ଆମ୍ବୁଲାନ୍ସକୁ ଓଡିଆରେ କଣ କୁହାଯାଏ ? ଏହିପରି କେତେକ ଜଣାଅଜଣା ପ୍ରଶ୍ନର ଉତ୍ତର ଦେଇ ଜ୍ଞାନ ପରୀକ୍ଷା ସହ ଜ୍ଞାନର ବୃଦ୍ଧି କରନ୍ତୁ (Odia Interesting GK)

ନମସ୍କାର ବନ୍ଧୁଗଣ, ପାଠ ପଢି ନିଜ ଜୀବନରେ ବଡ ମଣିଷ ହେବାର ସ୍ଵପ୍ନ ସମସ୍ତେ ରଖନ୍ତି ନିଜ ମନରେ । ତେବେ ଏହାକୁ ପୁରା କରିବା ପାଇଁ କିଛି ବ୍ୟକ୍ତି ନିଜର ଆପ୍ରାଣ ଚେଷ୍ଟା କରିଥାନ୍ତି । ଆଉ କିଛି ଲୋକ ନିଜ ପାଠ ପଢା ଏବଂ ଜ୍ଞାନ ଆହରଣ କରିବାର ସ୍ରୋତ ବା ମାଧ୍ୟମ ନ ପାଇଁ ପଛଘୁଞ୍ଚା ଦେଇଦିଅନ୍ତି ନିଜର ସ୍ଵପ୍ନକୁ ଅଧୁରା ଛାଡିଦିଅନ୍ତି । କିନ୍ତୁ ଆଜି ଆମର ଏହି ପୋଷ୍ଟ ମାଧ୍ୟମରେ ଆପଣ କିଛି ଏଭଳି ପ୍ରଶ୍ନର ଉତ୍ତର ଜାଣିବେ ଯାହା ଆପଣଙ୍କ ଜ୍ଞାନ ବଢାଇବା ସହ ଆପଣଙ୍କୁ ଉତ୍ସାହ ମଧ୍ୟ ପ୍ରଦାନ କରିବ ।

1- ହେଲିକପ୍ଟରରେ ସମୁଦାୟ କେତୋଟି ସିଟ ରହିଥାଏ ? ଉତ୍ତର: 12ଟି

2- ଲାଲକିଲ୍ଲା ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ଅଛି ? ଉତ୍ତର: ପାକିସ୍ତାନ ଲାହୋରରେ

3- କେଉଁ ଦେଶରେ କ୍ଷୀର ବିକିବା ଅପରାଧ ଅଟେ? ଉତ୍ତର: ଫିନଲାଣ୍ଡ

4- କେଉଁ ପ୍ରାଣୀର ହାତ କଟି ଗଲେ ସଙ୍ଗେ ସଙ୍ଗେ ଆଉ ଗୋଟେ ହାତ ଆସିଯାଏ ?ଉତ୍ତର: ପ୍ରଜାପତି

5- ମେଘର ଘର ଭାରତର କେଉଁ ରାଜ୍ୟକୁ କୁହାଯାଏ ? ଉତ୍ତର: ମେଘାଳୟ ରାଜ୍ୟକୁ ମେଘର ଘର ବୋଲି କୁହାଯାଏ ।

6- କେଉଁ ଗ୍ରହକୁ ଲାଲ ଗ୍ରହ କୁହାଯାଏ ? ଉତ୍ତର: ମଙ୍ଗଳ ଗ୍ରହକୁ ଲାଲ ଗ୍ରହ ବୋଲି କୁହାଯାଏ ।

7- ରକ୍ତ ଭଳି ଲାଲ ରଙ୍ଗର ନଦୀ କେଉଁ ଦେଶରେ ଅଛି ? ଉତ୍ତର: ସ୍ପେନ ଦେଶରେ ରକ୍ତ ଭଳି ଲାଲ ରଙ୍ଗର ନଦୀ ରହିଛି ।

8- କଲାଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର, ତାହା କଣ? ଉତ୍ତର: ଉଙ୍କୁଣି ।

9- କହିଲ ଦେଖି କେଉଁ ଫଳର ଆଖି ତିନୋଟି ? ଉତ୍ତର: ନଡିଆର ଆଖି ତିନୋଟି ବୋଲି କୁହାଯାଏ ।

10- କାଟିଲେ ରକତ ନାହିଁ, କୁଟିଲେ ହାତ ବି ନାହିଁ ସେ ଜୀବଟି କିଏ କୁହ ତା ଭାଇ ? ଉତ୍ତର: ଚିଙ୍ଗୁଡି ।

11- କାଠର ବାଛୁରି ପଥର ଗାଈ ଯେତେ ଦୁହୁଁ ଥିଲେ ପହ୍ନଊ ଥାଇ ? ଉତ୍ତର: ଚନ୍ଦନ ।

12- ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁ ପଡେ ? ଉତ୍ତର: ବାଷ୍ପ ।

13-  ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ? ଉତ୍ତର: ଭେଣ୍ଡି ।

14- କଞ୍ଚା ହଳଦିଆ, ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପାଲା ? ଉତ୍ତର: ଖଜୁରୀ ।

15- ଆମ୍ବୁଲାନ୍ସକୁ ଓଡିଆରେ କଣ କୁହାଯାଏ ? ଉତ୍ତର: ଆପତ କାଳ ବାହନ ।

16-  ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଅନ୍ୟ ମାନଙ୍କର ଦେଖା ଯାଇଥାଏ କିନ୍ତୁ ନିଜର ଦେଖା ଯାଇ ନଥାଏ ? ଉତ୍ତର: ଦୋଷ ବା ଭୁଲ ।

ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।