ଆଜ ତକ ର ଆଙ୍କର Rohit Sardana ଙ୍କ ଲାଇଫଷ୍ଟାଇଲ ଓ Biography, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକ ଥିଲେ ସେ ?

ଭାରତୀୟ ଟିଭି ଚ୍ୟାନେଲର ଜି ନ୍ଯୁଜ, ଆଜ ତକ ନ୍ଯୁଜ ମସୁର ପତ୍ରକାର ରୋହିତ ସର୍ଦନାଙ୍କର କୋରୋନା ଭାଇରସର ଶିକାର ହେବା ଯୋଗୁ ଓ ହାର୍ଟ ଫେଲ ହେବା ଯୋଗୁ ମୃ-ତ୍ୟୁ-ବ-ର-ଣ ହୋଇଛି । ରୋହିତ ସରଦାନା ଜଣେ ଭଲ ପତ୍ରକାର ଓ ସଫଳ ମଣିଷ ଥିଲେ । ସେଥି ପାଇଁ ସେ ମିଡିଆ ଇଣ୍ଡଷ୍ଟ୍ରିରେ ନିଜର ନୂଆ ପରିଚୟ ସୃଷ୍ଟି କରି ପାରିଥିଲେ ।

ପ୍ରତେକ ମଣିଷ ଜୀବନରେ ଟଙ୍କା ବା ସମ୍ପତିଙ୍କୁ ନେଇ ତାର ଅଧିକ ଲୋଭ ରହିଥାଏ । ଯେବେ ମଣିଷ ବଞ୍ଚିବ ସେତେବେଳେ ଯାଇ ସେ ଅଧିକ ପଇସା ରୋଜଗାର କରି ପାରିବ । କିନ୍ତୁ ଯେଉଁ ବ୍ଯକ୍ତିର ମୃ-ତ୍ୟୁ ହୋଇଥାଏ ତାହାର ସମ୍ପତି ଉପରେ ତାର ପରିବାର ଲୋକଙ୍କର ଅଧିକ ହକ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ମସୁର ପ୍ରତିକାର ରୋହିତ ସର୍ଦାନାଙ୍କର ନି-ଧ-ନ ହେବା ସତ୍ବେ ସେ ତାଙ୍କ ପରିବାର ଲୋକଙ୍କ ପାଇଁ କେତେ ପରିମାଣର ସମ୍ପତି ରଖି ଯାଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ପ୍ରତାକାର ରୋହିତ ସର୍ଦାନା ହରିୟାନାର କୁରୁକ୍ଷେତ୍ର ସହରରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ମାଧ୍ୟମ ଧରଣର ପରିବାରର ସଦସ୍ୟ ଅଟନ୍ତି । ପିଲାଦିନୁ ସେ ଅଭିନେତା ହେବା ପାଇଁ ଅଧିକ ଆଗ୍ରହୀ ଥିଲେ । ସେଥି ପାଇଁ ସେ ରାଷ୍ଟ୍ରୀୟ ନାଟ୍ଯ ବିଦ୍ୟାଳୟରେ ଡ୍ରାମାର ଶିକ୍ଷା ନେଉଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଯେ ତାଙ୍କୁ ଏହି ବିଦ୍ୟାଳୟରେ କିଛି ଭଲ ଶିକ୍ଷା ହାସଲ ହୋଇ ନ ଥିଲା ।

ସେଥି ପାଇଁ ସେ ପ୍ରତାକାର ହେବା ପାଇଁ ନିଷ୍ପତି ନେଇଥିଲେ । ସେ ଅନେକ ମିଡିଆ ପତ୍ରକାର ମାନଙ୍କ ସହ କାମ କରିଛନ୍ତି । ସେ ତାଙ୍କ ପରିବାର ଲୋଙ୍କ ସହ ବହୁତ ଆନନ୍ଦରେ ସମୟ ବିତାନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ପ୍ରମିଳା ଦୀକ୍ଷିତ ଯାହାଙ୍କ ସହ ରୋହିତଙ୍କର ଭଲ ସମ୍ଭଧ ରହିବା ସହ ଦୁହିଙ୍କ ମଧ୍ୟରେ ଭଲ ବୁଝାମଣା ମଧ୍ୟ ରହିଛି । ରୋହିତ ସର୍ଦାନା ଅଧିକ ଲକଜରି ଆଇଟମକୁ ପସନ୍ଦ କରୁ ନ ଥିଲେ ।

ସେ ତାଙ୍କ ଭବିଷ୍ୟତରେ ହୋଷ୍ଟିଙ୍ଗରେ ଅନେକ ପଇସା କମାଇ ଥିଲେ । ୨୦୨୧ ମସିହାରେ ତାଙ୍କ ପାଖରେ ଦୁଇଟି କାର ମଧ୍ୟ ଥିଲା । ପ୍ରଥମ କାର ହେଉଛି ମାରୁତି ସୁଜୁକି ଏସ ଗ୍ଲୋ ଯାହାର ଦାମ ହେଉଛି ୯ ଲକ୍ଷ ଟଙ୍କା ।

ଦିତୀୟ କାର ହେଉଛି ବି ଏମ ଡବ୍ଲୁ ଅକ୍ଷ-୩ ଯାହାର ଦାମ ହେଉଛି ୩ ଲକ୍ଷ ଟଙ୍କା । ତାଙ୍କର ସମୁଦାୟ ସମ୍ପତି ହେଉଛି ୨ ମିଲିୟନ ଡଲର୍ସ ଯାହା ୧୫ କୋଟି ଟଙ୍କା । ସେ ତାଙ୍କ ପରିବାର ଲୋକଙ୍କ ପାଇଁ ଏହିଭଳି ସମ୍ପତି ରଖି ଯାଇଛନ୍ତି ।