Chanakya Niti- କୋଟିପତି ହେବା ପାଇଁ ଏହି 3 କାମ କରିବା ଜରୁରୀ

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ବାରା ରଚିତ ଏକ ନିତିଗ୍ରନ୍ଥ । ଯେଉଁଥିରେ ଜୀବନକୁ ସଫଳ ଏବଂ ସୁଖମୟ କରିବାପାଇଁ ଉପଯୋଗୀ ଟିପ୍ସ ଦିଆଯାଇଛି । ଏହି ଗ୍ରନ୍ଥର ମୂଳ ବିଷୟ ହେଉଛି ମାନବ ସମାଜ ଜୀବନର ନୀତି ଦିନର ବ୍ୟବହୃତ ହୋଉଥିବା ସମସ୍ତ ବ୍ୟବହାର ଦିଗଗୁଡ଼ିକରେ ଶିକ୍ଷା ଦବା ପାଇଁ । ଚାଣକ୍ୟ ଜଣେ ମହାନ୍ ଜ୍ଞାନୀ ଥିଲେ, ଯିଏ ନିଜ ନୀତିବାଣୀ ବଳରେ ଚନ୍ଦ୍ରଗୁପ୍ତ ମୈର୍ଯ୍ୟଙ୍କୁ ରାଜ ସିଂହାସନରେ ବସାଇଥିଲେ । ଜାଣନ୍ତୁ ଚାଣକ୍ୟଙ୍କ କିଛି ନୀତି ବିଷୟରେ, ଯାହା ଆପଣଙ୍କ ନୀତି ଦିନ ଜୀବନରେ ବହୁତ କାମରେ ଆସିପାରେ ।

ବନ୍ଧୁଗଣ କ୍ୟାରିୟରରେ ସଫଳତା ଏବଂ ଉନ୍ନତି ସମସ୍ତେ ଚାହାଁନ୍ତି ସେଥିପାଇଁ ବ୍ୟକ୍ତି ସବୁବେଳେ ପରିଶ୍ରମ ମଧ୍ୟ କରିଥାଏ । ଯଦି ଆପଣ କୈାଣସି କମ୍ପାନୀରେ କର୍ମଚାରୀ ଅଥବା ନିଜର ବ୍ୟବସାୟ ଅଛି ତେବେ ଏହି ଦୁଇ ସ୍ଥିତିରେ ସକରାତ୍ମକ ଚିନ୍ତାଧାରା ଅତ୍ୟନ୍ତ ଆବଶ୍ୟକ ।

ଯାହା ଫଳରେ ଧନର ଆଗମନ ଏବଂ ସୁଖଶାନ୍ତିରେ ବଜାୟ ରହିବ, ସାଙ୍ଗରେ ଆପଣ ଉନ୍ନତି କରି ପାରୁଥିଲେ ସେଥିପାଇଁ କିଛି ବାସ୍ତୁ ସମ୍ବନ୍ଧିତ କଥାରେ ଧ୍ୟାନ ରଖିବା ନିହାତି ଆବଶ୍ୟକ । ବାସ୍ତୁଶାସ୍ତ୍ରରେ କିଛି ନୀୟମ କୁହାଯାଇଛି ଯାହାକୁ କଲେ ଜୀବନରେ ବହୁତ ଉନ୍ନତି କରିପାରିବେ । ଜଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ଏହା ବହୁତ ବିପଦପୂର୍ଣ୍ଣ ହୋଇପାରେ । ତେବେ ବନ୍ଧୁଗଣ ଆପଣଙ୍କୁ କହିବାକୁ ଯାଉଛୁ ସେହି ବାସ୍ତୁଶାସ୍ତ୍ର ବିଷୟରେ ।

ବାସ୍ତୁଶାସ୍ତ୍ର ଅନୁସାରେ କେବେ ବି ତଳେ କେବେ ଶୋଇବା କଥା ନୁହେଁ କି ବସିବା କଥା ନୁହେଁ । ଏମିତି କରିବା ଦ୍ବାରା ଜୀବନରେ ବହୁତ ସମସ୍ୟା ଏବଂ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ ଏବଂ ମାନସିକ ଚିନ୍ତା ମଧ୍ୟ ଲାଗି ରହିଥାଏ । ତଳେ ଶୋଇଲେ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଥାଏ ଏବଂ ସ୍ବାମୀ ସ୍ତ୍ରୀ ସମ୍ପର୍କ ଛଡ଼ା ପରିବାର ସମସ୍ୟା ଲାଗି ରହିଥାଏ ।

