ଯଦି ଆପଣଙ୍କର ନାମ “S” ଅକ୍ଷରରୁ ଆରମ୍ଭ ହେଉଥାଏ କିମ୍ବା ଆପଣକ ପାଖରେ କେହି “S” ନାମର ଲୋକ ଅଛନ୍ତି ? ତେବେ ପଢନ୍ତୁ ଏହି ବହୁତ ଖାସ କଥା

ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ କୌଣସି ବି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ତ୍ଵ ଓ ବ୍ୟବହାର ସହିତ ଯୋଡା ହୋଇଥିବା କିଛି କଥା ଆମକୁ କହିଥାଏ । ପ୍ରତ୍ୟେକ ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ବିଷୟରେ ଆମକୁ ଭଲ ଓ ମନ୍ଦ ଉଭୟ କଥା କହିଥାଏ । ଆଜି ଆମେ କଥାହେବାକୁ ଯାଉଛୁ “S” ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଲୋକଙ୍କ ବିଷୟରେ । ପ୍ରତ୍ୟେକ ଅକ୍ଷର ଭଳି ଏହି ଅକ୍ଷରରୁ ଆରମ୍ଭ ହେଇଥିବା ନାମର ଲୋକଙ୍କ ମଧ୍ୟରେ ବହୁତ ଗୁଣ ଓ ଦୋଷ ମଧ୍ୟ ଥାଏ ।

ଆଜି ଆମେ ଆପଣଙ୍କୁ ଏହି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କ ନାମ ବି ଏହି ଅକ୍ଷରରୁ ଆରମ୍ଭ ହେଉଥାଏ ବା ଆପଣଙ୍କର କୌଣସି ପାଖ ଲୋକଙ୍କର ନାମ ବି ଏହି ଅକ୍ଷରରୁ ଆରମ୍ଭ ହେଉଥାଏ ତେବେ ଖବର କେବଳ ଆପଣଙ୍କ ପାଇଁ ।

ଜାଣନ୍ତୁ “S” ନାମର ଲୋକଙ୍କର ଗୁଣ ଏବଂ ଦୋଷ

୧ । “S” ନାମର ଲୋକଙ୍କ ପାଖରେ କେବଳ ବହି ଜ୍ଞାନ ନୁହେଁ ବ୍ୟବହାରିକ ଜ୍ଞାନ ମଧ୍ୟ ଥାଏ । ଏମାନେ ସମସ୍ତଙ୍କ ହୃଦୟ ଜିତିବା ଭଲଭାବେ ଜାଣିଛନ୍ତି । ଏମାନେ କେବେ ବି କାହା ସହିତ ଖରାପ ବ୍ୟବହାର କରନ୍ତି ନାହିଁ ।

୨ । ଏହି ନାମର ଲୋକ ବହୁତ ପରିଶ୍ରମୀ ଅଟନ୍ତି ଓ ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ଶକ୍ତି ରଖନ୍ତି । ଏମାନେ କୌଣସି ଜିନିଷକୁ ମଧ୍ୟ ଡରନ୍ତି ନାହିଁ । ଏମାନଙ୍କର ମିଠା କଥାରେ ସମସ୍ତେ ପ୍ରଭାବିତ ହୋଇ ଏମାନଙ୍କ ସହିତ ବନ୍ଧୁତା କରନ୍ତି ।

୩ । ଏହି ନାମର ଲୋକ ଶିଖିବାର ସଉକିନ ଅଟନ୍ତି ଓ ଏମାନଙ୍କୁ ଯେତେ ବି ଜ୍ଞାନ ମିଳେ, ଏମାନଙ୍କୁ କମ ଲାଗିଥାଏ ଓ ଏମାନେ ଆହୁରି ଅଧିକ ଜ୍ଞାନ ପାଇବାର ଚେଷ୍ଠା କରିଥାନ୍ତି ।

୪ । ଏହି ନାମର ଲୋକ ହୃଦୟରୁ ସଚ୍ଚୋଟ ଅଟନ୍ତି । ଏମାନଙ୍କ ହୃଦୟରେ ଯେଉଁ କଥା ଥାଏ ମୁହଁରେ ମଧ୍ୟ ତାହା ଥାଏ ।

୫ । ଖରାପ ସମୟ ସହିତ ଲଢିବା ଏମାନେ ଭଲଭାବେ ଜାଣନ୍ତି । ନିଜ ଜିନିଷକୁ ଅନ୍ୟ ମାନଙ୍କ ସହିତ ସେୟାର କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ ।

୬। ଏହି ନାମର ଲୋକ ପ୍ରେମ ମାମଲାରେ ବହୁତ ଲଜକୁଳା ସ୍ଵଭାବର ଅଟନ୍ତି । ଏମାନେ ପ୍ରେମ କରିବା ପୂର୍ବରୁ ଲକ୍ଷେ ଥର ଭାବନ୍ତି ଓ ଯାହାକୁ ବି ଭଲ ପାଆନ୍ତି ଜୀବନ ସାରା ତା ସାଥିରେ ଥାଆନ୍ତି ।

୭। ଏମାନେ ନିଜର ବୈବାହିକ ଜୀବନ ସୁଖମୟ କରିବା ପାଇଁ ସବୁବେଳେ ନୂଆ ନୂଆ ପ୍ରୟାସ କରିଥାନ୍ତି । ସେମାନଙ୍କୁ ନିଜ ସାଥୀକୁ ନିଜ ହାତ ମୁଠାରେ ରଖିବାକୁ ଭଲପାନ୍ତି ଯାହା କାରଣରୁ ଏମାନଙ୍କର ଦାମ୍ପତ୍ୟ ଜୀବନରେ ତାଳମେଳର ଅଭାବ ରହିଥାଏ ।

୮। ବିବାହ ପରେ ଏହି ନାମର ମହିଳାଙ୍କୁ ବହୁତ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଯେଉଁଠି ପୁରୁଷ ମାନଙ୍କର ବିବାହ ପରେ ଜୀବନ ଅଧିକ ସୁଖମୟ ହୋଇଯାଏ ।

ଆପଣଙ୍କୁ ଆମର ଏହି ତଥ୍ୟଟି କିପରି ଲାଗିଲା କମେନ୍ଟ ବକ୍ସ ରେ ଲେଖି ଜଣାଇବେ ଓ ଆହୁରି ଏହିଭଳି ରୋମାଞ୍ଚକ ତଥ୍ୟ ପାଇବା ଆମ ପେଜ କୁ ଲାଇକ ଏବଂ ସେୟାର କରନ୍ତୁ।