ବ୍ରିଜ ତଳେ ଫସିଗଲା Air India ର ଏହି ବିମାନ, photo ଓ video ହେଲା ଭାଇରାଲ

ବ୍ରିଜ ତଳେ ଫ-ସି ଗଲା ଏୟାର ପ୍ଳେନ । ଏହା ଦେଖି ତାଜୁବ ହୋଇଗଲେ ଆଖପାଖର ଲୋକେ । ଏପରି ଘ-ଟ-ଣା-ର ପ୍ରତ୍ୟକ୍ଷଦର୍ଶୀ ମାନେ ଏହାର ଫ-ଟୋ ଉଠାଇବା ସହ ଭି-ଡି-ଓ ମଧ୍ୟ କଲେ । ଏହାପରେ ଦେଖୁ ଦେଖୁ ସୋ-ସି-ଆ-ଲ ମି-ଡି-ଆ-ରେ ଛାଇ ଗଲା ଏହି ପ୍ଳେନର ଫ-ଟୋ ଏବଂ ଭି-ଡି-ଓ । ଏଭଳି ଏକ ବିରଳ ଘ-ଟ-ଣା ଦେଖି ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଲା । ବିମାନ ଟି ବ୍ରିଜ ତଳେ କେମିତି ଫ-ସି-ଲା ? ରନ୍ ୱେ ଛାଡି ରାସ୍ତାରେ କାହିଁକି ଯାଉଥିଲା ପ୍ଳେନ ? ଏମିତି ଅନେକ ପ୍ରଶ୍ନ ପରେ ଏବେ ଉତ୍ତର ରଖିଛି ଏୟାର ଇଣ୍ଡିଆ ।

ଏବେ ଚାଲନ୍ତୁ ଜାଣିବା ପୁରା ଘ-ଟ-ଣା-ଟି କଣ । ପ୍ରଥମେ ଆପଣ ଏହି ଭି-ଡି-ଓ-କୁ ଭଲ ଭାବେ ଦେଖନ୍ତୁ । ବେଶ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏୟାର ଇଣ୍ଡିଆର ଏହି ବିମାନର ଫଟୋ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ-ରେ ଦେଖିବାକୁ ମିଳୁଛି କୌଣସି ଏକ ବ୍ରିଜ ତଳେ ଫ-ସି ରହିଛି ଏୟାର ଇଣ୍ଡିଆର ଏକ ବିରାଟ ବଡ ବିମାନ । ଦିଲ୍ଲୀ- ଗୁରଗାଓଁ ହାଇ ୱେ ର ଏକ ଫୁଟ୍ ଓଭର ବ୍ରିଜ ତଳେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

ରାସ୍ତାରେ ସମସ୍ତ ଗାଡି ଚଳାଚଳ କରୁଥିବା ବେଳେ ଏୟାର ଇଣ୍ଡିଆର ଏହି ବିମାନଟି ଆଗପଛ ହୋଇ ପାରୁନାହିଁ । ଫ-ସି-ଯି-ବା ଭଳି ବିମାନଟି ଗୋଟିଏ ସ୍ଥାନରେ ଅଟକି ରହିଛି । ହେଲେ ଫ-ଟୋ ଏବଂ ଭି-ଡି-ଓ ଦେଖି ଏହି ବିମାନଟି କେମିତି ସେଠାରେ ଫ-ସି-ଗ-ଲା ବୋଲି ସଧାରଣ ଲୋକେ ପ୍ରଶ୍ନ କରିଛନ୍ତି । ତେବେ ଏହି ସବୁ ମଧ୍ୟରେ ଏୟାର ଇଣ୍ଡିଆର ସ୍ପଷ୍ଟ ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଜାତୀୟ ଗ-ଣ-ମା-ଧ୍ୟ-ମ-ରେ ଫ-ଟୋ ଭା-ଇ-ରା-ଲ ହେବା ପରେ ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି କି, ଓଭର ବ୍ରିଜ ତଳେ ଫ-ସି-ଥି-ବା ବିମାନଟି କୌଣସି ଦୁ-ର୍ଘ-ଟ-ଣା ନୁହେଁ । ବହୁ ଦିନ ପୂର୍ବେ ଏହୁ ପୁରୁଣା ଏବଂ ଖରାପ ବିମାନକୁ ବିକ୍ରି କରାଯିବା ପରେ ଟ୍ରକ ଯୋଗେ ଏହାକୁ ନିଆ ଯାଉଥିଲା । ହେଲେ ସଠିକ ଆକଳନ ଅଭାବ ଯୋଗୁଁ ପୁରୁଣା ବିମାନଟି ବ୍ରିଜ ତଳେ ରହି ଯାଇଛି । ତେବେ ବର୍ତ୍ତମାନ ବିମାନକୁ ମାଲିକ ବାହାର କରି ନେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।