A ନାମର ଲୋକ ଆପଣଙ୍କ ପାଖରେ ଅଛନ୍ତି ତ ନିଶ୍ଚୟ ଦେଖନ୍ତୁ, ଜାଣନ୍ତୁ କେମିତି ହେଇଥାନ୍ତି

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର Aରୁ ଆରାମ୍ଭ ହୋଇଥାଏ ସେମାନେ ଆକର୍ଷକ ହୋଇଥାନ୍ତି । ଏମାନଙ୍କର ଶାରୀରିକ ସରଞ୍ଚନା ଏମିତି ହୋଇଥାଏ କି ଲୋକମାନେ ଏମାନଙ୍କ ଆଡକୁ ବହୁତ ଜଲ୍ଦି ଆକର୍ଷିତ ହୋଇ ଚାଲି ଆସନ୍ତି । A ଅକ୍ଷର ନାମ ବାଲା ବି ସୁନ୍ଦରତାକୁ ପସନ୍ଦ କରନ୍ତି ଓ ଏମାନେ ସ୍ମାର୍ଟ ବି ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ବି ବହୁତ ଭଲ ହୋଇଥାଏ । ଏହି ଲୋକମାନଙ୍କର ଇଚ୍ଛା ଥାଏ କି ପରିବାରରେ ଓ ସମାଜରେ ସମସ୍ତେ ଭଲ ଭାବରେ ରୁହନ୍ତୁ ଓ ସମସ୍ତେ ଏମାନଙ୍କର କଥା ମାନି ଚାଲନ୍ତୁ ।

ଯେତେବେଳେ ବି ତାଙ୍କର କଥା କେହି ଶୁଣନ୍ତି ନାହିଁ ତେବେ ଏମାନଙ୍କୁ ଖରାପ ବି ଲାଗିଥାଏ । ଏହି କାରଣରୁ ଏମାନେ ବେଳେ ବେଳେ ନିରାଶ ବି ହୋଇ ଯାଆନ୍ତି । ଶିକ୍ଷା ଓ କ୍ୟାରିୟରକୁ ନେଇ ଏମାନେ ବହୁତ ସିରିୟସ ରହିଥାନ୍ତି ।

ଯେଉଁ କାମକୁ କରିବା ପାଇଁ ଏମାନେ ଥରେ ନିଷ୍ପତି ନେଇ ଯାଆନ୍ତି ସେହି କାମକୁ ପୁରା କରି ହିଁ ଛାଡନ୍ତି । ଏମାନଙ୍କୁ ଜୀବନରେ ସବୁ ଜିନିଷ ଡେରିରେ ଓ ରହି ରହି ମିଳିଥାଏ । କିନ୍ତୁ ଏମାନଙ୍କୁ ଯେତେବେଳେ ସଫଳତା ମିଳିଥାଏ ତେବେ ସେହି ସଫଳତା ଚରମ ସୀମାରେ ଥାଏ । ଏମାନଙ୍କ ଜୀବନରେ ସଫଳତା ପୂର୍ଣ ରୂପରେ ମିଳିଥାଏ । କିନ୍ତୁ ଏହା ସତ୍ବେ ବି ଏମାନେ ନିଜର ଲକ୍ଷକୁ ହାସଲ କରି ନିଅନ୍ତି ।

ଯଦି ପ୍ରେମ ବିଷୟରେ କହିବା ତେବେ A ଅକ୍ଷର ବାଲା ଲୋକମାନେ ନିଜର ସମ୍ପର୍କକୁ ବହୁତ ମହତ୍ଵ ଦେଇଥାନ୍ତି । କିନ୍ତୁ ବହୁତ ଅଧିକ ରୋମାଣ୍ଟିକ ବି ହୋଇଥାନ୍ତି । ପ୍ରେମ ମାମଲାରେ ଏମାନେ ବହୁତ ଭାଗ୍ୟଶାଳୀ ବି ହୋଇଥାନ୍ତି । ଏମାନେ ନା ହିଁ କହକଉ ଧୋଖା ଦିଅନ୍ତି ଓ ନା ହିଁ କାହାର ଧୋଖା ଦେବାକୁ ପସନଦ କରନ୍ତି । ଏମାନଙ୍କୁ ପାର୍ଟି ଓ ଲୋକମାନଙ୍କ ସହିତ ବହୁତ ଭଲ ଲାଗେ ।

ଏମାନେ ପରିସ୍ଥିତି ଦେଖି ସବୁ କାମ କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି A ଅକ୍ଷର ନାମ ବାଲା ପୁରୁଷମାନେ ନିଜର ପ୍ରେମକୁ ପାଇବା ପାଇଁ ସମସ୍ତେ ପରିସ୍ଥିତିରେ ସାମ୍ନା କରିଥାନ୍ତି । ଏମାନେ ବହୁତ ସାହସୀ ବି ହୋଇଥାନ୍ତି । ଏଜା ସହିତ ଏମାନେ ସବୁବେଳେ ନିଜର ଆବଶ୍ୟକତା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଏମାନେ ନିଜର ଭଲ ଗୁଣ କାରଣରୁ ସଠିକ ସମୟରେ ଏକ ଭଲ ସ୍ଥାନ ହାସଲ କରିଥାନ୍ତି ।

ଘର ପରିବାରରେ ବି ଏମାନଙ୍କୁ ମାନ ସମ୍ମାନ ମିଳିଥାଏ । କିନ୍ତୁ A  ନାମର ବ୍ୟକ୍ତିମାନଙ୍କର ଗୋଟିଏ ଅବଗୁଣ ବି ଅଛି । ଯାହା ଏମାନଙ୍କର ବ୍ୟକ୍ତିତ୍ବକୁ ଖରାପ କରି ରଖି ଦିଏ । କହିବାକୁ ଗଲେ କଥା କଥାରେ ରାଗିବା ଏମାନଙ୍କର ଗୋଟିଏ ଖରାପ ଗୁଣ ଅଟେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।