Garuda Puran- କରୋନା ରେ ଅକାଳ ମୃତ୍ୟୁ ପ୍ରାପ୍ତି ହେଉଥିବା ଲୋକଙ୍କୁ କିପରି ମିଳିଥାଏ ମୁକ୍ତି ?

ଆମେ ଜାଣିଛୁ କି ଏବେ କରୋନା ରେ ଅନେକ ଲୋକ ମାନେ ନିଜ ପରିଜନକୁ ହରାଇଛନ୍ତି । ତେବେ ସେମାନଙ୍କ ମୃ-ତ ଶରୀର କୁ ଦେଖିବା ପାଇଁ ଦିଆ ଯାଉନି ।

ତେଣୁ କରି ଆମେ ଏହା ଜାଣିବା ଦରକାର କି ଆମେ କଣ କରିବା ଆବଶ୍ୟକ ଏହି ପରିସ୍ଥିତିରେ । କାରଣ ଆମ ଶାସ୍ତ୍ରରେ ବର୍ଣନା କରା ଯାଇଛି କି ଆମେ ଯଦି ଜଣଙ୍କ ମୃ-ତ୍ୟୁରେ କିଛି କରି ପାରିବା ନି ତାହେଲେ ତାଙ୍କ ଆତ୍ମାର ସଦ୍ଗତି ହୋଇ ପାରିବ ନି ତେବେ ଆମେ କଣ କରିବା ଯେ ଆମର ନିଜର ବ୍ୟକ୍ତି ମାନେ କିଛି ନ କରିକି ଭି ମୁକ୍ତି ପାଇବେ ।

ଗରୁଡ ପୁରାଣରେ ଏହା କୁହା ଯାଇଛି କି ଯଦି ଆମେ ଆମ ବନ୍ଧୁ ବାନ୍ଧବଙ୍କ ସଂସ୍କାର ନ କରି ପାରିବା ତେବେ ଆମେ କିଭଳି ଅନ୍ୟ ଉପାୟ ମାଧ୍ୟମରେ ତାଙ୍କୁ ଶାନ୍ତି ପ୍ରଦାନ କରିବା । ଗରୁଡ ପୁରାଣରେ କୁହାଯାଇଛି କି ଯଦି କାହାର ଅ-କା-ଳ ମୃ-ତ୍ୟୁ ହୋଇ  ଯାଏ ।

ସେମାନେ ନା ଜମା ଲୋକ ନା ମର୍ତ୍ୟ ଲୋକ ଯାଇ ପାରନ୍ତି ସେମାନେ ଏହି ଦୁଇଟି ଜିନିଷ ଭିତରେ ସବୁବେଳେ ଫସିଯାନ୍ତି । ତେବେ କୁହା ଯାଇଛି କି ଯଦି କାହାର ମୃ-ତ୍ୟୁ ଆ-ତ୍ମ- ହ-ତ୍ୟା ଅଟେ ତେବେ ତାହାର ଆତ୍ମା ସବୁ ଠାରୁ ଅଧିକ କଷ୍ଟ ପାଇ ଥାଏ ନିଶ୍ଚିତ ରୂପେ । ଯଦି କାହାର ମୃ-ତ୍ୟୁ କେବଳ କିଛି ମ-ହା-ମା-ରୀ କିମ୍ବା ଦୁ-ର୍ଘ-ଟ-ଣା ରେ ହଠାତ ହୋଇ ଯାଇଥାଏ ତେବେ ସେ ନିଶ୍ଚିତ ଭାବେ ନିଜ ଭୋଗ ବିଲାଶ ଜୀବନ ପାଇଁ ପୃଥିବୀ ଛାଡି ଯାଇ ନଥାଏ ଯଦି କାହାର ମୃ-ତ୍ୟୁ ହୋଇ ଯାଇଥାଏ ।