କେବେବି ମୂଖ୍ୟ ଦ୍ୱାରକୁ ପିଠି କରି ବସିବା କଥା ନୁହେଁ, ତା’ସହିତ ଅଫିସରେ ବସିବା ସମୟରେ କାନ୍ଥ ପଛକୁ ରହିଥାଏ ତେବେ ସେହି ସ୍ଥାନକୁ ବଦଳାଇବା ଦରକାର । ଜଦି ଆପଣ ବଦଳାଇ ପାରୁନାହାଁନ୍ତି ତାହେଲେ କାନ୍ଥରେ ପାହାଡ଼ ଥିବା ପୋଷ୍ଟର ଲଗାଇ ଦିଅନ୍ତୁ । ଏମିତି କରିବା ଦ୍ବାରା ପରିବାରରେ ସୁଖ ଶାନ୍ତି ବନି ରୁହେ, କ୍ୟାରିୟରରେ ଉନ୍ନତି ହୁଏ ।

ବନ୍ଧୁଗଣ ଅଫିସ୍ ରେ ଗୋଲାକାର, ଅଣ୍ଡାକାର ଅଥବା ଅନିୟମିତ ଆକାରର ଟେବୁଲ ଅନ୍ୟ ପ୍ରକାରର ଟେବୁଲ୍ ରହିବା ଉଚିତ୍ ନୁହେଁ । ଟେବୁଲ୍ ସର୍ବଦା ଆୟତ ଆକାରର ହବା ଦରକାର । ଜଦି ଅଫିସ୍ ରେ ଭଙ୍ଗାରୁଜା ଟେବୁଲ୍ ଥିଲେ ତାକୁ ବ୍ୟବହାର କରିବା ଉଚିତ୍ ନୁହେଁ । ଅଫିସ୍ ର ପୂର୍ବ ଦିଗରେ ତାଜା ଫୁଲ ରଖିବା ଦରକାର । ଅଫିସ୍ ରେ ଧାତୁ କିମ୍ବା ପ୍ଲାଷ୍ଟିକ ଫର୍ନିଚର୍ ଜିନିଷରୁ ବଞ୍ଚିଛି ରହିବା ଦରକାର ।

ଅଫିସ୍ ରେ ସର୍ବଦା କାଠର ଫର୍ନିଚର୍ ବ୍ୟବହାର କରିବା ଉତ୍ତମ ରୁହେ । ସାଙ୍ଗରେ ଅଫିସ୍ ରେ ସବୁବେଳେ ନକରାତ୍ମକ ଫଟୋ ଯେମିତିକି ଯୁଦ୍ଧ, ହିଂସା, କାନ୍ଦୁଥିବା ଛୋଟ ପିଲା ବା ନାରୀର ରଖିବା କଥା ନୁହେଁ । ଏମିତି କରିବା ଦ୍ବାରା ଅଫିସ୍ ରେ ସବୁବେଳେ ନକରାତ୍ମକତା ବଢି ରୁହେ, ଯାହାର ପ୍ରଭାବ ଆର୍ଥିକ ସ୍ଥିତିରେ ପଡେ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମଝି ଭାଗ ଖୋଲା ରହିବା ଦରକାର । ଅଫିସ୍ ର ବାକି ଜାଗା ତୁଳନାରେ ଏହି ଯାଗାରେ କମ୍ ରୁ କମ୍ ଜିନିଷ ରହିବା ଦରକାର ।

ଜଦି ଆପଣଙ୍କର ଦୋକାନ ଅଛି ତେବେ ଚେଷ୍ଟା କରିବେ ଗ୍ରାହକମାନଙ୍କ ଯିବାର ରାସ୍ତା ବାହାର ପାର୍ଶ୍ଵରେ ନହୋଇ ମଝି ପାର୍ଶ୍ଵରେ ହବା ଦରକାର । ଅଫିସ୍ କେବେବି ଅନ୍ଧାରରେ ରହିବା କଥା ନୁହେଁ । ତେବେ ବନ୍ଧୁଗଣ ଶେଷରେ ଯେଉଁ ଟିପ୍ସ କୁହାଯାଇଛି ତାହା ହେଲା ବାସ୍ତୁଶାସ୍ତ୍ର ଅନୁସାରେ ଅଫିସ୍ ର ମୁଁହ ପୂର୍ବ ଅଥବା ଉତ୍ତର ଦିଗକୁ ହେବା ଦରକାର ।

ଯଦି ସମ୍ଭବ ନୁହେଁ ତାହେଲେ ପଶ୍ଚିମ ଦିଗକୁ ମୁଁହ କରାଯାଇ ପାରିବ । କିନ୍ତୁ ଭୁଲ୍ ରେ ବି ଏମିତି ଚେୟାର ରଖିବେନି ଯେମିତି କାମ କରିବା ସମୟରେ ଆପଣ ଆପଣଙ୍କ ମୁଁହ ଦକ୍ଷିଣ ଦିଗକୁ ହୋଇଥିବ । ଅଫିସ୍ ରେ କେବେବି ନିଜ ଗୋଡ଼କୁ ଛନ୍ଧିକି ବସିବା କଥା ନୁହେଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।