Jyotish Shastra: ନାକ ଉପରେ ରହିଥାଏ ରାଗ, ଭୁଲରେ ବି ଏହି 3ଟି ନାମର ଝିଅଙ୍କ ସହ ପଙ୍ଗା ନିଅନ୍ତୁ ନାହିଁ, ବହୁତ ରାଗୀ ହୋଇଥାନ୍ତି ଏହି ଝିଅ

ପ୍ରତେକ ମଣିଷଙ୍କର ସ୍ଵଭାବ ଏକ ପ୍ରକାରର ହୋଇ ନ ଥାଏ । କାହାକୁ ତୁରନ୍ତ ରାଗ ଆସିଥାଏ ତ ଆଉ କେହି କେହି କଠିନ ସ୍ଥିତିରେ ବି ହସିଥାନ୍ତି । କହିବାକୁ ଗଲେ ନାମରେ କିଛି ନ ଥାଏ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ନାମ ଦ୍ଵାରା ମଣିଷର ସ୍ବଭାବରେ ପ୍ରଭାବ ପଡିଥାଏ । ଏହା ସହ ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ତାର ବ୍ଯକ୍ତିତ୍ବ ବିଷୟରେ ବହୁତ କିଛି ଖୁଲାସା କରିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ନାମର ପୂର୍ବରୁ ଅକ୍ଷର ର ଖାସ ମହତ୍ଵ ରହିଥାଏ ।

ବ୍ଯକ୍ତିର ନାମର ପ୍ରଥମ ଅକ୍ଷରରୁ ଜୀବନରେ ଆସୁଥିବା ସୁଖ ଓ ଦୁଖ ଯୋଡି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ୩ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ ରାଗି ହୋଇଥାନ୍ତି । ୧- B ନାମର ଝିଅମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ବହୁତ ସଫା ହୋଇଥାଏ । କିନ୍ତୁ ଏମାନେ କାହାର ଭୁଲକୁ ଗ୍ରହଣ କରନ୍ତି ନାହି । ଆଉ ଯିଏ ଭୁଲ କାମ କରିଥାଏ ତା ସହ ଏମାନେ ଖରାପ ବ୍ୟବହାର କରିଥାନ୍ତି ।

ଏମାନେ ନିଜର ରାଗ ଅନେକ ସମୟରେ ଅନ୍ୟ ଉପରେ ବାହାର କରିଥାନ୍ତି । ଏମାନେ ନିଜର ରାଗ କୁ ଆଦୌ କାବୁ କରି ରଖିପାରନ୍ତି ନାହି । ଯାହା କାରଣରୁ ଏମାନେ ନିଜର ଇମେଜ ସମସ୍ତଙ୍କ ଆଗରେ ହରାଇଥାନ୍ତି । କହିବାକୁ ଗଲେ ନାକ ଉପରେ ଏହି ନାମର ଝିଅ ମାନଙ୍କର ରାଗ ରହିଥାଏ ।

୨- H ନାମର ଝିଅମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ବ ହୋଇଥାଏ ସେମାନେ ଅନ୍ୟ ମାନଙ୍କ ସହ ମିଳାମିଶି ରହିବାକୁ ପସନ୍ଦ ହୋଇଥାଏ । ଏମାନଙ୍କର ଘର ଓ ପରିବାରର ସବୁଠାରେ କେୟାର ନେବାର ଆଗ୍ରହ ରହିଥାଏ । ଏହା ସହ ଏମାନେ ନିଜର ଓ ପରିବାରର ମାନ ସମାନ ପାଇଁ କିଛି ବି କରି ପାରନ୍ତି । କିନ୍ତୁ ଏମାନଙ୍କର କଥା କଥା ରେ ରାଗ ଆସିଥାଏ । ଏମାନେ ନିଜ ରାଗ ଉପରେ କାବୁ ରଖିପାରନ୍ତି ନାହି । ଏମାନେ ନିଜର ରାଗ ସ୍ଵଭାବ କାରଣରୁ ଅନେକ ସମୟରେ ନିଜର ହିଁ କ୍ଷତି କରିଥାନ୍ତି । ଯାହା ପାଇଁ ଏମାନଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ ।

୩- L ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ କୌଣସି କାମ କରିବାକୁ ପସନ୍ଦ କରନ୍ତି ନାହି ଯାହା ଦ୍ଵାରା ସେମାନଙ୍କର ଇମେଜ ଖରାପ ହେବ । ଏମିତି ଝିଅ ମାନେ ପ୍ରତେକ କମରେ ଆଗରେ ରହିଥାନ୍ତି । ଏମାନଙ୍କୁ ନିଜ ଜୀବନରେ ନୂଆ ନୂଆ ଜିନିଷ ଜାଣିବାରେ ବହୁତ ଅଧିକ ଆଗ୍ରହ ରହିଥାଏ ।

କିନ୍ତୁ ଏମାନଙ୍କର ରାଗ ଏମାନଙ୍କୁ କମଜୋର କରିଥାଏ । ଏମାନେ କେତେବେଳେ ବି କାହା ଉପରେ ବି ନିଜର ରାଗ ସୁଝାଇଥାନ୍ତି । କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ତେବେ ବନ୍ଧୁଗଣ , ଆଶା କରୁଛୁ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ , ଧନ୍ୟବାଦ ।