ଅଣ୍ଡା ଠାରୁ ବି ଅଧିକ ପ୍ରୋଟିନ ରେ ଭରପୁର ଏହି ୪ଟି ଶାକାହାରୀ ଜିନିଷ, ଖାଆନ୍ତୁ ଏବଂ ସବୁବେଳେ ସୁସ୍ଥ ସବଳ ରୁହନ୍ତୁ

ବହୁତ ଲୋକଙ୍କ ଘରେ ଅଣ୍ଡା ହୁଏ ନାହିଁ ତଥାପି ସେ ଖାଆନ୍ତି କାରଣ ସେ ଅଣ୍ଡାରୁ ମିଳୁଥିବା ପ୍ରୋଟିନ ବିଷୟରେ କୁହନ୍ତି କିନ୍ତୁ ପ୍ରକୃତରେ ଯଦି ଆପଣ ଅଣ୍ଡା ଖାଇବାକୁ ଚାହାଁନ୍ତି ନାହିଁ ପ୍ରୋଟିନ କାରଣରୁ ଖାଇବାକୁ ପଡିଥାଏ ଏବେ ତାକୁ ଭୁଲିଯାନ୍ତୁ । ପ୍ରକୃତରେ ଅଣ୍ଡା ବ୍ୟତୀତ ବି ଏମିତି କିଛି ଜିନିଷ ଅଛି ଯାହାକୁ ଖାଇଲେ ଆପଣଙ୍କୁ ଅଧିକ ପ୍ରୋଟିନ ମିଳିଥାଏ ଓ ପ୍ରୋଟିନ ବ୍ୟତୀତ ବହୁତ ପ୍ରକାରର ତତ୍ଵ ମିଳିବ ଯିଏ ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ ।

ଯାହାକୁ ଅଣ୍ଡା ଖାଇବାର ଥାଏ ସ୍ୱାସ୍ଥ୍ୟ ପାଇଁ ସେ ତାକୁ ଅଧିକ ଖାଇଥାଏ କାରଣ ଯେତେବେଳେ ସ୍ୱାସ୍ଥ୍ୟର କଥା ଆସିଥାଏ ତେବେ ଅଣ୍ଡାର ଟକ୍କରରେ ବହୁତ ଖାଦ୍ୟ ପଦାର୍ଥ ଏମିତିକା ଥାନ୍ତି, ଓ ଅଣ୍ଡାଠାରୁ ସେଥିରେ ଅଧିକ ପ୍ରୋଟିନ ଥାଏ । ତାହା ହେଲା ଶାକାହାରୀରେ ଏହି ୪ଟି ଜିନିଷ, ବିଶ୍ଵାସ ହେଉନାହିଁ ତ କରନ୍ତୁ ଏହି ଜିନିଷର ବ୍ୟବହାର ପୁଣି ଜାଣିବେ କି ପ୍ରୋଟିନ ଓ ଭିଟାମିନ ପାଇଁ ଅଣ୍ଡା ଓ ନନଭେଜ ଖାଇବା ବଦଳରେ ଯଦି ଆପଣ ଏହି ଜିନିଷର ବ୍ୟବହାର କରନ୍ତି ତେବେ ବହୁତ ଲାଭ ମିଳିବ ।

୧। ଡାଲି

ଡାଲିରେ ବହୁତ ପ୍ରକାରର ପ୍ରୋଟିନ ଓ ଭିଟାମିନ୍ସ ଥାଏ । ଯଦି ଆପଣ ପ୍ରତିଦିନ ଅଲଗା ଅଲଗା ପ୍ରକାରର ଡାଲି ଖାଆନ୍ତି ତେବେ ଆପଣଙ୍କୁ ସ୍ଵାଦ ଓ ସ୍ୱାସ୍ଥ୍ୟରେ ଲାଭ ମିଳିବ । ଆପଣ ଡାଲିକୁ ପୌଷ୍ଟିକ ତତ୍ଵର ଖଜାନା ମଧ୍ୟ କହି ପାରନ୍ତି ଯିଏ ବହୁତ ପ୍ରକାରର ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ ।

୨। ସବୁଜ ମଟର

ଶିତଦିନେ ସବୁଜ ମଟର ଖାଇବାର ମଜା ହିଁ ଅଲଗା । ଯେଉଁଥିରେ ଟେଷ୍ଟ ଥାଏ ଓ ହେଲ୍ଥ ମଧ୍ୟ ଥାଏ । ମଟର ରେ ପ୍ରୋଟିନ ଓ ଭିଟାମିନ ଭି ଭରପୁର ମାତ୍ରାରେ ମିଳିଥାଏ ।

୩। କ୍ଷୀର ଜାତୀୟ

ସାଧାରଣତଃ ଏହା ସମସ୍ତେ ଜାଣିଛନ୍ତି କି କ୍ଷୀର ଜାତୀୟ ଦ୍ରବ୍ଯ ବା କ୍ଷୀର, ଦହି, ଘିଅ ଓ ପନୀର ରେ ପ୍ରୋଟିନ ଭରପୁର ମାତ୍ରାରେ ଥାଏ । ଯଦି ଆପଣ ଏହାକୁ ପ୍ରତିଦିନ ସେବନ କରନ୍ତି ତେବେ ଆପଣଙ୍କୁ ବହୁତ ପ୍ରକାରର ପୋଷାକ ତତ୍ଵ ମିଳିଥାଏ ।

୪। ସବୁଜ ପନିପରିବା

ଶିତଦିନେ ସବୁଜ ପନିପରିବା ଭରପୁର ମାତ୍ରାରେ ମିଳିଥାଏ କିନ୍ତୁ ଯଦି ଆପଣ ଏହାକୁ ୧୨ ମାସ ଖାନ୍ତି ତେବେ ଆପଣଙ୍କୁ ସବୁବେଳେ ପ୍ରୋଟିନ ମିଳିବ । ସବୁ ପନିପରିବାକୁ ନ୍ୟୁଟ୍ରିସିଅସ ର ପାୱାର ହାଉସ ବୋଲି କୁହାଯାଏ । ସାଧାରଣତଃ ପାଲକ ରେ ଅଧିକ ନ୍ୟୁଟ୍ରିସିଅସ ମିଳିଥାଏ ଓ ଏଥିରେ ପ୍ରୋଟିନ ବି ବହୁତ ମିଳିଥାଏ ।

ଯଦି ଆପଣ ଚାହୁଁଛନ୍ତି ଆପଣ ଓ ଆପଣଙ୍କ ସମ୍ବନ୍ଧୀୟଙ୍କର ସ୍ଵାସ୍ଥ୍ୟରେ ଉନ୍ନତି ଆସୁ ତେବେ ଏହି ଲେଖାଟିକୁ ସେୟାର କରନ୍ତୁ । ଆହୁରି ଏହି ଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।