Sambalpur ରେ Mahanadi ରେ ଗାଧୋଇବା ବେଳେ ଭାସିଗଲେ ବାପ, ପୁଅ ଓ ଝିଅ, Rescue Operation ଜାରି, ଦେଖନ୍ତୁ Video

ମହାନଦୀରେ ଗାଧୋଇବା ବେଳେ ଭା-ସି ଯାଇଛନ୍ତି ବାପ, ପୁଅ ଓ ଝିଅ । ସମ୍ବଲପୁରର ଦଳେଇପଡା ଘାଟରେ ଘ-ଟି-ଛି ଏଭଳି ଅ-ଘ-ଟ-ଣ । ଖବର ପାଇ ଅଗ୍ନିଶମ ବାହିନୀ ଏବଂ କିଛି ଦେଶୀ ଡଙ୍ଗା ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ତେବେ ପୁଅ ଅଫତାବଙ୍କୁ ପ୍ରଥମେ ଉଦ୍ଧାର କରା ଯାଇଥିଲା । ସେମାନେ ସମ୍ବଲପୁରର ପେନସନ ପଡା ଅଞ୍ଚଳର ବୋଲି ସୂଚନା ମିଳିଛି । ସେତେବେଳେ ଅନ୍ଧାର ହୋଇ ଆସୁଥିଲା କିନ୍ତୁ ମହାନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ଅ-ଗ୍ନି-ଶ-ମ ବାହିନୀ ।

ତେବେ ପୁଅଙ୍କୁ ଉଦ୍ଧାର କରାଯିବା ପରେ ସେଠାରେ ଅନ୍ଧାର ହୋଇ ଆସିଥିଲା । ପ୍ରଥମେ ସେ ସ୍ଥାନରେ ଆଲୋକ ବ୍ୟବସ୍ଥା କରାଯାଇ ଥିଲା ଓ ତା’ପରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ସେହି ସମୟର ଅତ୍ୟନ୍ତ ହୃଦୟ ବି-ଦା-ର-କ ଦୃଶ୍ୟ ଦେଖିଲେ ଆପଣ ମଧ୍ୟ କାନ୍ଦି ପକାଇବେ । ଗୋଟିଏ ପରିବାରର ବାପ, ପୁଅ ଏବଂ ଝିଅ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ତିନି ଜଣ ଯାକ ସେଠାରେ ଭା-ସି ଯାଇଥିଲେ । ଭା-ସି ଯିବା ପରେ ପ୍ରଥମେ ପୁଅକୁ ଉଦ୍ଧାର କରାଯାଇ ଥିଲା ଓ ତାଙ୍କୁ ସିଧାସଳଖ ଡାକ୍ତରଖାନା ନିଆଯାଇଛି ।

ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ରହିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ତେବେ ପୁଅଙ୍କୁ ଉଦ୍ଧାର କରାଯିବା ପରେ ବାପାଙ୍କୁ ମଧ୍ୟ ସେହି ସ୍ଥାନରୁ ଉଦ୍ଧାର କରାଯାଇ ଥିଲା ଓ ତାଙ୍କୁ ମଧ୍ୟ ସଦର ହସ୍ପିଟାଲକୁ ପଠା ଯାଇଥିଲା । ତେବେ ଉଭୟ ବାପ ଏବଂ ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ତାହା ବର୍ତ୍ତମାନ ପର୍ଯ୍ଯନ୍ତ ସ୍ପଷ୍ଟ ହୋଇନାହିଁ ବା ଡାକ୍ତର ଆନୁଷ୍ଠାନିକ ଭାବେ ଘୋଷଣା କରି ନାହାନ୍ତି । କିନ୍ତୁ ତାଙ୍କ ଝିଅ ଏ ପର୍ଯ୍ୟନ୍ତ ମଧ୍ୟ ନି-ଖୋ-ଜ ଅଛନ୍ତି । ଘଟଣାସ୍ଥଳରେ କିଛି ଦେଶୀ ଡଙ୍ଗା ଏବଂ ଦମକଳ ବାହିନୀର ପାୱାର ବୋଟରେ ଖୋଜାଖୋଜି ଚାଲିଥିଲା ।

ତେବେ ଝିଅଟି ମାତ୍ର ୧୨ ବର୍ଷ ବୟସର ହୋଇଥିବା ବେଳେ ତାଙ୍କୁ ଖୋଜି ବାହାର କରିବାରେ ଲାଗି ପଡିଛନ୍ତି ଅଗ୍ନିଶମ ବାହିନୀ । ତେବେ ଦମକଳ ବାହିନୀ ସହ ସ୍ଥାନୀୟ କିଛି ଲୋକ ଦେଶୀ ମାଛମରା ଡଙ୍ଗାରେ ମଧ୍ୟ ଝିଅକୁ ଖୋଜି ବାହାର କରିବାରେ ସାହାଯ୍ୟ କରୁଛନ୍ତି । ବାପ ଓ ପୁଅଙ୍କୁ ଠାବ କରା ଯାଇଥିବାବେଳେ ସାନ ଝିଅଟିକୁ ଏ ଯାଏଁ ଉଦ୍ଧାର କରାଯାଇ ପାରିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।