ସାବଧାନ ହୋଇଯାନ୍ତୁ ! ଆଗାମୀ 44 ଦିନରେ ମେଷ ରାଶିରେ ହେବାକୁ ଯାଉଛି ଏହିସବୁ ବଡ ପରିବର୍ତ୍ତନ, ମେଷ ରାଶି ଲୋକ ଜାଣି ରଖିବା ନିହାତି ଜରୁରୀ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଗୋଟି ରାଶି ରହିଛି । ଆଜି ଆମେ ଆପଣଙ୍କୁ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଅଗଷ୍ଟ ମାସର ସଂପୂର୍ଣ୍ଣ ରାଶିଫଳ ବିଷୟରେ କହିବାକୁ ଯାଉଛୁ । କିପରି ରହିବ ଦାଂପତ୍ଯ ଜୀବନ, ପ୍ରେମ ଜୀବନ, ସ୍ୱାସ୍ଥ୍ୟ, ଧନର କ୍ଷେତ୍ରରେ, ବିଦ୍ୟାର୍ଥୀଙ୍କ ପାଇଁ ସମୟ କେମିତି ରହିବ ସେହି ବିଷୟରେ କହିବାକୁ ଯାଉଛୁ । ନଭେମ୍ବର ୧ରୁ ୨୦ ଯାଏଁ ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଭରି ହୋଇ ରହିବ । କୌଣସି କାମ କରିଲେ କନ୍ଫିଡେନ୍ସ ସହ କରିବେ । ଏହି ସବୁ ମଧ୍ୟରେ ପିତାଙ୍କ ସହ ବିବାଦ ହୋଇପାରେ ।

ଆପଣଙ୍କ ଉପରେ କୌଣସି ପରିବର୍ତ୍ତନ କରିବେ ।ଏହି ସମୟରେ ଭୟ ହେଲା ଭଳି ସ୍ଵପ୍ନ ଦେଖିବେ । ସ୍ଵାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । କାରଣ ନେତ୍ର ଜନିତ ସମସ୍ଯା ହୋଇପାରେ । ନବ ପଞ୍ଚକ ଯୋଗ କାରଣରୁ ୭ରୁ ୩୧ ନଭେମ୍ବର ଯାଏଁ ମା, ସ୍ତ୍ରୀ, ପ୍ରେମିକାଙ୍କ ଠାରୁ ଉପହାର ପାଇବା ସହ ଖୁସି ଖବର ପାଇବେ । ଶ୍ଵଶୁର ଘର ତରଫରୁ ଶୁଭ ଖବର ପାଇବେ । ଯେତିକି ଆୟ ହେବ ସେତିକି ବ୍ୟୟ ହେବ । ନଦୀ ଓ ସମୁଦ୍ରରେ ଯାତ୍ରା କରିବେ । ଧନର ଅଭାବ ଆପଣ ଅନୁଭବ କରିବେ ନାହି । ପାରିବାରିକ ଜୀବନ ଏହି ମାସରେ ବହୁତ ଭଲ ରହିବ ।

୧ ନଭେମ୍ବରରୁ ୧୦ ନଭେମ୍ବର ଯାଏଁ ସନ୍ତାନଙ୍କ ପାଇଁ କିଛି ସମସ୍ଯା ହୋଇପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯେମିତି ପେଟ କାଟିବା ଇତ୍ୟାଦି । ୧୧ରୁ ୩୧ ନଭେମ୍ବର ଯାଏଁ ବଡ ସନ୍ତାନଙ୍କର ବ୍ୟବହାରରେ ପରିବର୍ତ୍ତନ ହେବ ସହ ନୂଆ ମିତ୍ର ସ୍ଥାପନ ହେବ । ଜାଗା ପରିବର୍ତ୍ତନ କରିପାରନ୍ତି । ଛାତ୍ର ଛାତ୍ରୀଙ୍କ ଜୀବନରେ ଯୁକ୍ତି ତର୍କ ହୋଇପାରେ । କଥା ଆଗକୁ ବଢିବ । କୁସଙ୍ଗତ ଠାରୁ ଦୂରେଇ ରୁହନ୍ତୁ । ଖରାପ ବ୍ୟକ୍ତିଙ୍କ ଠାରୁ ଦୂରରେ ରୁହନ୍ତୁ । କୌଣସି ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆପଣ ଅଧିକ ଚିନ୍ତା କରି ସମୟ ବରବାତ କରିବେ ।

ଚାକିରି କ୍ଷେତ୍ରରେ ୧ରୁ ୧୧ ନଭେମ୍ବର ଯାଏଁ କାର୍ଯ୍ୟରେ ସ୍ଥିତି କଠିନ ରହିବ । ଯେଉଁ କାମ କରିବେ ୯୦% ବିଫଳ ହେବେ । ୧୨ରୁ ୩୧ ନଭେମ୍ବର ଯାଏଁ ଉଚ୍ଚ ଅଧିକାରୀଙ୍କ ପ୍ରିୟ ଭାଜନ ହେବେ । ପ୍ରେମ ସମ୍ପର୍କରେ ଯାହା ବାଦ ବିବାଦ ରହିଥିଲା ତାହା ଦୂର ହେବ । ଜୀବନରେ ଯିଏ ଆପଣଙ୍କ ପାଇଁ ସମସ୍ୟା କରୁଥିଲେ ସେମାନେ ହାର ମାନିବେ । ସମ୍ପର୍କ ମଜବୁତ ହେବ । ଜୀବନ ସାଥିଙ୍କ ଠାରୁ ଉପହାର ପାଇବେ । କାହାକୁ ପ୍ରପୋଜ କରିବାକୁ ଚାହୁଥିଲେ ଏହି ମାସଟି ଶୁଭ ରହିବ । ଘର ମଧ୍ୟରେ ପୂଜା ପାଠର ମାହୋଲ ରହିବ ।

କିନ୍ତୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇପାରେ । ତେଣୁ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଊର୍ଜାବାନ ରହିବେ । ଧନରେ ବୃଦ୍ଧି ହେବ । କାର୍ଯ୍ୟ ଶୈଳୀରେ କିଛି ପରିବର୍ତ୍ତନ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।