Aryan Khan ଙ୍କୁ ମୁକୁଳାଇବା ପାଇଁ ନିଯୁକ୍ତ ହେଲେ ଷ୍ଟାର ଓକିଲ Satish Maneshinde, ଯାହାର ଫିସ ଦିନକୁ 10 ଲକ୍ଷ, କିଏ ଏହି ଓକିଲ ? King Khan ତାଙ୍କୁ ହିଁ କଣ ପାଇଁ ବାଛିଲେ ?

ଏବେ N-C-B ହାତରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ । ପୁଅକୁ ମୁ-କୁ-ଳା-ଇ-ବା ପାଇଁ ଲାଗି ପଡିଛନ୍ତି ଶାହରୁଖ ଖାନ । ସେ ଶୁ-ଟି-ଙ୍ଗ ଛାଡି ସ୍ପେନରୁ ଫେରି ଆସିଛନ୍ତି ଭାରତ । ଆଉ ପୁଅକୁ ମୁ-କୁ-ଳା-ଇ-ବା ପାଇଁ ବାଛିଛନ୍ତି ଓକିଲ ସତୀଶ ମାନେସିନ୍ଦେଙ୍କୁ । ଏହି ହା-ଇ ପ୍ରୋ-ଫା-ଇ-ଲ କେ-ସ ଉପରେ ସମସ୍ତଙ୍କ ନଜର ଥିବା ବେଳେ କେ-ସ ଲ-ଢୁ-ଛ-ନ୍ତି ଆଇନଜୀବୀ ସତୀଶ । ପୁଅ ଆର୍ୟନଙ୍କ ପାଇଁ ତାଙ୍କୁ ହିଁ କାହିଁକି ବାଛିଲେ କିଙ୍ଗ ଖାନ ? କିଏ ଏହି ସତୀଶ ମାନସିନ୍ଦେ ?

ମାୟାନଗରୀ ମୁମ୍ବାଇରେ ସତୀଶ ମାନେସିନ୍ଦେ ବେଶ ଜଣାଶୁଣା । ଅନେକ ବଲିଉଡ ଷ୍ଟାରଙ୍କୁ ଆଇନ ଜାଲରୁ ମୁ-କୁ-ଳା-ଇ-ବା-ରେ ସେ ସଫଳ ହୋଇଛନ୍ତି । ବହୁଚର୍ଚ୍ଚିତ ମୁମ୍ବାଇ ବ୍ଳା-ଷ୍ଟ ଘ-ଟ-ଣା, ହି-ଟ୍ ଆ-ଣ୍ଡ ର-ନ୍ କେ-ସ୍ ଆଦି ମା-ମ-ଲା ଲ-ଢି ଚର୍ଚ୍ଚାକୁ ଆସିଛନ୍ତି ସତୀଶ ମାନେସିନ୍ଦେ । ଆଉ ଏବେ ଶାହରୁଖଙ୍କ ପୁଅ ଆର୍ୟନଙ୍କ ପାଇଁ ସେ କରୁଛନ୍ତି ଓକିଲାତି । ୧୯୬୫ ମସିହାରେ କର୍ଣ୍ଣାଟକର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ସତୀଶ ଏବେ ଜଣେ ନାମକରା ଓକିଲ ।

ବଲିଉଡରେ ତାଙ୍କର ଅନେକ କ୍ଲାଏଣ୍ଟ ଅଛନ୍ତି । ଆଇନ ପାଠ ଶେଷ କରିବା ପରେ ୧୯୮୩ରେ ଓକିଲାତି ପେଶାକୁ ଆପଣେଇ ନେଇଥିଲେ ସତୀଶ । ଦୀର୍ଘ ଦଶ ବର୍ଷ ବିଶିଷ୍ଠ ଆଇନଜୀବୀ ରାମ ଜେଠମାଲାନିଙ୍କ ପାଖରେ କାମ କରିବା ପରେ ସେ ନିଜେ କେ-ସ ଲ-ଢି-ବା ଆରମ୍ଭ କରିଥିଲେ । ପ୍ରଥମେ କ୍ରି-ମି-ନା-ଲ କେ-ସ ଓ ନେତା, ଅଭିନେତାଙ୍କ ପାଇଁ କେ-ସ ଲ-ଢି-ବା ପରେ ବିଶିଷ୍ଠ ବ୍ୟକ୍ତିଙ୍କ ପାଇଁ କେ-ସ ଲ-ଢି ଚର୍ଚ୍ଚାକୁ ଆସିଛନ୍ତି । ଗୋଟିଏ କେ-ସ ଲ-ଢି-ବା ପାଇଁ ସେ ଦିନକୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନିଅନ୍ତି ।

