କ୍ରାଇମବ୍ରାଞ୍ଚ ହାତରେ ବଡ ପ୍ରମାଣ! ଫସିଲେ ଏହି ବ୍ୟକ୍ତି

ମାନବ ପ୍ରେମୀ ଆଦିତ୍ୟ ଦାଶ ଙ୍କ ମୃତ୍ୟୁ ଦିନକୁ ଦିନ ଜନ ମାନସରୁ ଲିଭି ଲିଭି ଯାଉଛି। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଜବରଦସ୍ତ ଡାଟା । କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିଲେ ମଧ୍ୟ ଏପରି କିଛି ସୁରାଗ ବିଶ୍ବସ୍ତସୂତ୍ରରୁ ମିଳିପାରିଛି । ଓଏଏସ ଅଫିସରଙ୍କୁ ନେଇ କିଛି ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଆଦିତ୍ୟଙ୍କ ମୃତ୍ୟୁରେ ଅଫିସରଙ୍କ ସଂପୃକ୍ତି ନେଇ ଜୋର ରେ ଚର୍ଚା ଚାଲିଛି ।

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ସେହି ସରକାରୀ ଓଏଏସ ବାବୁଙ୍କୁ ଜେରା କରିବ । କେନ୍ଦ୍ରାପଡାର ଓଏଏସ୍‌ ଅଧିକାରୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଲିଙ୍କ୍ ନେଇ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠୁଛି। ଆଦିତ୍ୟଙ୍କ ମୃତ୍ୟୁରେ ଏହି ଅଧିକାରୀ ଙ୍କ ସଂପୃକ୍ତି ଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ମଧ୍ୟ ଠୋସ ପ୍ରମାଣ ଲାଗିଛି। ସେହି ପ୍ରମାଣ କୁ ନେଇ ଏବେ କ୍ରାଇମବ୍ରାଞ୍ଚ ତଦନ୍ତରେ ଲାଗି ପଡିଛି ।

ମାନବ ପ୍ରେମୀ ଆଦିତ୍ୟ ଦାସ ବିଵାହ ପୂର୍ବରୁ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରିଥିଲେ କିନ୍ତୁ ତାଙ୍କ ଵିଵାହ ଥିଲା ଏକ ମାତ୍ର ମଦ ବିରୋଧୀ ଅଭିଯାନ ବନ୍ଦ କରିବା ର ବାଟ ଯାହା କି ବିଦ୍ୟାଶ୍ରୀ ଖୁବ୍ ଭଲଭାବରେ କାର୍ଯ୍ୟ କୁ ସମ୍ପାଦନ କରିଛନ୍ତି ବିଦ୍ୟାଶ୍ରୀ ଯେଉଁ ଭଳି ଭଲପାଇବା ର ଛଳନା କରିଛନ୍ତି ଭବିଷ୍ୟତ ରେ ଆଉ ଝିଅ ମାନଙ୍କୁ କୈାଣସି ସମାଜସେବୀ ମାନେ ଭଲ ପାଇବା ପାଇଁ ଭାବିବେ ରାଜଧାନୀ ର ସବୁ ଲିକର ଡିଲର ଙ୍କ ସହ ବିଦ୍ୟାଶ୍ରୀ କିଛି ବି ଡିଲ କରି ଥାଇପାରନ୍ତି ।ଆରେଷ୍ଟ କରାଯାଉ ବିଦ୍ୟାଶ୍ରୀଙ୍କୁ।

ମାନବ ପ୍ରେମୀ ଆଦିତ୍ୟଙ୍କୁ ନେଇ କରି ଆସିଛି ଏକ ଚାଞ୍ଚଲ୍ୟକର ଫୁଟେଜ , ଯେଉଁ ଫୁଟେଜରେ ଆଦିତ୍ୟ ନିଜ ଘରୁ ବାହାରି ରେଳ ଷ୍ଟେସନ ଆଡକୁ ଯାଉଛନ୍ତି । ସେହି ଫୁଟେଜଟି ଏକ ଘରୋଇ ସିସିଟିଭିରେ ରେକର୍ଡ ହୋଇଛି । ସେହି ସମୟ ଥିଲା ସନ୍ଧ୍ୟା 7.23 ମିନିଟରେ ସେ ରେଳ ଷ୍ଟେସନ ଆଡକୁ ଯାଉଥିବାର ଫୁଟେଜଟି ଜିଆରପି ହାତରେ ହସ୍ତଗତ ହୋଇଥିଲେ ମଧ୍ୟ ସେମାନେ ସାର୍ବଜନୀନ କରିନଥିଲେ ମଧ୍ୟ ଏହା ଏକ ସୂତ୍ରରୁ ମିଳିଛି ।

ତେବେ ସିସିଟିଭି ପୁଟେଜ ବାହାରିଲା ପରେ ବିଦ୍ୟାଶ୍ରୀ ଅର୍ଥାତ ଆଦିତ୍ୟଙ୍କର ପତ୍ନୀ ଏବେ ନିଜର ସ୍ୱର ଉତ୍ତୋଳନ କରିଛନ୍ତି । ଏବେ ନିଜେ ଆଗକୁ ଆସି ନିଜର ସତ୍ୟତାକୁ ପ୍ରମାଣ କରିବା ପାଇଁ ନିଜକୁ କହିଛନ୍ତି । ସେ ମିଡିଆରେ କିଛି କଥା କହିଛନ୍ତି , ତେବେ ସେ ମିଡିଆକୁ କଣ କହିଛନ୍ତି ଆସନ୍ତୁ ଜାଣିବା ।ସେ କହିଛନ୍ତି କି ଆଦିତ୍ୟ ଚାରି ପାଞ୍ଚ ଦିନ ହେବ ବହୁତ ରାଗୁଥିଲେ ବୋଲି ସେ କହୁଛନ୍ତି ହେଲେ ତାଙ୍କୁ ସମସ୍ତେ ମିଛ ବୋଲି କହୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।