ଦେଖନ୍ତୁ କେଉଁ ହିରୋଇନ ଙ୍କୁ ବିବାହ କଲେ ଅଭନେତା ରାଜରାଜେଶ

ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ନିଜାର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି । ଅନେକ କଳାକାର ମାନେ ନିଜର ଷ୍ଟାଇଲ, ଲୁକ, ବ୍ୟକ୍ତିତ୍ବ ପାଇଁ ମଧ୍ୟ ଓଡିଆ ଜଗତରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଓଡିଆ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ରାଜରାଜେଶ ଯିଏ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ଘର କରି ରହିପାରିଛନ୍ତି ।

ତାଙ୍କର ବିବାହ ସମ୍ଭଧରେ କିଛି ଜରୁରୀ ସୂଚନା ଦେବାକୁ ଯାଉଛୁ । ଟିଭି ଜଗତରେ ପ୍ରସାରିତ ହେଉଥିବା ଅନେକ କାର୍ଯ୍ୟକ୍ରମ ଗୁଡିକରେ ଅଭିନେତା ରାଜରାଜେସ ଅଭିନୟ କରି ଖୁବ ଚର୍ଚ୍ଚାରେ ରହିଛନ୍ତି ।

ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଇଥିବା “ତୋ ଅଗଣାର ତୁଳସୀ ମୁଁ” ସିରିଏଲରେ ଅଭିନେତା ରାଜରାଜେଶ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ଏହା ସହ ତରଙ୍ଗ ଚ୍ୟାନେଲରେ ମଧ୍ୟ ଅନେକ ଗୁଡିଏ ସିରିଏଲରେ ଅଭିନେତା ରାଜରାଜେଶ ନିଜର ସାନଦାର ପର୍ଫୋମାଂସ ଦେଇଛନ୍ତି । ଏହା ବ୍ଯତୀତ ସେ ବହୁତ ସୁନ୍ଦର ଅଭିନୟ କରିବା ସହ ଅନେକ ଆଲବମରେ ମଧ୍ୟ ଅଭିନୟ କରିବାର ନଜର ଆସିଛନ୍ତି । ତାଙ୍କର ଅଭିନୟ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ବହୁତ ହ୍ୟାଣ୍ଡସମ ଓ ସ୍ମାର୍ଟ ଅଟନ୍ତି ।

ସେ ତାଙ୍କ ପରିବାର ଲୋକଙ୍କ ସହ ଫ୍ରୀ ସମୟରେ ଅଧିକ ଟାଇମ ସ୍ପେନ୍ଡ କରିବାକୁ ଭଲ ପାଆନ୍ତି । ତାଙ୍କ ପରିବାର ଲୋକଙ୍କ ସହ ରାଜରାଜେଶଙ୍କର ବହୁତ ଭଲ ସମ୍ଭଧ ରହିଛି । ସେ ସୁ-ଟି-ଙ୍ଗ ସେଟରେ ମଧ୍ୟ ସମସ୍ତଙ୍କ ସହ ବେଶ ଭଲ ବ୍ୟବହାର କରିବା ସହ ତାଙ୍କର ସମସ୍ତଙ୍କ ସହ ବହୁତ ଭଲ ସମ୍ପର୍କ ମଧ୍ୟ ରହିଛି । ସେ ନିଜର ସାନଦାର ଅଭିନୟ ମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କ ନଜରରେ ହିରୋ ହୋଇ ରହିଛନ୍ତି । ଆଜି ଆମେ ଅଭିନେତା ରାଜରାଜେଶଙ୍କର ବିବାହ ବିଷୟରେ କିଛି ଇଣ୍ଟେର୍ଷ୍ଟିଙ୍ଗ କଥା ଆପଣ ମାନଙ୍କ ସହ ଶେୟାର କରିବାକୁ ଯାଉଛୁ ।

ଅଭିନେତା ରାଜରାଜେଶ ରିୟଲ ଲାଇଫରେ ମ୍ୟାରେଜ କରି ନାହାନ୍ତି । ବରଂ ସେ ଅଭିନେତ୍ରୀ ଦିବ୍ୟାଙ୍କ ସହ ଏକ ଫିଲ୍ମରେ ବିବାହ କରିଛନ୍ତି । ଅଭିନେତା ରାଜରାଜେଶ ଓ ଅଭିନେତ୍ରୀ ଦିବ୍ୟାଙ୍କର ଆଗାମୀ ଫିଲ୍ମ “ଏ ଗୋଟିଏ ଲୋଭ ଷ୍ଟୋରି” ଆସିବାକୁ ଯାଉଛି । ଯେଉଁଥିରେ ଦୁହେଁ ପରସ୍ପର ସହ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦିବ୍ୟାଙ୍କ ସହ ଶୁ-ଟି-ଙ୍ଗ କରିଥିବା ବିବାହର କିଛି ଫୋଟୋ ସେ ନିଜ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯାହା ବର୍ତ୍ତମାନ ବହୁତ ଜୋରସୋରରେ ଭାଇରାଲ ହେବା ସହ ଖୁବ ଚର୍ଚ୍ଚାରେ ମଧ୍ୟ ରହିଛି ।

ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଅଭିନେତା ରାଜରାଜେଶଙ୍କର ରିୟଲ ଲାଇଫରେ ବିବାହ ହୋଇଛି ବୋଲି ମାନେ କରୁଛନ୍ତି । କିନ୍ତୁ ଏହା ସତ ଘଟଣା ହୁହେ । ତାଙ୍କ ରିୟଲ ଲାଇଫ ଦେଖିବାକୁ ଗଲେ ଗତ ବର୍ଷ ତାଙ୍କର ଶ୍ରଦ୍ଧାଙ୍କ ସହ ନିର୍ବନ୍ଧ ସରିଛି । ଆଗାମୀ ଦିନରେ ରାଜରାଜେଶ ଓ ଶ୍ରଦ୍ଧା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