ଠିକ ସମୟରେ ସେମାନେ ୪୦ ଦିନ ଭିତରେ ନିଶ୍ଚିତ ଭାବେ ପୁନର ଜନ୍ମ ପାଇ ଯାଇଥାନ୍ତି । ଯଦି କାହାର ମୃ-ତ୍ୟୁ ସମୟ ନିକଟତର ହୋଇ ଥାଏ ସେତେବେଳେ ପ୍ରତେକ ମଣିଷକୁ ଦିବ୍ୟ ଦ୍ରୁଷ୍ଟି ମିଳିଥାଏ । ସେ ଜାଣି ନେଇଥାଏ କି ସେ ମ-ରି-ବା ପାଇଁ ଯାଉଛି । ସେ ଏହାର କିଛି କ୍ଷଣ ମଧ୍ୟରେ ନିଜ ଦେ-ହ ତ୍ୟା-ଗ କରି ଥାଏ । ମାନେ ଆତ୍ମା ଶରୀର ଛାଡି ଚାଲି ଯାଇଥାଏ । ଯେଉଁ ମାନେ ସବୁ ବେଳେ ପା-ପ କ-ର୍ମ-ରେ ଲିପ୍ତ ରହି ଥାନ୍ତି ।

କେବେ ବି ଗରିବ ଲୋକଙ୍କୁ ଖାଇବା ପାଇଁ ଦିଅନ୍ତି ନି ସେମାନେ ନିଶ୍ଚିତ ରୂପେ ସମୟ ଆଗରୁ ମୃ-ତ୍ୟୁ କୁ ପ୍ରାପ୍ତି କରନ୍ତି । ଯେଉଁ ବ୍ରାହ୍ମଣ ସବୁବେଳେ ନିଜ ସ୍ଵାର୍ଥ ଦେଖେ ସେଭଳି ବ୍ରାହ୍ମଣ ମାନେ ମୃ-ତ୍ୟୁ ପରେ ଜମ ଲୋକକୁ ଯାଇଥାନ୍ତି । ଯେଉଁ ମାନେ ଅଧିକ ଆସା ରଖନ୍ତି ଅନ୍ୟ ଉପରେ ସେମାନେ ନିଶ୍ଚିତ ଭାବେ ନିଜ କାମରେ ଧ୍ୟାନ ନ ଦେଇ ସବୁବେଳେ ପର ଚର୍ଚ୍ଚା କରନ୍ତି ଏଭଳି ଲୋକମାନେ ଯମ ଦଣ୍ଡରେ ଦଣ୍ଡିତ ହୁଅନ୍ତି ।

 

ସେହି ଭଳି ଯେଉଁ ମାନେ ଅକାଳ ରେ ପରଲୋକକୁ ଯାନ୍ତି ସେମାନେ ଭୁ-ତ ପ୍ରେ-ତ ଓ ପି-ଶା-ଚ ମାନଙ୍କ ଯୋ-ନି-ରେ ରୁହନ୍ତି । ଏହି ଭଳି ଲୋକଙ୍କ ପାଇଁ ଆମେ ତର୍ପଣ କରିବା ଆବଶ୍ୟକ ଅଟେ । ଗୀତା ଓ ଭାଗବତର ପାଠ କରି ଏମାନଙ୍କ ଆତ୍ମାର ସଦଗତି ପାଇଁ ଏମାନଙ୍କ ବାର୍ଷିକୀୟାରେ କିଛି ଭିକ୍ଷୁକ ଓ ଛୋଟ ପିଲାଙ୍କ ସହ କିଛି ବ୍ରାହ୍ମଣ ମାନଙ୍କୁ ମଧ୍ୟ ଖାଇବା ପାଇଁ ଦେବା ଆବଶ୍ୟକ ଅଟେ । ଏହା ଦ୍ଵାରା ସେମାନଙ୍କ ଆତ୍ମା ଖୁବ ଜଲ୍ଦି ଏହି ପାପ ଯୋ-ନି-ରୁ ମୁକ୍ତି ପାଇ ଜୀବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।