ଆଦିତ୍ୟଙ୍କ ବିରୁଦ୍ଧରେ ବିଦ୍ୟାଶ୍ରୀ ଆଣିଲେ ଅଭିଯୋଗ, ସାମ୍ନାକୁ ଆସିଲେ ଆଦିତ୍ୟଙ୍କର ଆଉ 3 ଜଣ ପ୍ରେମିକା

ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ କୁ ନେଇ ସାରା ଓଡିଶାରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅଚାନକ ତାଙ୍କ ପୂର୍ବ ପ୍ରେମିକା ଚିନ୍ମୟୀ ଗଣ ମାଧ୍ୟମକୁ ଆସିଥିଲେ । ମାନବ ପ୍ରେମୀ ଆଦିତ୍ୟଙ୍କ ମାମଲାରେ ଜଣେ ସାଇକୋ ଲେଡି ସାମିଲ ଥିବା ସହିତ ଏକ ତରଫା ପ୍ରେମ ଅଭିଯୋଗ ପରେ ସାମ୍ନା କୁ ଆସିଥିଲେ ଚିନ୍ମୟୀ । ତେବେ ଚିନ୍ମୟୀ ଙ୍କୁ ଛାଡି ମାନବ ପ୍ରେମୀଙ୍କର ଥିଲେ ଆଉ ୩ ପ୍ରେମିକା । ଏଭଳି ଏକ ଚର୍ଚ୍ଚିତ ଖବର ଏବେ ସାମ୍ନା କୁ ଆସିଛି ।

ଏକଥା ଏକ ପ୍ରତିଷ୍ଠିତ ଗଣ ମାଧ୍ୟମ ପ୍ରକାଶ କରିଛି । ପ୍ରକାଶିତ ଖବର ଅନୁଯାୟୀ ଆଦିତ୍ୟଙ୍କର ବିବାହ ପୂର୍ବରୁ ୩ ପ୍ରେମିକାଙ୍କ ସହିତ ସମ୍ପର୍କ ଥିଲା । ଚିନ୍ମୟୀ ଙ୍କ ସହିତ ୩-୪ ମାସ ପ୍ରେମ ସମ୍ପର୍କ ପରେ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା । ଏହା ପୂର୍ବରୁ ସାଲେପୁର ର ଜଣେ ଯୁବତୀ ଆଦିତ୍ୟ ଙ୍କ ସମ୍ପର୍କରେ ଆସିଥିଲେ ।

ତାଙ୍କ ଘର ସାଲେପୁର ଓ ତାଙ୍କର ନାମ ଅଟେ ମୋନା । ଅଳ୍ପ ଦିନ ପରେ ଏମାନଙ୍କର ମଧ୍ୟ ବ୍ରେକପ ହୋଇଥିଲା । ସୂଚନା ଅନୁଯାୟୀ ବ୍ରେକପ ପରେ ପ୍ରେମିକା ମୋନାଙ୍କ ବିବାହ ହୋଇଥିଲା । ପ୍ରେମିକାଙ୍କ ବାହାଘରକୁ ଆଦିତ୍ୟ ଯାଇଥିଲେ କିନ୍ତୁ ସେଠାରେ ତାଙ୍କୁ ବେଜିତ କରିଥିଲେ ପ୍ରେମିକା ମୋନା ।

 

ଏ ଦୁଇ ଜଣଙ୍କ ବ୍ଯତୀତ ଆଉ ଜଣଙ୍କ ସହିତ ମଧ୍ୟ ଆଦିତ୍ୟଙ୍କର ପ୍ରେମ ସମ୍ପର୍କ ଥିଲା । କିଛି ଦିନ ପରେ ଏ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା । ଯୁବତୀ ଙ୍କ ନାମ ଶିବାନୀ ବୋଲି ଜଣା ପଡିଛି । ପୂର୍ବରୁ ଆଦିତ୍ୟଙ୍କ ପଛରେ ଅନେକ ଝିଅ ପଡିଥିବାର ପତ୍ନୀ ଅଭିଯୋଗ କରିଥିବା ବେଳେ ଏବେ ଜଣଙ୍କ ପରେ ଜଣେ ପ୍ରେମିକାଙ୍କ ଖବର ସାମ୍ନା କୁ ଆସୁଛି ।

ନିଜକୁ ଆଦିତ୍ୟଙ୍କ କେସ ରୁ ଦୂରେଇବା ପାଇଁ ବିଦ୍ୟାଶ୍ରୀ ଧୀରେ ଧୀରେ ଜଣେ ଜଣେ ପ୍ରେମିକାଙ୍କ ନାମ ସାମ୍ନା କୁ ଆନୁଛନ୍ତି । ନିଜ ସ୍ବାମୀଙ୍କୁ ସୋସିଆଲ ମିଡିଆରେ ବଦ୍ନାମ କରିବାରେ ଲାଗିଛନ୍ତି ବିଦ୍ୟାଶ୍ରୀ । ନିଜକୁ ବଞ୍ଚାଇବାକୁ ଯାଇ ନିଜର ସ୍ଵର୍ଗତ ସ୍ବାମୀଙ୍କୁ ବହୁତ ମାତ୍ରାରେ ବଦ୍ନାମ କରିବାକୁ ଲାଗିଛନ୍ତି ବିଦ୍ୟାଶ୍ରୀ । ଧୀରେ ଧୀରେ ଜଣକ ପରେ ଜଣେ ୩ ପ୍ରେମିକା ଥିବା କଥା କହିଛନ୍ତି ବିଦ୍ୟାଶ୍ରୀ ।

ତେବେ ଆପଣଙ୍କୁ କଣ ଲାଗୁଛି କଣ ପ୍ରକୃତରେ ଆଦିତ୍ୟଙ୍କ ସହିତ ଏହି ୩ ଝିଅଙ୍କର ସମ୍ପର୍କ ଥିଲା ନା ତାଙ୍କୁ ବଦନାମ କରିବା ପାଇଁ ବିଦ୍ୟାଶ୍ରୀ ଏପରି କରୁଛନ୍ତି ନା ପୋଲିସ କୁ ଭ୍ରମିତ କରିବା ପାଇଁ ବିଦ୍ୟାଶ୍ରୀ ଏମିତି କିଛି ମନ ଗଢା କାହାଣୀ ତିଆରି କରୁଛନ୍ତି । ତେବେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।