୋଲୋର ଯାଏଁ ଏବେ ସମସ୍ତେ ଫର୍ମ ରେ ରହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।