ଅମୃତ ଭଳି କାମ କରିଥାଏ କଞ୍ଚା ଲଙ୍କା, ଗରମ ଦିନରେ ସବୁ ଦିନ ଗୋଟିଏ ଲଙ୍କା ଖାଇଲେ ଦୂର ହୋଇଥାଏ ଏହି ସବୁ ରୋଗ

କଞ୍ଚା ଲଙ୍କା ବିନା କୌଣସି ବି ଖାଦ୍ୟ ସ୍ଵାଦିଷ୍ଟ ହୋଇ ପାରିବ ନାହିଁ । ସମସ୍ତ ସ୍ପାଇସୀ ଖାଦ୍ୟରେ ଲଙ୍କାର ମୁଖ୍ୟ ଭୂମିକା ରହିଥାଏ । ଲଙ୍କା କେବଳ ଖାଦ୍ୟକୁ ସ୍ଵାଦିଷ୍ଟ କରେ ନାହିଁ ଏହା ଛଡା ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅମୃତ ସମାନ ହୋଇଥାଏ । ଚାଳନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା ।

ଅମୃତ ଭଳି କାମ କରିଥାଏ କଞ୍ଚା ଲଙ୍କା

କଞ୍ଚା ଲଙ୍କା ଖାଇବା ଦ୍ଵାରା କ୍ଷତି ହୁଏ ନାହିଁ ଲାଭ ହୋଇଥାଏ । ସମସ୍ତେ ଗରମ ଦିନରେ କୋଲ୍ଡ ଡ୍ରିଂକ ଏବଂ ଆଇସକ୍ରୀମ ଖାଇ ନିଜକୁ ଥଣ୍ଡା ରଖିଥାନ୍ତି । କିନ୍ତୁ କଞ୍ଚା ଲଙ୍କା ଆଇସକ୍ରୀମ ଠାରୁ ବି ଅଧିକ ଆପଣଙ୍କର ପେଟକୁ ଥଣ୍ଡା ରଖି ପାରିବ । ଏହି ଲଙ୍କା ଆପଣଙ୍କୁ ହୀଟ ସ୍ଟ୍ରୋକ ଏବଂ ଲୂ ରୁ ବଞ୍ଚାଇବା ଛଡା ବି କେତେକ ଗମ୍ଭୀର ରୋଗରୁ ବି ବଞ୍ଚାଇବାର କାମ କରିଥାଏ । ତେବ ଚାଲନ୍ତୁ ଜାଣିବା ଏହା ବିଷୟର ।

୧. କଞ୍ଚା ଲଙ୍କା ଏନ୍ଟି ଅକ୍ସୀଡେଂଟ ଏବଂ ଡାଇଟ୍ରୀ ଫାଇବର୍ସରେ ଭରପୁର ଥାଏ । ଏହି କାରଣରୁ ଏହା ଦ୍ଵାରା ପାଚନ କ୍ରିୟା ଭଲ ରହିଥାଏ । ପାଚନ କ୍ରିୟା ସଠିକ ହେବା କାରଣରୁ ଓଜନ ସନ୍ତୁଳନ ବି ଭଲ ହୋଇ ପାରିବ । ଯଦି ଆପଣ ସାଲାଡ ଖାଉଛନ୍ତି ତେବେ ତାହା ସହିତ କଞ୍ଚା ଲଙ୍କା ଖାଇବା ଦ୍ଵାରା ତାହା ଆପଣଙ୍କର ଭୋକକୁ ବି ନିୟନ୍ତ୍ରିତ ରଖିଥାଏ ।

୨. କୌଣସି ଖାଦ୍ୟ ସହିତ ଯଦି ଆପଣ କଞ୍ଚା ଲଙ୍କା ଖାଉଛନ୍ତି ତେବେ ଆପଣଙ୍କୁ ଗ୍ୟାସ ଏବଂ କବ୍ଜ ଭଳି ରୋଗ ବି ହୋଇପାରିବ ନହିଁ ।

୩. ବାହାର ଲଙ୍କାରେ ଏନ୍ଟି ବୈକ୍ଟୀରିୟଲ ତତ୍ୱ ମିଳିଥାଏ ଯାହାକି ଶରୀରରେ ଥିବା ଭୟାନକ ବ୍ୟାକ୍ଟେରିୟାକୁ ନଷ୍ଟ କରିବାରେ କାମ କରିଥାଏ । ଏବଂ ଶରୀରକୁ ଏଲର୍ଜୀ ଓ ସଂକ୍ରମଣରୁ ବି ବଞ୍ଚାଇ ଥାଏ ।

୪. କଞ୍ଚା ଲଙ୍କାର ସେବନ କରିବା ଦ୍ଵାରା ଏହା ସୁଗାର ଲେବୁଲକୁ ବି ସଠିକ ରଖିବାରେ କାମ କରିଥାଏ । ସେଥିପାଇଁ ଡାୟବିଟୀଜ ରୋଗୀଙ୍କୁ ସବୁଦିନ କଞ୍ଚା ଲଙ୍କା ନିଶ୍ଚିତ ଖାଇବା ଉଚିତ ।

୫. କଞ୍ଚା ଲଙ୍କାରେ ମିଳୁଥିବା ଭିଟାମିନ A ଶରୀରର ସମସ୍ତ ଅଂସ ପାଇଁ ଭଲ ହୋଇଥାଏ । ଖାସ କରି ଏହା ଆଖି ପାଇଁ ବହୁତ ଭଲ ହୋଇଥାଏ ।

୬. ଯେଉଁମାନେ ସଠିକ ରୂପରେ କଥାବାର୍ତ୍ତା କରି ପାରନ୍ତି ନାହିଁ ଅର୍ଥାତ ସେମାନେ ତୋତଲା ହୋଇଥାନ୍ତି ତେବେ ସେମାନଙ୍କୁ ସବୁଦିନ ଗୋଟିଏ କଞ୍ଚା ଲଙ୍କା ସେବନ କରିବା ଉଚିତ ।

୭. କଞ୍ଚା ଲଙ୍କାକୁ କୌଣସି ବି ରୂପରେ ସେବନ କରି ପାରିବେ କିନ୍ତୁ ଯଦି ଏହାକୁ କଞ୍ଚା ରୂପରେ ସେବନ କରାଯାଏ ତେବେ ଏହା ଧିକ ଲାଭବାନ ହୋଇଥାଏ ।

୮. କଞ୍ଚା ଲଙ୍କା ଖାଇବା ଦ୍ଵାରା ଗରମ ଦିନରେ ଲୂ ଏବଂ ଭାଇରାଲ ଫିବରରୁ ବି ଆପଣ ବଞ୍ଚି ପାରିବେ ।