ଅଂଡରଟେକରଙ୍କ ସ୍ତ୍ରୀ ଅଟନ୍ତି ବହୁତ ସୁନ୍ଦର, ଫଟୋ ଦେଖି ଆପଣ ଦେଇ ବସିବେ ନିଜ ହୃଦୟ, ଦେଖନ୍ତୁ

ଦେଶ – ବିଦେଶରେ ବହୁତ ଲୋକମାନଙ୍କୁ ରେସଲିଙ୍ଗ ଦେଖିବାକୁ ଭଲ ଲାଗେ । କିନ୍ତୁ ଦୁନିଆରେ WWE ଏକମାତ୍ର କମ୍ପାନୀ ଅଟେ ଯିଏକି ଦୁନିଆର ସବୁଠୁ ଅଧିକ ଲୋକପ୍ରିୟ ଅଟେ । ଯଦି ଭାରତ କଥା କହିବୁ ତେବେ ଆମ ଦେଶରେ ବି WWEର ବହୁତ ପ୍ରଶଂସକ ଦେଖିବାକୁ ମିଳିଯିବେ । ଟ୍ରିପଲ ଏଚ, ରକି, ଜନ ସୀନା, ଓ ବ୍ରୋକ ଲେସନର ଭଳି କିଛି ନାମ ଯାହାଙ୍କୁ ସମସ୍ତେ ବହୁତ ପସନ୍ଦ କରନ୍ତି । କିନ୍ତୁ ଏହି ନାମ ଛଡା ଅନ୍ୟ ଏକ ନାମ ବି ଅଛି ଯାହାର ନାମ ଶୁଣିବା ମାତ୍ରେ ହିଁ ସମସ୍ତ ରେସଲର ଡରି ଯାଆନ୍ତି । ଆମେ କଥା ହେଉଛୁ WWEର ସବୁଠୁ ପ୍ରସିଦ୍ଧ ରେସଲର ଅଂଡରଟେକରଙ୍କ ବିଷୟରେ ।

Image courtesy: Google

ଅଂଡରଟେକର କୌଣସି ପରିଚୟର ମୋହତାଜ ନୁହନ୍ତି । ଯେଉଁ ସମୟରେ ଅଂଡରଟେକ ରିଙ୍ଗରେ ଆସୁଥିଲେ ତାଙ୍କୁ ଦେଖି ଲୋକମାନଙ୍କର ହୋସ ଉଡି ଯାଉଥିଲା । ଅଂଡରଟେକର WWEର ସବୁଠୁ ପ୍ରସିଦ୍ଧ ଓ ପୁରୁଣା ଖେଳାଳି ଅଟନ୍ତି । ଅଂଡରଟେକରଙ୍କ ପ୍ରଫେସନଲ ଲାଇଫ ବିଷୟରେ ସମସ୍ତେ ଜାଣିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଅଂଡରଟେକରଙ୍କ ପର୍ସନାଲ ଲାଇଫ ବିଷୟରେ କହିବାକୁ ଯାଉଛୁ ।

Image courtesy: Google

କହିଦେଉଛୁ କି ଅଂଡରଟେକରଙ୍କ ଅସଲ ନାମ ‘ମାର୍କ ୱିଲିୟମ କୈଲାୱେ’ ଅଟେ । ଅଂଡରଟେକରଙ୍କର ଜନ୍ମ 24 ମାର୍ଚ୍ଚରେ ଆମେରିକାର ଟେକ୍ସାସ ପ୍ରାନ୍ତର ହୋସ୍ଟନ ସହରରେ ହୋଇଥିଲା । ବର୍ତ୍ତମାନ ଅଂଡରଟେକରଙ୍କୁ ୫୩ ବର୍ଷ ଅଟେ । କିଛି ଦିନ ପର୍ଯ୍ୟନ୍ତ ଅଂଡରଟେକର ବାସ୍କେଟ ବଲ ଖେଳାଳିମାନଙ୍କୁ ଟ୍ରେନିଙ୍ଗ ବି ଦେଉଥିଲେ, କିନ୍ତୁ ପରେ ସେ ରେସଲିଙ୍ଗ ପାଇଁ ଟ୍ରେନିଙ୍ଗ ନେବା ଆରମ୍ଭ କରିଦେଲେ ।

Image courtesy: Google

କହିଦେଉଛୁ କି ଅଂଡରଟେକର ୩ ଟି ବିବାହ କରିଛନ୍ତି । ଅଂଡରଟେକରଙ୍କର ପ୍ରଥମ ବିବାହ ୧୯୮୯ରେ ଜୋଡୀ ନାମକ ଏକ ମହିଳା ସହ ହୋଇଥିଲା । ଏହି ଦୁଇ ଜଣଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ଯାହାର ନାମ Gunner Vincent ଅଟେ । କିନ୍ତୁ ଏହି ଦୁଇ ଜଣଙ୍କର ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ଏବଂ ୧୯୯୯ରେ ଏମାନେ ଦୁଇ ଜଣ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଲେ ।

Image courtesy: Google

ଏହା ପରେ ଅଂଡରଟେକର ସାରା ନାମକ ଏକ ମହିଳା ସହ ୨୦୦୧ରେ ଦ୍ଵିତୀୟ ବିବାହ କରିଲେ । ଏହି ଦୁଇଜଣଙ୍କର ୨ଟି ଝିଅ ଅଛନ୍ତି କିନ୍ତୁ ୨୦୦୭ରେ ଦୁଇ ଜଣ ଡିଭୋର୍ସ ନେଇଗଲେ । ଏହା ପରେ ଅଂଡରଟେକର ଜୁନ ୨୦୧୦ରେ ମିଶେଲ ମୈକୂଲ ନାମକ ଏକ ମହିଳା ସହ ତୃତୀୟ ବିବାହ କରିଲେ । କହିଦେଉଛୁ କି ମିଶେଲ ମୈକୂଲ ନିଜେ ବି ଜଣେ ରେସଲର ଥିଲେ । କିନ୍ତୁ ସେ ବର୍ତ୍ତମାନ ରେସଲିଙ୍ଗ ରୁ ରିଟାୟରମେଂଟ ନେଇଛନ୍ତି ।

Image courtesy: Google

ଏହି ଦୁଇ ଜଣଙ୍କର ଏକ ପୁଅ ବି ଅଛି ଯାହାର ଜନ୍ମ ୧୨ ଅଗଷ୍ଟ ୨୦୧୧ରେ ହୋଇଥିଲା । ଗୋଟିଏ ପିଲାର ମା ହେବା ସତ୍ତ୍ୱେ ବି ଆପଣ ତାଙ୍କର ସୁନ୍ଦରତାର ଅନ୍ଦାଜ ଲାଗାଇ ପାରିବେ ନାହିଁ । ମିଶେଲ ମୈକୂଲ ବହୁତ ଅଧିକ ଫିଟ ରୁହନ୍ତି ଓ ନିଜ ସ୍ୱାସ୍ଥ୍ୟର ପୁରା ଧ୍ୟାନ ରଖନ୍ତି ।

Image courtesy: Google

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।