ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ପିଇବା ପାଇଁ କିଣିଥାଉ କିନ୍ତୁ କେବେ ବି ପିଇ ନ ଥାଉ, ଦେଖନ୍ତୁ କିଛିଟା ମଜେଦାର ପ୍ରଶ୍ନ ଯାହା ଆପଣଙ୍କ ମୁଡ୍ ଫ୍ରେଶ କରିଦେବ

ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଆପଣଙ୍କର ଜେନେରାଲ ନଲେଜକୁ ବଢାଇବାର କାମ କରିବ । ଏହି ପ୍ରଶ୍ନଗୁଡିକ ଟିକେ ଅଜବ ପ୍ରକାରର ଅଟେ । ଏହି ପ୍ରଶ୍ନର ଜବାବ ବି ସେହିପରି ଅଜବ ଗଜବ ଅଟେ । କହିବାକୁ ଗଲେ ତ ଏହା ବହୁତ ସହଜ ଅଟେ କିନ୍ତୁ ଏହାର ଉତ୍ତର ଆପଣଙ୍କ ମସ୍ତିସ୍କ ବାହାରେ ଅଟେ । ଯାହା ଆପଣଙ୍କର ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିପରି କିଛି ପ୍ରଶ୍ନ ଓ ତା’ର ଉତ୍ତର ବିଷୟରେ ।

ପ୍ରଶ୍ନ -୧ ଭାରତରେ ସବୁଠୁ ଅଧିକ କେଉଁ ବ୍ୟକ୍ତିର ଫଟୋ ଛପିଥାଏ ?

ଉତ୍ତର – ମହାତ୍ମା ଗାନ୍ଧୀ

ପ୍ରଶ୍ନ -୨ କୁହନ୍ତୁ ଏମିତି କେଉଁ ଜିନିଷ ଅଛି ଯାହାକୁ ଲୋକ ଖାଆନ୍ତି ଓ ପିଅନ୍ତି ମଧ୍ୟ ।

ଉତ୍ତର – ନଡିଆ

ପ୍ରଶ୍ନ -୩ “କାଲା ଘୋଡା ସଫେଦ ସବାରି, ଏକ ଉତରା ତୋ ଦୁସରେ କି ବାରି, କୁହନ୍ତୁ କିଏ ?

ଉତ୍ତର – ତାୱା ଓ ରୁଟି

ପ୍ରଶ୍ନ -୪ ଏମିତି କେଉଁ ଚେନ ଅଛି ଯାହାକୁ ଆମେ ଖୋଲି ପାରୁନା କି ବନ୍ଦ କରି ପାରୁନା ?

ଉତ୍ତର – ଜ୍ୟାକି ଚେନ

ପ୍ରଶ୍ନ – ୫ କୁହନ୍ତୁ ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ପିଇବା ପାଇଁ କିଣିଥାଉ କିନ୍ତୁ ପିଇ ନଥାଉ ?

ଉତ୍ତର – ଗ୍ଳାସ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।