୧୯୯୩ ମସିହାର ବହୁଚର୍ଚ୍ଚିତ ମୁମ୍ବାଇ ବ୍ଳା-ଷ୍ଟ ଘ-ଟ-ଣା-ରେ ସଞ୍ଜୟ ଦତ୍ତ ଗି-ର-ଫ ହେବା ବେଳେ ତାଙ୍କ ଲି-ଗା-ଲ ଟି-ମ୍ ର ସଦସ୍ୟ ଥିଲେ ସତୀଶ ମାନେସିନ୍ଦେ । ସଞ୍ଜୟଙ୍କ ଉପରେ ଅନେକ ସ-ଙ୍ଗୀ-ନ ଦ-ଫା ଲାଗିବା ସତ୍ତ୍ୱେ ତାଙ୍କୁ ଜା-ମି-ନ-ରେ ମୁ-କୁ-ଳା-ଇ-ବା-କୁ ସକ୍ଷମ ହୋଇଥିଲେ ସତୀଶ ମାନେସିନ୍ଦେ । ଏହାପରେ ସାରା ଦେଶରେ ଜଣେ ହା-ଇ ପ୍ରୋ-ଫା-ଇ-ଲ କ୍ରି-ମି-ନା-ଲ ଓକିଲ ଭାବେ ସେ ବେଶ ପରିଚିତ ହୋଇଥିଲେ ।

ସେହିପରି ୨୦୦୨ ମସିହାରେ ହି-ଟ୍-ଆ-ଣ୍ଡ ର-ନ୍ କେ-ସ-ରେ ଫ-ସି-ଥି-ବା ସଲମାନଙ୍କ ପାଇଁ ଦେବଦୂତ ସାଜିଥିଲେ ସତୀଶ । ବଲିଉଡର ଦବଙ୍ଗ ଖାନଙ୍କ ପାଇଁ କେ-ସ ଲ-ଢି ବେ-ଲ୍ ଆଣିଥିଲେ । ସେହିପରି ଗତ ବର୍ଷ ଡ୍ର-ଗ କେ-ସ-ରେ ନିଜ ଭାଇଙ୍କ ସହ ଗି-ର-ଫ ହୋଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । N-C-B ଦ୍ଵାରା ଗି-ର-ଫ ହେବା ପରେ ସୋ-ସି-ଆ-ଲ ମି-ଡି-ଆ-ରେ ଟ୍ରୋ-ଲ ହୋଇଥିଲେ ରିୟା । ସ-ଙ୍ଗୀ-ନ ଦ-ଫା ଲାଗିବା ସତ୍ତ୍ୱେ ଉଭୟ ଭାଇ ଭଉଣୀଙ୍କୁ ବେ-ଲ୍ ଆଣିବାକୁ ସମର୍ଥ ହୋଇଥିଲେ ସତୀଶ ।

ଏମିତି ବହୁ ହା-ଇ ପ୍ରୋ-ଫା-ଇ-ଲ କେ-ସ ଲ-ଢି-ବା ପରେ ଏବେ କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କ ପାଇଁ କେ-ସ ଲ-ଢୁ-ଛ-ନ୍ତି ସତୀଶ । ଆର୍ୟନଙ୍କ ମା-ମ-ଲା-ରେ ସତୀଶ କହିଛନ୍ତି କି ଆର୍ୟନଙ୍କୁ କର୍ଡେଲିଆ କୃଜ ପାର୍ଟିରେ ଅତିଥି ଭାବେ ନିମନ୍ତ୍ରଣ କରାଯାଇ ଥିଲା । ସେଠାରେ ପହଞ୍ଚିବା ପରେ ତାଙ୍କୁ ଦୁଇ ଥର ସ୍କ୍ରି-ନି-ଙ୍ଗ କରିବା ପରେ ମଧ୍ୟ ତାଙ୍କ ଠାରୁ କୌଣସି ନି-ଶା ସା-ମ-ଗ୍ରୀ ମିଳି  ନଥିଲା । ଏମିତି କି ଆର୍ୟନଙ୍କ ପାଖରେ ଟିକେଟ କିମ୍ବା ବୋର୍ଡି॰ ପାସ୍ ମଧ୍ୟ ନାହିଁ ।

କେବଳ ହ୍ଵା-ଟ୍ସ-ଆ-ପ୍ ଚା-ଟ୍ କୁ ଆଧାର କରି ତାଙ୍କୁ ଗି-ର-ଫ କରାଯାଇ ଥିବା ସତୀଶ ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।