ପୂରାପୂରି Akshay ଙ୍କ ପରି ଦେଖା ଯାଆନ୍ତି ଏହି ମହିଳା, ଥରେ ଦେଖନ୍ତୁ ଏହି Video, ଆପଣ ବି ବିଶ୍ଵାସ କରି ପାରିବେନି

ଗତ କିଛି ଦିନ ଧରି ବାଦଶାହ ଖୁବ ଚ-ର୍ଚ୍ଚା-ରେ ଅଛନ୍ତି । ‘ବଚପନ କା ପ୍ୟାର’ ଫେମ ସହଦେବଙ୍କୁ ବାଦଶାହ କଥା ଦେଇଥିଲେ କି ତାଙ୍କ ସହ ଗୋଟିଏ ଆଲବମ ରିଲିଜ କରିବେ ବୋଲି । ଆଉ ସେ ତାଙ୍କ କଥା ରଖି ଏହି ଆଲବମ ରିଲିଜ କରିଛନ୍ତି ଏବଂ ଲୋକେ ମଧ୍ୟ ଏହି ଆଲବମକୁ ଖୁବ ପସନ୍ଦ କରୁଛନ୍ତି । ଏହି ଆଲବମକୁ ମାତ୍ର ତିନି ଦିନରେ 4 କୋଟି 70 ଲକ୍ଷ ଭିୟୁ ମିଳି ସାରିଛି । ଏହି ଗୀତରେ ସହଦେବ ଗୀତ ଗାଇବା ସହ ଅଭିନୟ ମଧ୍ୟ କରିଛନ୍ତି ।

ଏହି ଗୀତ ବ୍ଯତୀତ ‘ବାୱଲା’ ଗୀତକୁ ନେଇ ମଧ୍ୟ ବାଦଶାହ ଚର୍ଚ୍ଚାରେ ଅଛନ୍ତି । ଏହି ଗୀତ ମଧ୍ୟ ଖୁବ ଲୋକପ୍ରିୟ ହେବା ସହ ଏହାକୁ ନେଇ ଲୋକେ ଅନେକ ରିଲ୍ସ ମଧ୍ୟ ବନାଉଛନ୍ତି । ଏବେ ଏହି ଗୀତକୁ ନେଇ ବନିଥିବା ଏକ ଭି-ଡି-ଓ ଗୋଟିଏ ଖାସ କାରଣ ଯୋଗୁଁ ଖୁବ ଚ-ର୍ଚ୍ଚା ସାଜିଛି । କଥାଟି ହେଉଛି ଏହି ଭି-ଡି-ଓ-ରେ ଗୀତ ଗାଉଥିବା ଏକ ମହିଳା ପୂରାପୂରି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପରି ଦେଖା ଯାଉଛନ୍ତି । ବାଦଶାହଙ୍କ ବାୱଲା ଗୀତଟି ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଟ୍ରେ-ଣ୍ଡ କରୁଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କି, ବାଦଶାହ ନିଜେ ଏହି ଗୀତଟିକୁ ଗାଇ ନାହାନ୍ତି, ବରଂ ଦୁଇଜଣ ମହିଳା ଗାଇଛନ୍ତି ।

ଆଉ ସେମାନଙ୍କ ମଧ୍ୟରୁ ଜଣେ ଦେଖିବାକୁ ଏକଦମ ଖିଲାଡ଼ି ଅକ୍ଷୟ କୁମାରଙ୍କ ପରି ଦେଖିବାକୁ । ଗୋଟିଏ ଭା-ଇ-ରା-ଲ ଭି-ଡି-ଓରେ ଦୁଇ ଜଣ ମହିଳା ଏହି ଗୀତ କୁ ଗାଉଥିବାର ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଗୋଲାପି ରଙ୍ଗର ଡ୍ରେସ ପିନ୍ଧିଥିବା ଜଣେ ମହିଳା ଲୋକଙ୍କୁ ଏକଦମ ଅକ୍ଷୟ କୁମାରଙ୍କ ପରି ଦେଖା ଯାଉଛନ୍ତି । ଏହି ଭି-ଡି-ଓ-କୁ ସୋ-ସି-ଆ-ଲ ମି-ଡି-ଆ-ରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ତେବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ କଥା କହିଲେ, ସେ ତାଙ୍କ ଆଗାମୀ ଫିଲ୍ମ ‘ବେଲ ବଟମ’ କୁ ନେଇ ଖୁବ ଚ-ର୍ଚ୍ଚା-ରେ ଅଛନ୍ତି ।

ଆସନ୍ତା ୧୯ ଅଗଷ୍ଟରେ ଏହି ଫିଲ୍ମ ସିନେମାଘର ମାନଙ୍କରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଅକ୍ଷୟଙ୍କ ବିପରିତରେ ଅଭିନେତ୍ରୀ ବାନୀ କପୁର ଅଛନ୍ତି । ତାଙ୍କ ସହ ଲାରା ଦତ୍ତା ଓ ଆଦିଲଙ୍କ ପରି କଳାକାର ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଏହାସହ ଆଗକୁ ଫିଲ୍ମ ‘ସୂର୍ଯ୍ୟବଂଶୀ’, ‘ପୃଥ୍ବୀରାଜ’, ‘ବଚ୍ଚନ ପାଣ୍ଡେ’,  ଓ ‘ରକ୍ଷାବନ୍ଧନ’ ପରି ଫିଲ୍ମରେ ମଧ୍ୟ ଅକ୍ଷୟ କୁମାର ନଜର ଆସିବେ । ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।